ଅଗ୍ନିକାଣ୍ଡ: ୫ ପରିବାରଙ୍କ ୬ ବଖରା ଭସ୍ମୀଭୂତ
ଧରାକୋଟ, ୧୧।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ଗ୍ରାମପଞ୍ଚାୟତ ଡାକିବଜାର ଗ୍ରାମରେ ଗୁରୁବାର ବିଳମ୍ବିତ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ୫ ପରିବାରଙ୍କ ୬ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତମାନେ ହେଲେ ବିଜୟ କୁମାର ବାଡିତ୍ୟା, କୃଷ୍ଣ ଚନ୍ଦ୍ର ସାହୁ,…
ରଜନୀକାନ୍ତଙ୍କ ଭବ୍ୟ ବଙ୍ଗଳା: ଦେଖିଲେ ଘଡ଼ିଏ ଚାହିଁବ
ହାଇଦ୍ରାବାଦ: ଦର୍ଶକଙ୍କୁ ଅନେକ ବ୍ଲକବଷ୍ଟର ହିଟ୍ ଭେଟିଦେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାର ରଜନୀକାନ୍ତ। ତାଙ୍କୁ ପ୍ରଶଂସକ ଭଗବାନଙ୍କ ଭଳି ପୂଜିଥାନ୍ତି। ବୟସାଧିକ ହୋଇଥିଲେ ସୁଦ୍ଧା ଆଜି ବି ତାଙ୍କ ଜଲଓ୍ବା ପୂର୍ବବତ୍ ରହିଛି। ଏକଦା ସରକାରୀ ବସ୍ରେ ହେଲପର୍…
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍: ଆଜି ୩୮୭ ପଜିଟିଭ୍ ଚିହ୍ନଟ, ୪ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩,୦୨୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୨୦ ଜଣ ଚିହ୍ନଟ…
ନିଆଁ ସହ ନ ଖେଳନ୍ତୁ ମମତା
କୋଲକତା,୧୧।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାଜପା ଏବଂ ତୃଣମୂଳ କଂଗ୍ରେସ ଦଳର କର୍ମୀଙ୍କ ମଧ୍ୟରେ କଥା କଟାକଟି ହେବା ସହ ମାରପିଟ୍ ଖବର ମଧ୍ୟ ସାମ୍ନାକୁ ଆସୁଛି। ଶୁକ୍ରବାର ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ…
ରାଜଧାନୀରେ ଗୁଳିମାଡ଼: ଟାର୍ଗେଟରେ ଜେଲ ଫେରନ୍ତା ଯୁବକ
ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଫୁଟିଛି ଗୁଳି। ଜଣେ ଜେଲ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଗୁଳିମାଡ଼ରୁ ଯୁବକଜଣଙ୍କ ଅଳ୍ପକେ ବର୍ତ୍ତିଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା…
ବିରାଟ କୋହଲିଙ୍କ ବଢିଲା ଟେନସନ୍
ସିଡନୀ,୧୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଦ୍ୱିତୀୟ ୱାର୍ମ ଅପ ମ୍ୟାଚ ଖେଳୁଛି। ତିନି ଦିନିଆ ଏହି ଦିନିଆ ମ୍ୟାଚରେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। କିନ୍ତୁ…
କୋହଲୀ ନୁହେଁ, ହେଡେନଙ୍କ ପସନ୍ଦ ଧୋନୀ
ନୂଆଦିଲ୍ଲୀ,୧୧।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୦। ଏହାସହ ଏକ ଦଶନ୍ଧି ସମୟ ବିତିଯିବ। ତେବେ ଗତ ୧୦ ବର୍ଷ ମଧ୍ୟରେ ଅନେକ କିଛି ବଦଳିଛି। ବିଶେଷକରି ଭାରତୀୟ କ୍ରିକେଟ ଟିମ୍ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି। ତେବେ ବିଗତ…
ବିଶ୍ୱର ସବୁଠୁ ଥଣ୍ଡା ଦେଶ
ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଅଧିକ ଶୀତ ଅନୁଭୂତ ହୋଇଥାଏ। ଏହି ସ୍ଥାନଗୁଡ଼ିକରେ ତାପମାତ୍ରା ବେଳେବେଳେ ଶୂନ ରହିଥାଏ। ଫଳରେ ପ୍ରବଳ ତୁଷାରପାତ ହୁଏ। ଯାହା ଜନଜୀବନରେ ବାଧା ସୃଷ୍ଟି କରିଥାଏ। ଜାଣନ୍ତୁ ଏସବୁ ସ୍ଥାନ ବିଷୟରେ… ଗ୍ରୀନ୍ଲ୍ୟାଣ୍ଡ୍:…
ଏଠାରେ ୭ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳେ ସ୍ବର୍ଣ୍ଣ ପଦକ: ସାରା ଜୀବନ ରହିବା, ଖାଇବା ମାଗଣା
ବିଶ୍ୱରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତାରେ। ଜନସଂଖ୍ୟା ବୃଦ୍ଧି ଯୋଗୁ ଅନେକ ପ୍ରକାରର ସମସ୍ୟା ଦେଖିଦେଉଛି। ଗ୍ଲୋବାଏ ଓ୍ବାର୍ମି, ପ୍ରଦୂଷଣ ହାର ବୃଦ୍ଧି ଆଦି ଏଥିରେ ଅନ୍ତର୍ଭୁକ୍ତ। ଅନେକ ଦେଶ ବିଶେଷକରି ଚାଇନା ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଅନେକ…
ବୋହୂଙ୍କ ଇଚ୍ଛା ପୂରଣ ପାଇଁ ଶ୍ୱଶୁର ନେଲେ ଏଭଳି ନିଷ୍ପତ୍ତି
ବିବାହରେ କନ୍ୟା ବିଦାୟ ଏକ ଭାବପ୍ରବଣ ମୂହୁର୍ତ୍ତ। ରାଜସ୍ଥାନର ଭରତପୁରରେ ଜଣେ କନ୍ୟାଙ୍କ ବିଦାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତ୍ରପୁରର ଗାଁର ଝିଅ ହେଲିକପ୍ଟରରେ ଶାଶୁଘରକୁ ବିଦା ହୋଇଛନ୍ତି। ହେଲିକପ୍ଟରରେ ଶାଶୁଘର ଯିବା କନ୍ୟାଙ୍କ ଇଚ୍ଛା ଥିଲା। ପରେ ଶ୍ୱଶୁର…
ବିବାହ ମୁଦି ହାତରେ ନୁହେଁ, ଏଠାରେ ପିନ୍ଧିଥାନ୍ତି କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ୩ ବର୍ଷ ପୂରିଛି। ଏହି ଅବସରରେ ଉଭୟଙ୍କୁ ଚାରିଆଡ୍ୁ ଶୁଭେଚ୍ଛା ବାର୍ତ୍ତା ମିଳିଛି। ବିରାଟ ଏବେ ଅଷ୍ଟ୍ରେଲିଆରେ ଥିବାବେଳେ ଅନୁଷ୍କା ଭାରତରେ ଅଛନ୍ତି। ଖୁବ୍ଶୀଘ୍ର ଉଭୟଙ୍କ…
ଏହି ୩ଟି ମ୍ୟାଚ୍କୁ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ,୧୧।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସେ ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୦୦ ଶତକ ଏବଂ ୩୪,୦୦୦ ଆନ୍ତର୍ଜାତୀୟ ରନ ସ୍କୋର କରିଛନ୍ତି। ତେବେ ଏହା ମଧ୍ୟରୁ କେଉଁଟା ସର୍ବୋତ୍ତମ ଇନିଂସ ପ୍ରଶ୍ନରେ ସଚିନ କହିଛନ୍ତି ଯେ ତାଙ୍କ…
Archives


