Posted inଫୁରସତ

ମୁକେଶ-ଅନିଲ ଅମ୍ବାନୀଙ୍କ ଘରର ଦାମ୍‌ କେତେ ଜାଣନ୍ତି

ଦୁନିଆର ସବୁ ଲୋକ ଚାହିଁଥାନ୍ତି ତାଙ୍କ ଘର ସୁନ୍ଦର ଆଉ ବିଳାସପୂର୍ଣ୍ଣ ହେଉ। ଏଥିପାଇଁ ଅନେକ କଷ୍ଟ କରି ଘରଟିଏ ତୋଳିଥାନ୍ତି। ତେବେ ଏଥିମଧ୍ୟରୁ କିଛି ଘର ଚର୍ଚ୍ଚାରେ ରହିଥାଏ। ଯେମିତି କି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି।

ଫୋବର୍ସ ରିପୋର୍ଟ ଅନୁଯାୟୀ, ମୁକେଶଙ୍କ ଘର‘ଆଣ୍ଟିଲିୟା’ର ଦାମ୍‌ ୭,୩୩୭ କୋଟିରୁ ଅଧିକ। ମୁକେଶଙ୍କ ଏହି ଘରର ନାମ ଆଟଲାଣ୍ଟିକ୍‌ ମହାସାଗରର ଏକ ପୌରାଣିକ ଦ୍ୱୀପ ଅନୁସାରେ ରଖାଯାଇଛି।

ସେହିପରି ଅନିଲ ଅମ୍ବାନୀଙ୍କ ଘରର ଦାମ୍‌ ୫୦୦୦ କୋଟିରୁ ଅଧିକ। ଏହି ଘର ୧୬୦୦୦ ସ୍କୋୟାର ଫୁଟରେ ନିର୍ମାଣ ହୋଇଛି। ଏହାର ଉଚ୍ଚତା ୬୬ ମିଟର। ଏହା ମୁମ୍ବାଇର ପାଲି ହିଲ୍‌ ଅଞ୍ଚଳରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି...

୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ପତ୍ର

ଘର ସଜେଇବା ପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ଇଣ୍ଡୋର୍‌ ପ୍ଲାଣ୍ଟସ୍‌ ଲଗାନ୍ତି। ନିକଟରେ ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି ୬ ଲକ୍ଷ ଟଙ୍କା କରି...

ଗୋଟିଏ ମଣ୍ଡପରେ ବିବାହ କଲେ ମା’-ଝିଅ

ଗୋରଖପୁର,୧୧ ।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ବିଚିତ୍ର ବିହାହ ଦେଖିବାକୁ ମିଳିଛି । ଏଠାରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧିନରେ ଗୋଟିଏ...

ଏମିତି ରାଜା ଅବସର ସମୟରେ କରନ୍ତି ମେକାନିକ୍‌ କାମ…

ଦୁଇ ଦୁଇଟି ଦେଶର ରାଜା ସେ ପୁଣି ଅବସର ସମୟରେ କାର୍‌ ମେକାନିକ୍‌ ଭାବେ କାମ କରନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।...

ଏହି କୁଣ୍ଡରେ ଗାଧୋଇଲେ ଦୃଷ୍ଟିଶକ୍ତି ଫେରିଆସେ…

ରାଜସ୍ଥାନରେ ପ୍ରଭୁ ରାମଦେବ ବାବାଙ୍କ ମନ୍ଦିର ରହିଛି । ଯୋଧପୁରର ମସୁରିୟା ଅଞ୍ଚଳରେ ଥିବା ଏହି ମନ୍ଦିର ପରିସରରେ ରହିଛି ଏକ ଦିବ୍ୟ କୁଣ୍ଡ। ଏହାକୁ...

ଅଜବ ଡ୍ରାଇଭିଂ ରୁଲ୍ସ: କାର୍‌ ମଇଳା ଥିଲେ ଜରିମାନା; ଟ୍ରାଫିକ୍‌ ପୋଲିସ୍‌କୁ ରାଗିକି ଅନାଇଲେ ବି ଦଣ୍ଡ

ପୃଥିବୀରେ ଅଛି ଅନେକ ଦେଶ। ସବୁ ଦେଶର ଚଳଣି, ନୀତି ନିୟମ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ଯେଉଁଠିକୁ ଗଲେ ସେଠାକାର ନିୟମ ମାନିବାକୁ ହୁଏ।...

ବାସ୍ତବ ଦୁନିଆର ‘ମୋଗଲି’: ଆଖି ପିଛୁଳାକେ ଚଢ଼ନ୍ତି ଗଛ, ଜଙ୍ଗଲରେ ବିତାନ୍ତି ସମୟ

ନୂଆଦିଲ୍ଲୀ: ଫିଲ୍ମ ‘ଜଙ୍ଗଲ ବୁକ୍‌’ରେ ବେଶ୍‌ ଲୋକପ୍ରିୟ ହୋଇଥିଲା ମୋଗଲି ଚରିତ୍ର। ଜଙ୍ଗଲରେ ରହିବା ସହ ପଶୁପକ୍ଷୀଙ୍କ ମଧ୍ୟରେ ସମୟ ବିତାଉଥିବାକୁ ନେଇ ଚଳଚ୍ଚିତ୍ରର କାହାଣୀ...

ଜୋତା ଚୋରାଇବାରୁ ରାଗିଗଲେ ବର, ବିବାହ ଭାଙ୍ଗିଦେଲେ କନ୍ୟା

ମୁଜାଫରନଗର, ୧୫।୧୨: ବିବାହ ସମୟରେ ଜୋତା ଚୋରାଇବା ଏକ ପରମ୍ପରା ରହିଛି। କନ୍ୟାଙ୍କ ଭଉଣୀ ଏହି ପରମ୍ପରା ନିଭାଇବାର ବିଧି ରହିଛି। କିନ୍ତୁ ଏହି ଜୋତା...

Advertisement

BGU

Archives

Model This Week

Why Dharitri