ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍: ଶ୍ରେଷ୍ଠ ୩ରେ ରାହୁଲ, ଅଷ୍ଟମସ୍ଥାନରେ କୋହଲି
ଦୁବାଇ,୧୦।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି। ସେହିପରି ଓପନର ଲୋକେଶ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ…
ସ୍ଲୋ ଓଭର ରେଟ୍ ବୋଲିଂ ପାଇଁ ଭାରତକୁ ଜରିମାନା
ସିଡ୍ନୀ, ୧୦ା୧୨ (ପି.ଟି.)-ଏଠାରେ ମଙ୍ଗଳବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ରେ ସ୍ଲୋ ଓଭର-ରେଟ୍ ବୋଲିଂ ପାଇଁ ଭାରତୀୟ କ୍ରିକେଟ ଦଳକୁ ଏହାର ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜରିମାନା ହୋଇଛି। ବୋଲିଂ ପାଇଁ ରହିଥିବା ଟର୍ଗେଟ୍ ସମୟ…
ଆସିବ ପବ୍ଲିକ ଓ୍ବାଇଫାଇ ନେଟ୍ଓ୍ବର୍କ ପିଏମ୍-ବାଣୀ
ନୂଆଦିଲ୍ଲୀ: ପବ୍ଲିକ ଡାଟା ଅଫିସ ଆଗ୍ରିଗେଟର୍ସ ଦ୍ୱାରା ସର୍ବସାଧାରଣ ଓ୍ବାଇଫାଇ ନେଟ୍ଓ୍ବର୍କ ସ୍ଥାପନ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏ ନେଇ ଟେଲିକମ୍ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ…
୪୬ ହଜାର ସ୍ତର ଛୁଇଁଲା ସେନ୍ସେକ୍ସ
ନୂଆଦିଲ୍ଲୀ:ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ)ର ସେନ୍ସେକ୍ସ ବୁଧବାର କାରବାର ବେଶ୍ ଉନ୍ନତ ସ୍ତରରେ ରହିଛି। ଏହା ପ୍ରାୟ ୫୦୦ ପଏଣ୍ଟ ବଢି ପ୍ରଥମ ଥର ଲାଗି ୪୬ ହଜାର ପଏଣ୍ଟ ସ୍ତର ଟପିଛି। ବିଶ୍ୱ ବଜାରର ସ୍ଥିତି ଉନ୍ନତ ରହିବା ଏବଂ ବିଦେଶୀ…
ଭଉଣୀ କାନ୍ଧରେ ଭାଇର ବୋଝ
ଚମ୍ପୁଆ, ୧୦।୧୨(ଡି.ଏନ.ଏ.)-ଗରିବ ଆଉ କେହି ରହିବେ ନାହଁି। ଅସହାୟଙ୍କଠାରୁ ଆରମ୍ଭ କରି ବିଧବା, ଭିନ୍ନକ୍ଷମ ଏପରିକ ବୃଦ୍ଧ ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ମାତ୍ର ଏହାର ବିପରିତ ପ୍ରତିଫଳନ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ…
ଏହି ସ୍କୁଲରେ ପାଠ ପଢୁଥିଲେ ମୁକେଶ ଅମ୍ବାନୀଙ୍କ ପୁଅ, ଏବେ ବିଶିଷ୍ଟ ଶିଳ୍ପପତି
ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ମୁମ୍ବାଇସ୍ଥିତ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢୁଥିଲେ। ଯେଉଁ ସ୍କୁଲକୁ ମୁକେଶ ତାଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କୁ ସ୍ମରଣ କରିବା ପାଇଁ ଖୋଲିଥିଲେ। ଅନନ୍ତ ହେଉଛନ୍ତି ମୁକେଶଙ୍କ ସାନ ପୁଅ। ଅନନ୍ତଙ୍କ ଉପରେ ଭାଇ ଆକାଶ…
ସ୍ତ୍ରୀଙ୍କର ବିନା ପୋଷାକ ପେଣ୍ଟିିଂ କରି ଚର୍ଚ୍ଚାରେ ଥିଲେ ଏହି ଅଭିନେତା…
ମୁମ୍ବାଇ, ୧୦।୧୨: ବଲିଉଡ୍ ଅଭିନେତା ଅଶୋକ କୁମାରଙ୍କର ପୁଣ୍ୟତିଥି ଗୁରୁବାର ପାଳିତ ହେଉଛି। ୨୦୦୧ ଡିସେମ୍ବର ୧୦ ତାରିଖରେ ସେ ଦେହତ୍ୟାଗ କରିଥିଲେ। ୧୯୧୧ ଅକ୍ଟୋବର ୧୩ରେ ତାଙ୍କର ଜନ୍ମ ହୋଇଥିଲା। ଅଶୋକ କୁମାର ଜଣେ ଆଗଧାଡ଼ିର ଅଭିନେତା ସହିତ ଭଲ…
ମଙ୍ଗଳ ଦୋଷ ଥିଲେ ଆପଣାନ୍ତୁ ଏହି ଉପାୟ: କିଛି ଦିନ ମଧ୍ୟରେ ମିଳିବ ଶୁଭଫଳ
ଜାତକରେ ଯେତେବେଳେ ଲଗ୍ନ ଚତୁର୍ଥ, ସପ୍ତମ, ଅଷ୍ଟମ କିମ୍ବା ଦ୍ୱାଦଶ ଘରେ ଥାଏ, ସେତେବେଳେ ବ୍ୟକ୍ତିଙ୍କ ମଙ୍ଗଳ ଦୋଷ ରହିଥିବା ଜ୍ୟୋତିର୍ବିଦମାନେ କୁହନ୍ତି। ମଙ୍ଗଳ ଏକ ନିଷ୍ଠୁର ଗ୍ରହ। ତେଣୁ ବିବାହ ଉପରେ ଏହାର ପ୍ରଭାବ ଦେଖାଯାଏ । ଯଦି ମଙ୍ଗଳ…
ବେଳେବେଳେ ଏପରି ହୁଏ: କଥା କହିବାକୁ ବି ଲାଗେ ଡର…
ନୂଆଦିଲ୍ଲୀ: କେତେକ ଲୋକଙ୍କଠାରେ ଏକ ପ୍ରକାର ସମସ୍ୟା ରହିଥାଏ। ସେମାନେ ସମବେତ ଲୋକଙ୍କ ସମ୍ମୁଖରେ କଥା କହିବାକୁ ଭୟ କରନ୍ତି। କିଛି ଲୋକ ନିଜର ପ୍ରଦର୍ଶନ ନେଇ ଅକ୍ଷମତା ପ୍ରକାଶ କରିଥାନ୍ତି। କାଳେ କହିବା ବେଳେ କିଛି ଭୁଲ୍ ହୋଇଯିବ ସେ…
ସବୁ ଫର୍ମାଟ୍ରୁ ପାର୍ଥିବ ପଟେଲଙ୍କ ଅବସର
ନୂଆଦିଲ୍ଲୀ, ୧୦।୧୨(ପି.ଟି.): ଜଣାଶୁଣା ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ବୁଧବାର କ୍ରିକେଟର ସବୁ ଫର୍ମାଟ୍ରୁ ଅବସର ଘୋଷଣା କରିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଅନ୍ୟତମ ସର୍ବକନିଷ୍ଠ କ୍ରିକେଟର ଭାବେ ଟେଷ୍ଟ ଖେଳିଥିବା ପାର୍ଥତ୍ବ ୩୬ ଜନ୍ମଦିବସ ପାଳନ କରିବାର ଠିକ୍…
ରତି ଅଗ୍ନିହୋତ୍ରୀଙ୍କୁ ୬୦: ଅଭିନୟ ପାଇଁ ଇଛା ନ ଥାଇ ବି ସହିଥିଲେ ଏସବୁ…
ମୁମ୍ବାଇ,୧୦।୧୨: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ଗୁରୁବାର ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ଡିସେମ୍ବର ୧୦ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୀ, ତେଲୁଗୁ, କନ୍ନଡ଼ ଆଦି ଭାଷାର ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ରତି ଫିଲ୍ମରେ ଅଭିନୟ…
ମା’ଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କଲେ ପୁଅ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବ୍ରାଜିଲ୍: ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଟେଷ୍ଟରେ ଗାଡ଼ି ଚଳାଇ ଦେଖାଇବାକୁ ପଡ଼ିଥାଏ। କିନ୍ତୁ ବ୍ରାଜିଲ୍ର ଜଣେ ମହିଳାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ତେଣୁ ତାଙ୍କ ପୁଅ ଏକ ଅଜବ ଉପାୟ ଆପଣାଇଥିଲେ। ଯାହା ଜାଣିଲେ ଆଶ୍ଚର୍ଯ୍ୟ…
Archives


