Home Left

ଏହି ତାରିଖରେ ଜନ୍ମ ହୋଇଥିଲେ, ହୁଅନ୍ତୁ ସାବଧାନ…

ଯେକୌଣସି ବ୍ୟକ୍ତିଙ୍କ ଜୀବନରେ ବିବାହ ପାଇଁ ବୃହସ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୃହସ୍ପତି ବିନା କୌଣସି ଝିଅ ବିବାହ କରିପାରିବେ ନାହିଁ। ସେହିଭଳି ବୃହସ୍ପତି ବିନା କୌଣସି ପୁରୁଷର ବୈବାହିକ ଜୀବନରେ ସୁଖ ଆସିବ ନାହିଁ। ଏହି ସମୟରେ ବୃହସ୍ପତି ଦୁର୍ବଳ ସ୍ଥିତିରେ…

ସଲମାନ୍‌ ପାଇଁ ଗାଡ଼ିର ଟାୟାର କ୍ଷତିକାରକ: ଦେଉଛି ବଡ଼ ବିପଦର ସଙ୍କେତ

ଯାନବାହାନର ଟାୟାର ଯୋଗୁ ମାଛଙ୍କର ମଧ୍ୟ କ୍ଷତି ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରେ ଗବେଷକଙ୍କ ଦ୍ୱାରା ଏହି ଦାବି କରାଯାଇଛି। ଟାୟାରରେ ବ୍ୟବହୃତ ବିଷାକ୍ତ ରାସାୟନିକ ପଦାର୍ଥ ନଦୀ ଜଳକୁ ପ୍ରଦୂଷିତ କରିଥାଏ। ଏହି ପ୍ରଦୂଷଣ ନଦୀର ମାଛ ପାଇଁ…

ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମାଲକାନଗିରି ଡିଏସ୍‌ପି ଅଟକ

ମାଲକାନଗିରି,୧୮ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କାର୍ଯ୍ୟରତ ଡିଏସ୍‌ପି ଅକ୍ଷୟ କୁମାର ନାୟକଙ୍କୁ ଗୁରୁବାର ରାତିରେ କେସିଙ୍ଗା ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସେ କଳାହାଣ୍ଡି ଜିଲା କେସିଙ୍ଗା ଥାନାରେ ଏସ୍‌ଡିପିଓ ଭାବରେ ଥିବା ବେଳେ ଜଣେ ମହିଳା କନଷ୍ଟେବଳଙ୍କୁ ପ୍ରେମ କରି ମନ୍ଦିରରେ…

ପିତାଙ୍କ ସହ ନଜର ଆସିଲେ ଅନୁଷ୍କା, ବେବି ବମ୍ପ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ଦୁଇରୁ ତିନି ଜଣ ହେବାକୁ ଯାଉଛନ୍ତି। ଏହା କହିବାର ଅର୍ଥ ହେଲା ଅନୁଷ୍କାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି। ଏ ବିଷୟରେ…

ଦେଶୀ ଗାଈ ପାଳିଲେ ମିଳିବ ବଡ ଲାଭ: ଏମ୍‌ବିଏ,ବିଟେକ୍‌ ଛାତ୍ରୀଛାତ୍ର ଶିଖିବେ କୌଶଳ

ଦେଶୀଗାଈ ପାଳିଲେ ଗୋଟିଏ ନୁହେଁ, ଅନେକ ଲାଭ ଅଛି। ଦେଶୀ ଗାଈ ବ୍ୟବସାୟ କରି ଆପଣ ଏକ ବଡ଼ ଲାଭ ମଧ୍ୟ କରିପାରିବେ। କେବଳ ଏତିକି ନୁହେଁ, ଏହି ବ୍ୟବସାୟ କରିବା ଦ୍ୱାରା ପରିବେଶ ଏବଂ ସମାଜ ଉପରେ ମଧ୍ୟ ଭଲ…

ମଣିଷକୁ ଭିତରୁ ଭାଙ୍ଗି ଦିଏ ଏହି ୪ ଦୁଃଖ, ସଳଖି ଛିଡ଼ା ହେବା ହୋଇପଡେ କଷ୍ଟକର; ଜାଣନ୍ତୁ..

ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ଧନ, ମାନ-ସମ୍ମାନ, ସୁଖଶାନ୍ତି ଏବଂ ବୈବାହିକ ଜୀବନକୁ ନେଇ ଅନେକ କଥା ସେଥିରେ ଉଲ୍ଲେଖ ରହିଛି। ଉକ୍ତ ନୀତିଗୁଡ଼ିକୁ ଆପଣାଇଲେ ସଫଳତା ପାଇବା ସହଜ। ଚାଣକ୍ୟ…

ସୁମଧୁର ସ୍ବରରେ ଗୀତ ଗାଇଲେ ଏହି ବ୍ୟକ୍ତି, ଶୁଣିବା ପରେ ପକ୍ଷୀ ଦେଲା ଏମିତି ପ୍ରତିକ୍ରିୟା

ଜଣେ ବ୍ୟକ୍ତି ଏପରି ଏକ ଗୀତ ଗାଇଛନ୍ତି ଯାହା ଶୁଣି ପକ୍ଷୀଟିଏ ମଧ୍ୟ ତା’ର ପ୍ରତିକ୍ରିୟା ଦେଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସୁନ୍ଦର ଭିଡିଓକୁ ଦେଖି ଲୋକେ ଭାବପ୍ରବଣ ହୋଇଯାଇଛନ୍ତି। ଲୋକେ ଗୀତ ଗାଇଥିବା…

ଶିଶୁପୁତ୍ର କାଳିଆ ମୃତ୍ୟୁ ମାମଲା: ଗିରଫ ହେଲେ ସମ୍ପର୍କୀୟ ଖୁଡ଼ୀ

ଢେଙ୍କାନାଳ ଅଫିସ, ୧୮।୧୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଝଙ୍କିରା ଗ୍ରାମରେ ଚନ୍ଦନ ସାହୁଙ୍କ ୩ ବର୍ଷର ଶିଶୁପୁତ୍ର କାଳିଆ ଓରଫ ଆୟୁଷ ସାହୁ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ମୃତ କାଳିଆଙ୍କ ସମ୍ପର୍କୀୟ ଖୁଡି ଭାରତୀ ସାହୁ…

ବୁମ୍‌ରା ଦେଲେ ପ୍ରାରମ୍ଭିକ ଝଟ୍‌କା

ଆଡିଲେଡ୍‌,୧୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଆଡିଲେଡରେ ଖେଳାଯାଉଛି। ଟସ ଜିତିବା ପରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଭାରତ…

ବିଧାନସଭାରେ ଭାଜପାର କଥିତ ଘୋଟାଲା ବ୍ୟାନର ଦେଖାଇଲା ଏଏପି

ନୂଆଦିଲ୍ଲୀ,୧୮ ।୧୨: ଆମ ଆଦମୀ ପାର୍ଟି(ଏଏପି) ବିଧାନସଭାର ବିଶେଷ ଅଧିବେଶନକୁ ଶୁକ୍ରବାର ପର୍ଯ୍ୟନ୍ତ ବଢାଇ ଦେଇଛି । ଦ୍ୱିତୀୟ ଦିନ ବି ଏହାର ଆରମ୍ଭ ପାଟିତୁଣ୍ଡରୁ ଆରମ୍ଭ ହୋଇଛି । ଦ୍ୱିତୀୟ ଦିନର କାର୍ଯ୍ୟ ଆରମ୍ଭ ହେବା ପରେ ପରେ ଆମ…

୨୩ରୁ ଖୋଲିବ, ୩ରୁ ସମସ୍ତଙ୍କୁ ଦର୍ଶନ ଅନୁମତି

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଶେଷ ହେଲା ଭକ୍ତଙ୍କ ଅପେକ୍ଷା। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଏହାଛଡ଼ା ପୁରୀରେ ଥିବା ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଏହି ତାରିଖ ପରଠାରୁ ଖୋଲିବ। ଏନେଇ ଜିଲାପାଳ ବଲଓ୍ବନ୍ତ ସିଂହ ଶୁକ୍ରବାର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଖୋଲିବାର ପ୍ରଥମ…

ବାହାରିଲାନି ନିଷ୍କର୍ଷ, ସମୟ ନେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୧୮।୧୨: ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ଆଡ୍‌ମିନିଷ୍ଟ୍ରେଟର, ପୁରୀ ନାମରେ ଶତାଧିକ ଏକର ଜମି ଅଛି। ବଂଶାନୁକ୍ରମରେ ଏହି ଜମି ଗ୍ରାମବାସୀଙ୍କ ଭୋଗ ଦଖଲରେ ରହିଛି। ଜମି ସ୍ବତ୍ତ୍ୱାଧିକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri