Home Left

୩୦୦କୁ କମିଲା କରୋନା ପଜିଟିଭ୍‌ ସଂଖ୍ୟା , ୪ ମୃତ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ୍‌ ସଂଖ୍ୟା କମିବାର ଲାଗିଛି। ମଙ୍ଗଳବାର ରାଜ୍ୟରେ ୩୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୨୬ ଜଣ ଲୋକାଲ…

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ,୧୫।୧୨: ଆଗକୁ ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟକ୍କର ଦେବା ଲାଗି ଏଏପି ଅଣ୍ଟା ଭିଡ଼ିଛି। ଏଏପିର ରାଷ୍ଟ୍ରୀୟ ସଂଯୋଜକ…

ଘରେ ପାଦ ଦେଉ ଦେଉ ଘଟିଲା ଏମିତି…

ନିଜର ଗୋଟିଏ ଘର ହେଉ ଏହି ସ୍ବପ୍ନ ସମସ୍ତେ ଦେଖିଥାନ୍ତି। ମାତ୍ର ବେଳେବେଳେ ଏହି ସ୍ବପ୍ନ ଡରାଇ ଦେଇଥାଏ। ଏମିତି କିଛି ଘଟିଛି ଲଣ୍ଡନରେ ରହୁଥିବା ଜେମି ଭିଲକିସଙ୍କ କ୍ଷେତ୍ରରେ। ଜେମି ଅନେକ ଦିନ ହେବ ନିଜ ପାଇଁ ଏକ ପ୍ଲାଟ୍‌…

ସ୍ତ୍ରୀ, ୨ ପିଲାଙ୍କୁ ଛାଡି ପ୍ରେମିକାଙ୍କ ହାତ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ସିରିଜ ଆରମ୍ଭ ହେବାକୁ ମାତ୍ର ୨ ଦିନ ବାକି ଅଛି। ଏହି ସିରିଜରେ ଆୟୋଜକ ଦଳ ଅଷ୍ଟ୍ରେଲୀୟ ଅଫ ସ୍ପିନର ନାଥାନ ଲିଅନ ଭାରତୀୟ ଦଳ ପାଇଁ ଘାତକ ହୋଇପାରନ୍ତି। ସେ ସର୍ବଦା…

୧୪୦୦ ଘରୋଇ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ: ଫି ଦେବାକୁ ସକ୍ଷମ ନୁହନ୍ତି ଅଭିଭାବକ

ପୁଣେ,୧୫।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଥିଲା। ଏବେ କେତେକ ରାଜ୍ୟରେ ସର୍ତ୍ତମୂଳକ ଭାବେ ସ୍କୁଲ ଖୋଲିଛି। ତେବେ ଅନ୍ୟ ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ସ୍କୁଲ ବନ୍ଦ…

ଟ୍ରମ୍ପଙ୍କ ଆଶାର ଘଟିଲା ଅନ୍ତ, ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର

ୱାଶିଂଟନ,୧୫ ।୧୨: ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ଆସିଯାଇଛି । ଏହା ମଧ୍ୟ ଜୋ ବାଇଡେନ୍‌ଙ୍କ ପକ୍ଷରେ ଯାଇଛି । ଫଳରେ ଜୋ ବାଇଡେନ୍‌ଙ୍କ ବିଜୟରେ ଅଧିକାରୀ ସ୍ତରରେ ମୋହର ଲାଗିଯାଇଛି । ଏହାସହ ରାଷ୍ଟ୍ରପତି…

ଏସବୁ କଥା ମାନି ଚଳିଳେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ହେବନି ଝଗଡ଼ା, ବଢ଼ିବ ଧନ

କୁହାଯାଏ, ସ୍ତ୍ରୀ-ସ୍ବାମୀ ଗୋଟିଏ ଗାଡିର ଦୁଇଟି ଚକ। ଯଦି ଗୋଟିଏ ଚକ ନ ରୁହେ, ତେବେ ଗାଡି ଚାଲିବା କଷ୍ଟକର ହୋଇପଡେ। ଠିକ୍‌ ସେହିପରି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଘଟିଥାଏ। ଜଣଙ୍କ ବିନା ଅନ୍ୟ ଜଣଙ୍କ ପାଇଁ ଜୀବନ ବିତାଇବା କଷ୍ଟକର ହୋଇପଡ଼େ।…

ହାଇଜାକ ହୋଇଛି କୃଷକ ଆନ୍ଦୋଳନ: କଂଗ୍ରେସ ଏମ୍‌ପି

ଲୁଧିଆନା,୧୫ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ ଚାଲିଥିବା କୃଷକ ଆନ୍ଦୋଳନ ଏବେ ଭିନ୍ନ ମୋଡ ନେବାରେ ଲାଗିଲାଣି । ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇ ଗଲାଣି । ଲୁଧିଆନାର କଂଗ୍ରେସ ଏମ୍‌ପି ରବନିତ ସିଂ ବିଟ୍ଟୁ ପୁଣିଥରେ…

ଭାରତୀୟ ଦଳ ପାଇଁ ଖୁସି ଖବର

ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଭ୍ୟାସ ଆରମ୍ଭ କରିଛନ୍ତି। ସେ ବ୍ୟାୟାମ କରୁଥିବା ଏକ ଭିଡିଓ ଶେୟାର କରିଛନ୍ତି । ଟୁଇଟରରେ ଏହି ଭିଡିଓ ସେୟାର କରିବାବେଳେ ଜାଡେଜା ଶୀଘ୍ର ସୁସ୍ଥ ହେଉଥିବା କହିଛନ୍ତି। ଆହତ କାରଣରୁ ଜାଡେଜା ଅଷ୍ଟ୍ରେଲିଆ…

୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୧୫।୧୨(ବ୍ୟୁରେ): ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ୨ ଦିନିଆ ରିମାଣ୍ଡରେ ନେବ। ଏ ନେଇ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟ ଅନୁମତି ଦେଇଛନ୍ତି। ଅଧିକ ଖୋଳତାଡ଼ କରିବା ନେଇ କ୍ରାଇମବ୍ରାଞ୍ଚ ସୋମବାର ରିମାଣ୍ଡ ଆବେଦନ କରିଥିଲା। ଠକେଇ,…

ଗୋଲାପି ଓଠ ପାଇଁ…

ଗୋଲାପି ଓଠ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ହେଲେ କେବେ କେବେ ବିଭିନ୍ନ କାରଣରୁ ଓଠ କଳା ପଡ଼ିଯିବା ଅନେକଙ୍କ ପାଇଁ ଚିନ୍ତାର କାରଣ ସାଜିଥାଏ। ଯଦି ଆପଣଙ୍କର ବି ଏଭଳି ସମସ୍ୟା ରହିଛି ତେବେ ଜାଣି ରଖନ୍ତୁ ପ୍ରାକୃତିକ ଉପାୟରେ…

କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଛି। ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ବିଳମ୍ବିତ ରାତ୍ରରେ ତାଙ୍କର ସ୍ବାସ୍ୟାବସ୍ଥା ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri