Home Left

ଡ୍ରଗ୍ସ ମାମଲାରେ ନୋଟିସ୍‌ ପରେ ଟ୍ରୋଲ ହେଉଛନ୍ତି କରନ୍‌ ଜୋହର: ଲୋକେ କହୁଛନ୍ତି ଏବେ ‘କଫି ଉଇଥ୍‌ ଏନ୍‌ସିବି’ର ସମୟ

ବମ୍ବେ: ବଲିଉଡ୍‌ ପାଇଁ ଅଡ଼ୁଆ ପାଲଟିଲାଣି ଏନ୍‌ସିବି ଯାଞ୍ଚ। ଗୋଟିଏ ପରେ ଗୋଟିଏ ଅଭିନେତାଙ୍କୁ ଏନ୍‌ସିବିରୁ ଡାକରା ଆସୁଛି। ଡ୍ରଗ୍ସ ସେବନଠାରୁ ଆରମ୍ଭ କରି ବିଭିନ୍ନ ଦିଗକୁ ନେଇ ସେମାନଙ୍କୁ ପଚରାଉଚରା କରାଯାଉଛି। ନିକଟରେ କମେଡିଆନ ଭାରତୀ ସିଂହ, ଅଭିନେତ୍ରୀ ଦୀପିକା…

ଶୂନରେ ଆଉଟ୍‌ ହେବାପରେ ସହଜ କ୍ୟାଚ୍‌ ଛାଡ଼ିଲେ ପୃଥ୍ବୀ ଶ: ରାଗିଗଲେ କୋହଲି

ଆଡିଲେଡ୍‌,୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ଅଧିନାୟକ ବିରାଟ କୋହଲୀ ଟସ୍‌ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ। ପରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ୍‌ କରି…

୭୧ ବର୍ଷୀୟ ପ୍ରଯୋଜକଙ୍କ ହାତ ଧରିଥିଲେ ୩୬ ବର୍ଷୀୟ ପ୍ରସିଦ୍ଧ ଗାୟିକା: ଏବେ ସ୍ବାମୀଙ୍କ ଷଷ୍ଠ, ନିଜର ପ୍ରଥମ ସନ୍ତାନକୁ ନେଇ ଚର୍ଚ୍ଚାରେ

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା କ୍ୟାଥରିନ ମ୍ୟାକଫି ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୬ ବର୍ଷର । କ୍ୟାଥରିନ ଏବଂ ୭୧ ବର୍ଷର ଡେଭିଡ ଫୋଷ୍ଟର, ଡିସେମ୍ବର ମାସରେ ସେମାନଙ୍କ ପିଲାଙ୍କୁ ସ୍ବାଗତ କରିପାରନ୍ତି। ୨୦୧୯ରେ, କ୍ୟାଥରିନ ସଙ୍ଗୀତ…

ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁଙ୍କୁ ଦିଆଯିବ କଡା ଯବାବ: ସିଡିଏସ୍‌

ନୂଆଦିଲ୍ଲୀ,୧୮ ।୧୨: ଚାଇନା ଓ ପାକିସ୍ତାନ ସହ ସୀମାରେ ଚାଲିଥିବା ବିବାଦ ମଧ୍ୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାୱତ କହିଛନ୍ତି, ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧରେ ଦେଶ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଲଢିବ ଓ ଶତ୍ରୁକୁ ହରାଇବ…

ଶୀଘ୍ର ମା’ ହେବାକୁ ଚାହୁଁଛି: ସନା

ବମ୍ବେ: ପ୍ରେମିକଙ୍କଠାରୁ ଅଲଗା ହେବା ପରେ ପ୍ରଥମେ ଅଭିନୟଜଗତ ଛାଡ଼ିଥିଲେ ଅଭିନେତ୍ରୀ ସନା ଖାନ। ଆଉ ଏବେ ବିବାହ କରି ସେ ଚର୍ଚ୍ଚାରେ। ମୁଫ୍‌ତି ଅନସଙ୍କ ହାତ ଧରିଥିବା ସନା ଶୀଘ୍ର ମା’ ହେବାକୁ ଚାହୁଁଛନ୍ତି। ୨୦୧୭ରେ ମକ୍କା ଯାଇଥିବା ବେଳେ…

ବାଘ ଗଣନା ଆରମ୍ଭ

ପୁରୁଣାକଟକ,୧୮।୧୨(ଡି.ଏନ.ଏ.): ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ବନାଞ୍ଚଳରେ ବୁଧବାର ଠାରୁ ଚଳିତବର୍ଷ ବାଘ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ୬ ଦିନ ଧରି ଡିଜିଟାଲ ସର୍ଭେ, ଆପ୍‌…

ଦେଢ଼ମାସରେ ୧୧ଶହ କୋଟି ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୭୧୮।୧୨(ବ୍ୟୁରୋ): ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରି। କେବଳ କାଗଜକଲମରେ କୋଟିକୋଟି ଟଙ୍କାର କାରବାର ଦର୍ଶାଯାଉଛି। ଏଭଳି ଜାଲିଆତି କରି ସରକାରଙ୍କୁ ଶହ ଶହ କୋଟି ଟଙ୍କାର ବସ୍ତୁ ଓ ସେବା କର(ଜିଏସ୍‌ଟି) ଚୂନ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ। ଜାଲ୍‌…

୪୦ଘଣ୍ଟା ପରେ ପୁଅକୁ ଫେରି ପାଇଲେ ପରିବାର ଲୋକେ, ଘର ନିକଟରୁ ହୋଇଥିଲା ଅପହରଣ

ଗଜପତି,୧୮।୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗତ ବୁଧବାର ସନ୍ଧ୍ୟାରେ ଜଣେ ୭ ବର୍ଷ ଶିଶୁକୁ ଦୁଇଜଣ ଅଜଣା ବ୍ୟକ୍ତି ଅପହରଣ କରିନେଇଥିଲେ। ଏ ନେଇ ଗଜପତି ପୋଲିସ ସୂଚନା ଦେଇଥିଲା । ସେ ହେଲେ କୁମୁଟି ସାହିର ଯାମ୍ମି ମନ୍ମଧାଙ୍କ…

ଜୀବନ ବରବାଦ କରିଦିଅନ୍ତି ଏହି ଝିଅ

ନାରୀ ଘର ଭାଙ୍ଗିଥାଏ ଏବଂ ଗଢ଼ିଥାଏ ମଧ୍ୟ। ତେବେ ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ଜଣେ ମହିଳା ବା ନାରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। କିନ୍ତୁ ଏହି ନାମଧାରୀ ଝିଅମାନେ ସବୁଠାରୁ ବେଶି ରାଗି ହୋଇଥାନ୍ତି। ରାଗ ଯୋଗୁ ସେମାନେ ନିଜ ଜୀବନ…

ଫଟା ଜୋତା ପିନ୍ଧି ପଡ଼ିଆରେ ନଜର ଆସିଲେ ମହମ୍ମଦ ଶାମି, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ଆଡିଲେଡ୍‌,୧୮ା୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୪୪ ରନ୍‌ ସଂଗ୍ରହ କରିଛି। ପିଙ୍କ୍‌ ବଲ୍‌ ସହିତ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ଭଲ ସ୍କୋର କରିଛି। ଉଭୟ ଅଷ୍ଟ୍ରେଲୀୟ ଓପନରଙ୍କୁ…

ବଢିଲା କଙ୍ଗନାଙ୍କ ଅଡୁଆ: କୋର୍ଟରେ ମାମଲା

ପାଟନା,୧୮ ।୧୨: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ନିଜ ଫିଲ୍ମ ଅପେକ୍ଷା ରାଜନୈତିକ ବୟାନ ବାଜିକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଏମିତି କେତେଥର ଦେଖାଗଲାଣି ସେ ନିଜ ବୟାନକୁ ନେଇ ଆସିଯାଉଛନ୍ତି ବିବାଦ ଘେରକୁ । ନିକଟରେ ବିହାର…

ପାନପୋଷ ରେଳଧାରଣା କଡ଼ରେ ପଡ଼ିଛି ୨ ଯୁବକଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ରାଉରକେଲା ଅଫିସ,୧୮।୧୨: ସୁନ୍ଦରଗଡ଼ ଜିଲା ପାନପୋଷ ରେଳ ଷ୍ଟେଶନରୁ ୨ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ରେଳବାଇ ପୋଲିସ ଶୁକ୍ରବାର ଜବତ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି। ସେମାନଙ୍କର ମୃତ୍ୟୁର କାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri