Home Left

କୃଷକ ଆନ୍ଦୋଳନ: ସିଙ୍ଘୁ ସୀମାରେ ମୁତୟନ ଦୁଇ ଆଇପିଏସ୍‌ ଅଫିସର କରୋନା ପଜେଟିଭ

ନୂଆଦିଲ୍ଲୀ,୧୧।୧୨: ହରିୟାଣା-ଦିଲ୍ଲୀର ସିଙ୍ଘୁ ସୀମାରେ ଦୀର୍ଘ ୧୬ ଦିନ ହେଲା ଚାଲିଥିବା କୃଷକ ଆନ୍ଦୋଳନଠାରେ ମୁତୟନ ହୋଇଥିବା ଦୁଇ ଆଇପିଏସ୍‌ ଅଫିସର କରୋନାରେ ଆକ୍ରାନ୍ତ। ଦିଲ୍ଲୀ ପୋଲିସ ଅନୁଯାୟୀ, ଉଭୟ ଅଫିସର ଏବେ ହୋମ ଆଇସୋଲେଶନରେ ଅଛନ୍ତି। ଆଉଟର ନର୍ଥ ଡେପ୍ୟୁଟି…

ସାଧାରଣତନ୍ତ୍ର ଦିବସର ଶୋଭା ବଢ଼ାଇବ ରାମ ମନ୍ଦିର ମେଢ଼

ନୂଆଦିଲ୍ଲୀ,୧୧।୧୨: ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୬ ତାରିଖ ତଥା ସାଧାରଣତନ୍ତ୍ର ଦିବସ ପୂରା ଦେଶରେ ବେଶ ଧୂମଧାମରେ ପାଳନ କରାଯାଏ। ଏଥି ନେଇ ମାସେ ଆଗରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି। କିନ୍ତୁ ଆସନ୍ତା ବର୍ଷର ସାଧାରଣତନ୍ତ୍ର ଦିବସ ଦେଶବାସୀଙ୍କ ପାଇଁ ବେଶ…

ପୁଣି ଖେଳାଳିଙ୍କ ମୁଣ୍ଡରେ ବାଜିଲା ବଲ୍‌

ସିଡ୍‌ନୀ,୧୧।୧୨- ଚଳିତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା କ୍ରିକେଟ ସିରିଜ୍‌ରେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିବା ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଭାରତ ବିପକ୍ଷରେ ଆରମ୍ଭ ହୋଇଥିବା ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନ…

କୃଷକଙ୍କ ଆନ୍ଦୋଳନ : ପଞ୍ଜାବରେ ପାଣ୍ଠି ସଂଗ୍ରହର ମାଧ୍ୟମ ପାଲଟିଛି ବିବାହ

ଚଣ୍ଡିଗଡ଼,୧୧।୧୨: ରାଜଧାନୀ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପ୍ରବେଶ କରିଛି। ଏହି ଆନ୍ଦୋଳନକୁ ମିଳୁଛି ଦେଶର ବିଭିନ୍ନ ମହଲରୁ ସମର୍ଥନ। ଏବେ ଏହି ବିକ୍ଷୋଭକାରୀ କୃଷକଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାର ଜରିଆ ପାଲଟିଛି ପଞ୍ଜାବରେ…

କୃଷି ଆଇନକୁ ନେଇ ପୁଣିଥରେ ଚିନ୍ତା କରନ୍ତୁ ସରକାର: ପାୱାର

ନୂଆଦିଲ୍ଲୀ,୧୧ ।୧୨: କୃଷି ଆଇନକୁ ବିରୋଧ କରି ଏପର୍ଯ୍ୟନ୍ତ ବିଭିନ୍ନ କୃଷକ ସଙ୍ଗଠନ ଆନ୍ଦୋଳନରେ ବସିଛନ୍ତି । ଦୀର୍ଘ ୧୫ ଦିନ ହେବ ଏମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସରକାର ବି ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି କହିଲେ ଚଳେ ।…

ଏହି ଦିଗରେ କରନ୍ତୁ ପିଲାଙ୍କ ରୁମ: ପଢ଼ା ଟେବୁଲରେ ଏସବୁ ରଖିବା ଲାଭଦାୟକ

ଆଜିର ପିଢ଼ି ଆମ ଦେଶର ଭବିଷ୍ୟତ। ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେମାନଙ୍କ କୋଠରୀକୁ ମଧ୍ୟ ସଠିକ୍‌ ଭାବରେ ସଜାଇବାକୁ ପଡିବ। ବାସ୍ତୁଅନୁଯାୟୀ ପିଲାମାନଙ୍କ କୋଠରୀ କିପରି ହେବା ଉଚିତ୍‌ ଜାଣନ୍ତୁ। =)…

କୋରିଓଗ୍ରାଫର ରେମୋଙ୍କୁ ହୃଦ୍‌ଘାତ, ଗୁରୁତର ଅବସ୍ଥାରେ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ହୃଦ୍‌ଘାତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସର୍ଜରୀ ହେବା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଶୁକ୍ରବାର ଅପରାହ୍ନରେ ଛାତିରେ ଯନ୍ତ୍ରଣା…

ଲକ୍ଷାଧିକ ଟଙ୍କାର ଗାଉନ୍ ପିନ୍ଧି ମରୁଭୂମିରେ ଗ୍ଲାମରସ୍ ଫଟୋ ଶୁଟ୍ କଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ନିଜର ହଟ୍ ଲୁକ୍ସ ଓ ଜବରଦସ୍ତ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ପ୍ରତିଥର ଉର୍ବଶୀଙ୍କ ଖାସ୍ ଅନ୍ଦାଜ ହିଁ ତାଙ୍କ ପ୍ରଶଂସକଙ୍କୁ ମତୁଆଲା କରିଥାଏ । ଏବେ ଉର୍ବଶୀ ଆରବର…

ପ୍ରଥମ ଶ୍ରେଣୀ କ୍ରିକେଟରେ ବୁମରାଙ୍କ ପ୍ରଥମ ଅର୍ଦ୍ଧଶତକ

ସିଡ୍‌ନୀ,୧୧।୧୨- ଭାରତୀୟ ଦଳର ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ ବୁମରା ଏଥର ବ୍ୟାଟ୍‌ରେ କମାଲ ଦେଖାଇଛନ୍ତି। ଏଠାରେ ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆରମ୍ଭ ହୋଇଥିବା ପିଙ୍କ୍‌ ବଲ୍‌ ଓ୍ବାର୍ମ ଅପ୍‌ ମ୍ୟାଚ୍‌ରେ ପୂରା ଫେଲ ମାରିଛି ଟିମ ଇଣ୍ଡିଆ। ସିଡ୍‌ନୀ…

ଭୁବନେଶ୍ୱରରୁ ଆଜି ପୁଣି ୩୨ ପଜିିଟିଭ୍‌ ଚିହ୍ନଟ: ୨୭ ସୁସ୍ଥ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୩୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୨୩ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ଭାରତ ଉଜବେକିସ୍ତାନ ଘନିଷ୍ଠ ବନ୍ଧୁ: ଉଜବେକିସ୍ତାନ ରାଷ୍ଟ୍ରପତି

ତାସକେଣ୍ଡ,୧୧ ।୧୨: ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ ମିରଜିଓୟେଭ ଶୁକ୍ରବାର କହିଛନ୍ତି, ଭାରତ ହେଉଛି ଏକ ଭାରସାଯୋଗ୍ୟ ଓ ଘନିଷ୍ଠ ବନ୍ଧୁ । ଏହାସହ କୋଭିଡ-୧୯ ପାଣ୍ଡାମିକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଭାବେ ଉଜବେକିସ୍ତାନକୁ ସାହାଯ୍ୟ କରିଛନ୍ତି ସେଥିପାଇଁ ସେ…

ଆଜି ଶେଷ ବିବାହ ଲଗ୍ନ: ରାଜଧାନୀରେ ୧୦୦୦ ବିବାହ; ସବୁ ହୋଟେଲ ବୁକ୍‌

ଗୁରୁଗାଓଁ,୧୧।୧୨: ଶୁକ୍ରବାର ୨୦୨୦ର ଶେଷ ଶୁଭ ଲଗ୍ନ ଦିନ। ଏଥିଯୋଗୁ ଗୁରୁଗାଓଁ ସମେତ ଦିଲ୍ଲୀ-ଏନ୍‌ସିଆର୍‌ରେ ହଜାର ହଜାର ବିବାହ ହେଉଛି। କେବଳ ସାଇବର ସିଟିରେ ୪୦୦ରୁ ୫୦୦ ବିବାହ ହେଉଥିବା ଜଣାପଡ଼ିଛି। ଫଳରେ ରାଜଧାନୀର ଗଳି କନ୍ଦିରେ ନାହିଁ ନ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri