ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍କାଉଣ୍ଟରରେ ବୁରହାନ ଓ୍ବାନିଙ୍କ ସମ୍ପର୍କୀୟ ଭାଇ ନିହତ
ଶ୍ରୀନଗର,୯।୪: ଜମ୍ମୁ-କଶ୍ମୀରର ଶୋପିଆନ ଓ ତ୍ରାଲ ଅଞ୍ଚଳରେ ଗୁରୁବାରଠାରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଶୋପିଆନରେ ୩ ଓ ତ୍ରାଲରେ ୨ ମୋଟ ୫ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେହିପରି ଏହି ଗୁଳିବିନିମୟରେ ୪ଯବାନ…
ଟିକା ଅଭାବ ଏକ ଗୁରୁତର ପ୍ରସଙ୍ଗ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କରୋନା ବିରୋଧରେ ଟିକା ଅଭାବ…
ଟିକା ନେବା ପରେ ଖୁସିରେ ନାଚିଲେ ଏହି ବ୍ୟକ୍ତି, ଦେଖିଲେ ଆପଣଙ୍କୁ ବି ଛାଡ଼ିଯିବ କରୋନା ଡର
ଭାରତରେ ଲଗାତର କରୋନା ସଂକ୍ରମଣ ମାମଲା ବଢ଼ିଚାଲିଛି। ଏବେ ଲୋକଙ୍କୁ ପୁଣି ଲକ୍ଡାଉନ ଆଶଙ୍କା ଘାରିଲାଣି। ଏହି ପରିପ୍ରେକ୍ଷୀରେ କାନାଡାରେ ରହୁଥିବା ଭାରତୀୟ ମୂଳ ବାସିନ୍ଦା ଗୁରୁଦୀପ ପନ୍ଧେର କରୋନା ଟିକା ନେବା ପରେ ଖୁସିରେ ବରଫ ଉପରେ ନାଚୁଛନ୍ତି। ଏହି…
ଆଓ୍ବାର୍ଡ ଶୋରେ ଲୋକଙ୍କ ମଝିରେ ଜୟାଙ୍କୁ ଚୁମ୍ବନ ଦେଇଥିଲେ ଅମିତାଭ, ମଝିରେ ବସିଥିଲେ ପୁଅ
ବଲିଉଡ୍ର ବିଗ୍ ବି ଅମିତାଭ ବଚ୍ଚନ ଇଣ୍ଡଷ୍ଟ୍ରିରେ ପାଦ ଦେବାର ୫୦ ବର୍ଷରୁ ଅଧିକ ସମୟ ବିତିଗଲାଣି। ସେ ୧୯୬୯ ମସିହାରେ ‘ସାତ ହିନ୍ଦୁସ୍ତାନୀ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏଯାବତ୍ ସେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଜୟାଙ୍କ ଜନ୍ମଦିନ, ଅବସରରେ ତାଙ୍କର…
ଆପଣଙ୍କର ଜୀବନସାଥୀ ମୀନ ରାଶିର କି? ଜାଣନ୍ତୁ କିଭଳି ତାଙ୍କର ସ୍ବଭାବ, କ’ଣ ସେମାନଙ୍କ ପସନ୍ଦ/ନାପସନ୍ଦ
ମୀନ ରାଶିଚକ୍ରର ସବୁଠାରୁ ସହଜ ରାଶି। ଏହାର ପ୍ରତୀକ ହେଉଛି ମାଛ। ରାଶିର ଗୁରୁ ବୃହସ୍ପତି। ଏହା ଜଳ ତତ୍ତ୍ୱର ରାଶି। ଏହି ଜାତକଧାରୀ ବ୍ୟକ୍ତିବିଶେଷ ଆଧ୍ୟାତ୍ମିକ, ନିସ୍ବାର୍ଥପର, ଦୟାଳୁ ଏବଂ ଭାବୁକ ହୋଇଥାନ୍ତି। ଏମାନେ କ୍ଷଣିକ ପାଇଁ ଉତ୍ତେଜିତ ହୋଇଯାଇଥାନ୍ତି।…
ପ୍ରେମିକାଙ୍କ ଠାରୁ ସର୍ତ୍ତ ହାରିବା ପରେ ଝିଅ ସାଜି ନୃତ୍ୟକଲେ ଏହି ଅଭିନେତା
‘ଫୁକ୍ରେ’ ଷ୍ଟାର ପୁଲକିତ ସମ୍ରାଟ ବହୁତ ମଜାଳିଆ ସ୍ବଭାବର। ‘ସନମ୍ ରେ’ ଏବଂ ପାଗଲପନ୍ତି ପରି ଫିଲ୍ମରେ ସେ ନିଜର ଅଭିନୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ପୁଲକିତ ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ…
ଟିକା ନେଲେ ମିଳିବ ମାଗଣା ମଦ!
ନୂଆଦିଲ୍ଲୀ,୯।୪: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣର ଆଶଙ୍କା ବଢାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଅନେକ ଦେଶରେ ସରକାରୀ ଏବଂ ବେସରକାରୀ କମ୍ପାନୀଗୁଡିକ ଟିକାକରଣ ପାଇଁ ଲୋକଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ଆକର୍ଷଣୀୟ ଅଫର…
କାହିଁକି ଜରୁରୀ ଅବତରଣ କଲା ଏୟାର ଏସିିଆ ବିମାନ
ନୂଆଦିଲ୍ଲୀ,୯।୪: ଏୟାର ଏସିଆ ବିମାନରେ ଉତ୍ତେଜନା। ବିମାନର ଜରୁରୀ ଅବତରଣ କରାଇଲେ ପାଇଲଟ। ଏହି ଘଟଣା ଘଟିଛି ନୂଆଦିଲ୍ଲୀରେ। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ ଜଣେ ଯାତ୍ରୀ ହଠାତ୍ ଉଲଗ୍ନ ହୋଇଯିବାରୁ ବାଧ୍ୟ ହୋଇ ପାଇଲଟଙ୍କୁ ଦିଲ୍ଲୀରେ ଜରୁରୀ…
ବଢୁଛି ଧୋନୀଙ୍କ ଫାର୍ମହାଉସ ପରିବା ଚାହିଦା: ଏବେ ଷ୍ଟ୍ରବେରୀ ବିକି ରୋଜଗାର କଲେ…
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କୃଷକ ପାଲଟିଛନ୍ତି। ସେ ତାଙ୍କ ଫାର୍ମହାଉସରୁ ବିଭିନ୍ନ ପ୍ରକାର ଫସଲ ଆମଦାନୀ କରୁଛନ୍ତି। ତାଙ୍କ କ୍ଷେତର ପନିପରିବା ରାଞ୍ଚିରେ ବହୁତ ଚାହିଦା ରହିଛି।…
ଅଭିଷେକଙ୍କ ଫିଲ୍ମ ଦେଖିବାକୁ ମନାକଲେ ସ୍ତ୍ରୀ ଐଶ୍ୱର୍ଯ୍ୟା, ମା’ ଜୟା: ଜାଣନ୍ତୁ କାହିଁକି..
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ୍ ବୁଲ’ ଓଟିଟି ପ୍ଲାଟଫର୍ମ, ଡିଗ୍ରୀ ହଟଷ୍ଟାରରେ ରିଲିଜ୍ ହୋଇଯାଇଛି। ଫିଲ୍ମ ରିଲିଜ୍ ପୂର୍ବରୁ ଅଭିଷେକ କହିଛନ୍ତି ଯେ, ସେ ନିଜ ପରିବାରକୁ ଫିଲ୍ମ ଦେଖାଇଥିଲେ। ମାତ୍ର ଏହାକୁ କେବଳ ବାପା ଅମିତାଭ…
ପୁଣି ମମତାଙ୍କୁ ନୋଟିସ
କୋଲକାତା/ନୂଆଦିଲ୍ଲୀ,୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ ଆୟୋଗଙ୍କଠାରୁ ନୋଟିସ ପାଇଛନ୍ତି। ମମତା କେନ୍ଦ୍ରୀୟ ସୁରକ୍ଷା ବଳକୁ ‘ଭାଜପାର ସିଆରପିଏଫ୍’ ବୋଲି କହିଥିବାରୁ ତାଙ୍କୁ ଏହି ନୋଟିସ ମିଳିଛି। ଏହାପୂର୍ବରୁ ମମତା ଟିଏମସି ସପକ୍ଷରେ ଭୋଟ ଦେବାକୁ ମୁସଲିମ…
କରୋନାର ଦ୍ୱିତୀୟ ଲହରରେ କମୁଛି ସୁସ୍ଥତା ହାର: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୯।୪: ଦେଶରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଛି। କରୋନା ସହ ଜଡିତ ଏକ ବୈଠକରେ ଦେଶର ସୁସ୍ଥତା ହାର ହ୍ରାସ ପାଇଥିବାବେଳେ ଟିକାକରଣର ଗତି ବଢିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। କରୋନା ଉପରେ ୨୪…

