Posted inଖେଳ

କୁକୁରର ନାମ ଏମିତି ରଖିଲେ ଓ୍ବାଶିଂଟନ୍‌ ସୁନ୍ଦର: ଏବେ ହେଉଛି ଚର୍ଚ୍ଚା

ଭାରତୀୟ କ୍ରିକେଟର୍‌ ୱାଶିଂଟନ ସୁନ୍ଦରଙ୍କ ପାଇଁ ଏବେ ଏକ ସୁବର୍ଣ୍ଣ ସମୟ ଚାଳିଛି। ଅଷ୍ଟ୍ରେଲିଆରେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଏହାର ଚମତ୍କାର ଫାଇଦା ଉଠା ସେ ସମtସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ସେ ୪ଟି ଉଇକେଟ ନେଇଥିଲେ ଏବଂ ପରେ ଟିମ ୬୨ରନ୍‌ର ପାଳି ଖେଳି ଟିମ ଇଣ୍ଡିଆକୁ ବିଜୟୀ କରାଇଥିଲେ। ଫଳସ୍ବରୂପ, ଅ ୩୨ବର୍ଷ ପରେ ଅଷ୍ଟ୍ରେଲିଆର ଭାରତ ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏବେ ସେହି ମ୍ୟାଚ ମନେ ରଖିବା ପାଇଁ ସୁନ୍ଦର ଏକ ଅଭିନବ ଉପାୟ ବାଛିଛନ୍ତି। ସୁନ୍ଦର ତାଙ୍କ ପୋଷା କୁକୁରର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ନାମ ଗାବା, ସେ ଏହାକୁ ଚାରି ଗୋଡର ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ବନ୍ଧୁ ନାମ ରଖିଛନ୍ତି ଗାବା, ଯାହା ଦ୍ୱାରା ସେହି ଐତିହାସିକ ବିଜୟର ସ୍ମୃତି ଅକ୍ଷୁର୍ଣ୍ଣ ରହିବ। ସୁନ୍ଦର ଏବେ ଆଇପିଏଲ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ସେ ଏହି ଲିଗ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ଗସ୍ତ ଲାଗି ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ

ମେଲବୋର୍ନ, ୩୦।୧୨(ପି.ଟି.)- ଆଗାମୀ ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ ହୋଇଛି। ଆହତ ହୋଇଥିବା ଦ୍ରୁତ ବୋଲର ସିନ ଆବୋଟ୍ଟଙ୍କ ବଦଳରେ ବିସ୍ଫୋରକ...

ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଡବ୍ଲିନ,୨୧।୭: ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୩୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ମାଲାହାଇଡ୍‌ସ୍ଥିତ ଦି ଭିଲେଜ ଗ୍ରାଉଣ୍ଡରେ...

ଭାରତ-ଏ ୨୭୩ ରନରେ ଅଗ୍ରଣୀ

ବେଙ୍ଗାଲୁରୁ, ୨।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ଦୃଢ଼ସ୍ଥିତିରେ ରହିଛି। ଶନିବାର...

୨୦୦ ଗରୀବ ପରିବାରକୁ ରାଶନ ବାଣ୍ଟିଲେ ଆଫ୍ରିଦୀ

କରାଚୀ,୨୫।୩- ପୂରା ବିଶ୍ୱକୁ ଧିରେ ଧିରେ ଗ୍ରାସ କରୁଛି କରୋନା ଭାଇରସ। ଏହି ମାରାତ୍ମକ ଭାଇରସରୁ ବଞ୍ଚତ୍ବା ପାଇଁ କୌଣସି ଔଷଧ ନ ଥିବାରୁ ବିଭିନ୍ନ...

ବିରାଟ କୋହଲିଙ୍କଠାରୁ ଅଧିକ ପାରିଶ୍ରମିକ ପାଆନ୍ତି ଏହି ଦେଶର ଅଧିନାୟକ

ଯଦି କୌଣସି କ୍ରିକେଟର ଦେଶକୁ ପ୍ରତିନିଧିତ୍ୱ କରନ୍ତି ତେବେ ରାତାରାତି ସେ ଷ୍ଟାର ପାଲଟିଯାନ୍ତି। ସରକାରୀ ଚାକିରି ସହ ମୋଟା ଅଙ୍କରେ ସେମାନଙ୍କୁ ପାରିଶ୍ରମିକ ମିଳିଥାଏ।...

ପ୍ରସିଦ୍ଧଙ୍କ ପାଇଁ ଅନ୍‌ଲକି କୋହଲି

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଫିଟ କ୍ରିକେଟ ମଧ୍ୟରୁ ଅନ୍ୟତମ। ଏଥିସହ ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ହାରାହାରି ୫୦ରୁ...

ଆଇପିଏଲ୍‌ ପୂର୍ବରୁ ଝଟ୍‌କା

ନୂଆଦିଲ୍ଲୀ,୧୨।୮: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌) ହେବା ର୍ପୂରୁ ଏକ ଝଟ୍‌କା ଲାଗିଛି। ଫ୍ରାଞ୍ଜାଇଜ୍‌ ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ ଦିଶାନ୍ତ ୟାଗ୍ନିକ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି।...

କୋଭିଡ-୧୯: ମହିଳା ଦିନିକିଆ, ପୁରୁଷ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଘୁଞ୍ଚିଲା

ଦୁବାଇ,୧୨।୫ (ପି.ଟି.): କୋଭିଡ-୧୯ ମହାମାରୀ ପାଇଁ ଆଉ ଦୁଇଟି ବଡ଼ ଇଭେଣ୍ଟକୁ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ନିଷ୍ପତ୍ତି ନେଇଛି। ୨୦୨୧ ମହିଳା ବିଶ୍ୱକପ୍‌...

Advertisement
Ten Cric Info


Archives

Model This Week