ମୋଦିଙ୍କ ନିମନ୍ତ୍ରଣ ରକ୍ଷା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଗଣତନ୍ତ୍ର ଦିବସରେ ହେବେ ଅତିଥି
ନୂଆଦିଲ୍ଲୀ,୧୫ ।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆଗାମୀ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ଭାରତର ମୁଖ୍ୟ ଅତିଥି ହେବେ ବୋଲି ଜଣାପଡିଛି । ଏହି ସୂଚନା ବ୍ରିଟେନ ବୈଦେଶିକ ମନ୍ତ୍ରୀ ଦେଇଛନ୍ତି । ଡେନିବିକ ରାଓ କହିଛନ୍ତି ପ୍ରଧାନମନ୍ତ୍ରୀ…
ମୋଦିଙ୍କୁ ଭଗବାନ ବୋଲି ମାନୁଥିବା ୧୦୪ ବର୍ଷୀୟ ବିଦେଶୀଙ୍କ ପରଲୋକ
ଗୁଆହାଟୀ,୧୫ ।୧୨: ଆସାମରେ ରବିବାର ସନ୍ଧ୍ୟାରେ ୧୦୪ ବର୍ଷୀୟ ଚନ୍ଦ୍ରହାର ଦାସଙ୍କ ମୃତ୍ୟୁ ହୋଇଛି । ହୃଦରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଦୁଇ ବର୍ଷ ପୂର୍ବରୁ ସେ ବିଦେଶୀ ହୋଇଥିବାରୁ ୩ ମାସ ଜେଲରେ କାଟିଥିଲେ ।…
ଅନ୍ନଦାତା ଖଲିସ୍ତାନୀ କିନ୍ତୁ ପୁଞ୍ଜିପତି ଶ୍ରେଷ୍ଠ ବନ୍ଧୁ: ରାହୁଲ
ନୂଆଦିଲ୍ଲୀ,୧୫।୧୨: କୃଷି ଆଇନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଟାର୍ଗେଟ୍ କରାଯାଉଛି। ମଙ୍ଗଳବାର ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ମୋଦି ସରକାରଙ୍କ ପାଇଁ ଆନ୍ଦୋଳନ କରୁଥିବା ଅନ୍ନଦାତା ଖଲିସ୍ତାନୀ ପାଲଟିଛନ୍ତି। ଅପରପକ୍ଷରେ ପୁଞ୍ଜିପତି …
କଫି କପ୍ରୁ ପ୍ରେମିକଙ୍କ ମିଛ ଧରିଲେ ପ୍ରେମିକା
ପ୍ରେମ ଏବଂ ପ୍ରତାରଣାର ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଜଣେ ମହିଳା ପ୍ରେମ ଏବଂ ପ୍ରତାରଣାର କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରେମରେ ପ୍ରତାରଣା ପାଇଥିବା ଆମେରିକାର ଡାନିଏଲ ବ୍ରାଉନଙ୍କ କାହାଣୀର ଭିଡିଓ ,ପର୍ଯ୍ୟନ୍ତ ୯୦ ହଜାରରୁ ଅଧିକ…
ଅମିତାଭ, ଶାହାରୁଖଙ୍କୁ ଟକ୍କର ଦେଲେ ନେହା
ମୁମ୍ବାଇ: ମାତ୍ର ୩୨ ବର୍ଷ ବୟସରେ ବଲିଉଡ୍ ଗାୟିକା ନେହା କକ୍କଡ ଅନେକ ସମ୍ମାନର ଅଧିକାରିଣୀ ହୋଇ ପାରିଛନ୍ତି । ଏବେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ମୋଷ୍ଟ ସକସେସ୍ଫୁଲ ସିଙ୍ଗର ତାଲିକାରେ ରହିଛନ୍ତି । ଏବେ ନେହାଙ୍କ ନାମ ଫୋର୍ବସର…
ପଶ୍ଚିମବଙ୍ଗ ସ୍ଥିତି ଜମ୍ମୁ-କଶ୍ମୀରଠାରୁ ବି ଖରାପ: ଭାଜପା
କୋଲକାତା,୧୫।୧୨: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଜାରି ରହିଛି। ଇତିମଧ୍ୟରେ ରାଜ୍ୟରେ ହିଂସା ଯୋଗୁ କେତେକ ଭାଜପା ନେତାଙ୍କୁ ହତ୍ୟା କରାଯିବା ସହିତ କିଛି ନେତାଙ୍କ ଉପରେ ଆକ୍ରମଣ ହୋଇଛି। ରାଜ୍ୟରେ ଏଭଳି ସ୍ଥିତିକୁ ନେଇ ଭାଜପାର ଏକ ପ୍ରତିନିଧି ଦଳ ଦିଲ୍ଲୀରେ…
କୃଷକ ଆନ୍ଦୋଳନ ଯୋଗୁ ପ୍ରତିଦିନ କ୍ଷତି ହେଉଛି ୩,୫୦୦କୋଟି ଟଙ୍କା
ନୂଆଦିଲ୍ଲୀ,୧୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକମାନେ କରିଥିବା ଆନ୍ଦୋଳନ ଫଳରେ ବହୁ କ୍ଷତି ହେଉଥିବା ଜଣାପଡିଛି । ଇଣ୍ଡଷ୍ଟ୍ରି ବଡି ଆସୋଚାମ ମଙ୍ଗଳବାର କହିଛି ଯେ କୃଷକଙ୍କ ଆନ୍ଦୋଳନର ପ୍ରଭାବ ସିଧାସଳଖ ପରିବହନ ଓ ବ୍ୟବସାୟ…
ଖୁସି ଖବର: କ୍ରିକେଟ୍ ପଡିଆକୁ ଫେରିବେ ଯୁବରାଜ ସିଂ
ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ପୁଣି କ୍ରିକେଟ ମୈଦାକୁ ଫେରୁଛନ୍ତି। ୩୯ ବର୍ଷୀୟ ଏହି କ୍ରିକେଟରଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ପଞ୍ଜାବର ସମ୍ଭାବ୍ୟ ଦଳରେ ସାମିଲ କରାଯାଇଛି। ପଞ୍ଜାବ ପାଇଁ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ…
ଚଳିତବର୍ଷ ଭାରତୀୟ ଖେଳ ଜଗତରେ ସର୍ବାଧିକ ପସନ୍ଦର ଟୁଇଟ୍: ଜାଣନ୍ତୁ କେଉଁ ଖେଳାଳି କରିଥିଲେ ଏହି ଟୁଇଟ୍
ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନ ଥାନ୍ତି। ସେ ତାଙ୍କର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ କିମ୍ବା ମେସେଜ ପୋଷ୍ଟ କରିବାର ଦୀର୍ଘ ସମୟ ହେଲାଣି। ସୋସିଆଲ ମିଡିଆରେ ସକ୍ରିୟ ନ…
ମଦ, କଫ୍ ସିରପ କାରବାର ବିରୋଧରେ ବାହାରିଲେ ମହିଳା, ପିଲାଙ୍କୁ ଧରି ଏସ୍ପି ଅଫିସ ଆଗରେ ଧାରଣା
ବରଗଡ଼ ଅଫିସ,୧୫।୧୨: ବରଗଡ଼ ଜିଲାରେ ଚୋରା ମଦ, କଫ୍ ସିରପ କାରବାର ବଢି ଚାଲିଛି। ଏହାକୁ ନେଇ ଅସନ୍ତୋଷ ମଧ୍ୟ ଲାଗିରହିଛି। ବରଗଡ଼ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧, ୨ ଏବଂ ୩ରେ ଅବାଧରେ ଏହି କାରବାର ଚାଲିଥିବା ଅଭିଯୋଗ ହୋଇଛି।…
ବିବାହ ପାଇଁ ବିଳମ୍ବରେ ପ୍ରସ୍ତାବ ଦେଲେ ପ୍ରେମିକ: ଏଭଳି ନିଷ୍ପତ୍ତି ନେଲେ ପ୍ରେମିକା
ପ୍ରେମ, ଭଲପାଇବାକୁ ନେଇ ସମସ୍ତଙ୍କର ଚିନ୍ତାଧାରା ଭିନ୍ନ ପ୍ରକାରର। ସମୟ ସାଙ୍ଗକୁ ସମ୍ପର୍କ ଅଧିକ ଶକ୍ତ ହୋଇଥାଏ। ବେଳେ ବେଳେ କିଛି ବ୍ୟକ୍ତି ନ ବୁଝି ବିଚାରି ପ୍ରେମ ନିବେଦନ କରିଥାନ୍ତି। ଆଉ କିଛି ଏଥିପାଇଁ ବହୁତ ସମୟ ନେଇଥାନ୍ତି। ମାତ୍ର…
୨.୫ କୋଟି ଟଙ୍କାର ବୃତ୍ତି ପାଇଲେ ୧୯ ବର୍ଷୀୟ ଛାତ୍ର
ପାଟନା,୧୫।୧୨: ବିବାହାର ଜଣେ ଛାତ୍ର କମାଲ କରିଛନ୍ତି। ୧୯ ବର୍ଷୀୟ ହ୍ରିତିକ ରାଜ ନାମକ ଏହି ଛାତ୍ର ଜଣଙ୍କ ୨.୫ କୋଟି ଟଙ୍କାର ବୃତ୍ତ ପାଇଛନ୍ତି। ଛାତ୍ରଙ୍କ ଏଭଳି ପ୍ରଦର୍ଶନରେ ପରିବାର ଲୋକେ ଗର୍ବିତ ଅନୁଭବ କରିଛନ୍ତି। ଅଧ୍ୟୟନ ପ୍ରତି ହ୍ରିତିକ୍ଙ୍କ…
Archives


