Home Left

ଆଇପିଏଲ୍‌ରେ ସବୁଠୁ ରୋମାଞ୍ଚକ ମ୍ୟାଚ୍‌ କେଉଁ ଦଳଗୁଡିକ ମଧ୍ୟରେ ହୋଇଥାଏ ଜାଣନ୍ତି

ଆଇପିଏଲ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ସମସ୍ତ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହିତ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ଅପେକ୍ଷା କରିଛନ୍ତ। ଦୁନିଆର ସବୁଠାରୁ ପ୍ରସିଦ୍ଧ ଏହି ଲିଗ୍‌ ଚଳିତବର୍ଷ ଏପ୍ରିଲ ୯ରୁ ଆରମ୍ଭ ହେବ।…

ତାଙ୍କ ପରିଶ୍ରମର ଫଳ ଆଜି ଆମେ ଖାଉଛୁ: କାହିଁକି ଏମିତି କହିଲେ ପାଣ୍ଡ୍ୟା

ମୁମ୍ବାଇ,୭।୪: ଆଇପିଏଲ୍‌ ୨୦୨୧ ଆରମ୍ଭ ପାଇଁ ଆଉ ୨ ଦିନ ବାକି ଅଛି । ଏଥର ଉଦଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ। ଏଥିପାଇଁ ଉଭୟ ଦଳ ଅଭ୍ୟାସ କରୁଛନ୍ତି। ଏହି ସମୟରେ ମୁମ୍ବାଇ…

ବିନା ମାସ୍କରେ ଘରୁ ବାହାରିଲେ ପୋଲିସ ନେବ ଏହି କଡ଼ା ପଦକ୍ଷେପ, ଜାଣିଲେ…

ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଭିନ୍ନ ଏକ ପଦକ୍ଷେପ ଆପଣାଇଛି। ଯଦି…

ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୨ ଗୁରୁତର

ବାଲେଶ୍ୱର ଅଫିସ, ୬।୪: ବାଲେଶ୍ୱର ଜିଲା ରେମୁଣା ଥାନା ଭିତରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଥାନା ଭଙ୍ଗାରୁଜା ସହ ଗୋଟିଏ ଗୋଷ୍ଠୀର ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ରାତି ତମାମ ଥାନାରେ ଉତ୍ତେଜନା ଲାଗି ରହିଥିଲା। ଘଟଣାକୁ…

କରୋନାର ତୃତୀୟ ଲହର: ସମସ୍ତ ସ୍କୁଲ କଲେଜ ବନ୍ଦ

ଟୋରଣ୍ଟୋ,୭।୪: କାନାଡ଼ାରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଟୋରଣ୍ଟୋରେ ଥିବା ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି। ବୁଧବାରଠାରୁ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଛି। ଚିକିତ୍ସା ଅଧିକାରୀ ଡାକ୍ତର ଏଲିନ୍‌ ଡେ ବିଲା କହିଛନ୍ତି ଯେ, କରୋନା…

ଦ୍ରାଭିଡଙ୍କୁ ଆମେରିକାର ନିମନ୍ତ୍ରଣ: ଜାଣନ୍ତୁ କାହିଁକି

ବେଙ୍ଗାଲୁରୁ,୭।୪: ଭାରତର ମହାନ କ୍ରିକେଟର ରାହୁଲ ଦ୍ରାଭିଡଙ୍କୁ ଆମେରିକାରେ ଏମଆଇଟି ସ୍ପୋର୍ଟସ ଆନାଲିସିସ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ପ୍ରଥମ ଥର ପାଇଁ ଏଠାରେ କ୍ରିକେଟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଉଛି। ୮ ଏବଂ ୯ ଏପ୍ରିଲରେ ଅନୁଷ୍ଠିତ…

ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଗଲା

ଛେଣ୍ଡିପଦା,୭।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାଟକ ମୁଣ୍ଡା ପଞ୍ଚାୟତରେ ହାତୀ ଆକ୍ରମଣରେ ବୁଧବାର ୨ ଜଣଙ୍କ ଜୀବନ ଯାଇଛି । ମୃତକଦ୍ୱୟ ହେଲେ ଚନ୍ଦ୍ରପୁର ଗ୍ରାମର କାଠିଆ ପାଣିଗ୍ରାହୀ ଓ ସୁହାଗି ସେଠୀ। ଘଟଣାର ପ୍ରକାଶ ଯେ, ସକାଳେ ସୁହାଗି…

ଏହି କାରଣରୁ ବିଜୟ ମାଲ୍ୟାଙ୍କ ପୁଅଙ୍କ ସହ ପ୍ରେମ ସମ୍ପର୍କକୁ ଭୁଲି ଯାଇଥିଲେ ଦୀପିକା; ବ୍ରେକ୍‌ଅପ୍‌କୁ ନେଇ କହିଥିଲେ…

ବମ୍ବେ: ଅଭିନେତା ରଣବୀର ସିଂହଙ୍କୁ ବିବାହ ପୂର୍ବରୁ ଦୀପିକା ପାଦ୍ୟୁକୋନ ଅନେକଙ୍କ ପ୍ରେମରେ ପଡ଼ିଥିଲେ। ସେତେବେଳେ ଏହାକୁ ନେଇ ଚର୍ଚ୍ଚା ଶିଖର ଛୁଉଁଥିଲା। ଅଭିନେତ୍ରୀଙ୍କ ପ୍ରେମିକମାନଙ୍କ ମଧ୍ୟରୁ ଜଣେ ଥିଲେ ବିଜିନେସ ଟାଇକୁନ୍‌ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା। ଉଭୟଙ୍କ…

ଆଇପିଏଲ୍‌ ପୂର୍ବରୁ ବିଜୟର ମନ୍ତ୍ର ପଢାଇଲେ ବିରାଟ କୋହଲି: କହିଲେ…

ଚେନ୍ନାଇ,୭।୪: ଆଇପିଏଲ ୨୦୨୧ର ଓପନିଂ ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର ମନ୍ତ୍ର କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି। ଚଳିତ ସିଜିନର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏପ୍ରିଲ ୯ରେ…

ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ: ସର୍ବାଧିକ ସୁନ୍ଦରଗଡ଼ରୁ

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ଦ୍ରୁତଗତିରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି କ୍ରମରେ ବୁଧବାର ୭୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ…

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ଼ ଖୁସି ଖବର

ମୁମ୍ବାଇ,୭।୪: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର। ଦଳର ଉଇକେଟ କିପିଙ୍ଗ ପରାମର୍ଶଦାତା କିରଣ ମୋରେ କରୋନା ଭାଇରସ ପଜିଟିଭ ବୋଲି ଜଣାପଡିବା ପରେ ଦଳ ପାଇଁ ଏକ ଖୁସି ଖବର ପ୍ରକାଶ ପାଇଛି। ଭଲ…

ମଧ୍ୟସ୍ଥ ନିଯୁକ୍ତି ପ୍ରସ୍ତାବ ଦେଲେ ମାଓବାଦୀ

ବିଜାପୁର,୭ା୪(ପି.ଟି.): ଛତିଶଗଡ଼ର ବସ୍ତର ଅଞ୍ଚଳରେ ଶନିବାର ଏନ୍‌କାଉଣ୍ଟର ବେଳେ ନିଖୋଜ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମନ୍‌ହାସ ମାଓବାଦୀମାନଙ୍କ କବ୍‌ଜାରେ ରହିଛନ୍ତି। ରାଜ୍ୟ ସରକାର ତାଙ୍କ ମୁକ୍ତି ପାଇଁ ମଧ୍ୟସ୍ଥ ନିଯୁକ୍ତ କରନ୍ତୁ ବୋଲି ମଙ୍ଗଳବାର ସିପିଆଇ ମାଓବାଦୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?