ଭାଗ୍ୟ ବଦଳାଇ ଦେଲା ସୋସିଆଲ ମିଡିଆ
ନୂଆଦିଲ୍ଲୀ,୨୧।୧୨: ସୋସିଆଲ ମିଡିଆ ମଧ୍ୟ ଭାଗ୍ୟ ବଦଳି ଦେଇପାରେ। ଏଭଳି କିଛି ଘଟଣା ଘଟିଛି ‘ବାବା କା ଢ଼ାବା’ର ମାଲିକ କାନ୍ତା ପ୍ରସାଦଙ୍କ ସହ। କିଛି ମାସ ତଳେ ସୋସିଆଲ ମିଡିଆ ଯୋଗେ ଲୋକପ୍ରିୟତା ହାସଲ କରିଥିବା ‘ବାବା କା ଢ଼ାବା’ର…
ଭାରତୀୟ ଯବାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ୪ ମୃତ
ଗ୍ୟାଙ୍ଗଟକ,୨୧।୧୨-ଉତ୍ତର ପୂର୍ବ ସିକିମ ନାଥୁଲାର ଚୀନ-ଭାରତ ସୀମା ନିକଟ ଜବାହରଲାଲ ନେହେରୁ ରୋଡରେ ରବିବାର ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଭାରତୀୟ ସେନାର ଏକ ଗାଡି ଘାଟିରୁ ଖସିପଡିବାରୁ ୩ ଜଣ ଯବାନଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା…
ଆବୁଧାବି ଟି୧୦ ଲିଗ୍ରେ ଖେଳିବେ ଗେଲ୍, ଆଫ୍ରିଦୀ, ବ୍ରାଭୋ
ଆବୁଧାବି, ୨୧ା୧୨- ଆସନ୍ତା ଜାନୁୟାରୀ ୨୮ରୁ ଫେବୃୟାରୀ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଆବୁଧାବୀ ଟି୧୦ ଲିଗ୍ର ୪ର୍ଥ ସଂସ୍କରଣ। ଏଥିରେ ଓ୍ବେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍, ଅଲରାଉଣ୍ଡର ଡ୍ବେନ୍ ବ୍ରାଭୋ ଓ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଅଂଶଗ୍ରହଣ…
ପ୍ରେମ ବିବାହ କରି ମଧ୍ୟ ସ୍ତ୍ରୀଙ୍କଠାରୁ ଅଲଗା ରହୁଥିଲେ ଏହି ଅଭିନେତା: ହେଲେ ଦେଇ ନ ଥିଲେ ଛାଡ଼ପତ୍ର
ରଣଧୀର କପୁର ଏବଂ ବବିତା ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ପରେ ସେମାନେ ପ୍ରେମ ବିବାହ ମଧ୍ୟ କରିଥିଲେ। ମାତ୍ର ସେମାନଙ୍କ ବୈବାହିକ ଜୀବନ ଉତ୍ଥାନ ପତନ ଦେଇ ଗତି କରୁଥିଲା। ପରେ ସେମାନେ ଅଲଗା ରହିବା ଆରମ୍ଭ…
ଏମ୍ପି ଅନୁଭବ ମହାନ୍ତିଙ୍କୁ ମହିଳା କମିଶନଙ୍କ ନୋଟିସ
ଭୁବନେଶ୍ୱର,୨୧।୧୨(ବ୍ୟୁରୋ)-କେନ୍ଦ୍ରାପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଏବେ ଚରମ ସୀମାରେ ପହଞ୍ଚତ୍ଛି। ଗତ ୧୫ ତାରିଖରେ ବର୍ଷା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇ ନିର୍ଯାତନା ଅଭିଯୋଗ…
ନାବାଳକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ନାବାଳିକା
ନୂଆଦିଲ୍ଲୀ,୨୧।୧୨: ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶ ଓ୍ବାନ ଅଞ୍ଚଳରେ ଘରେ କାମ କରୁଥିବା ଜଣେ ୧୪ ବର୍ଷୀୟା ନାବାଳିକା ଆଣିଛନ୍ତି ବଳାତ୍କାର ଅଭିଯୋଗ। ୧୭ ବର୍ଷୀୟ ନାବାଳକ ଓ ତା’ର ୩ ସହଯୋଗୀଙ୍କ ନାମରେ ମାମଲ ଦାୟର କରାଯାଇଛି। ସମସ୍ତ ୪…
ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଟିପ୍ସରେ ମିଳିଲା ଏତେ ଟଙ୍କା, ଯେଉଁଥିରେ କିଣାଯାଇପାରିବ କାର
ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସ ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଥିବା ବେଳେ ଆମେରିକାସ୍ଥିତ ଓହିଓର ଏକ ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ଖୁସି ଦୁଇଗୁଣ ବଢ଼ି ଯାଇଛି। ଏପରିକି ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ୫,୬୦୦ ଡଲାର ଅର୍ଥାତ୍ ୪ ଲକ୍ଷ ୨୫ ହଜାର ୭୨୫ ଟଙ୍କା…
ଟିଏମ୍ସିରେ ପତ୍ନୀ ଯୋଗ ଦେବାରୁ ଛାଡ଼ପତ୍ର ପଠାଇଲେ ସ୍ବାମୀ
କୋଲକାତା,୨୧।୧୨: ଭାଜପା ଏମ୍ପି ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ମଣ୍ଡଳ ଖାନ ସୋମବାର ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗ ଦେଇଛନ୍ତି। ଏହାର ପ୍ରଭାବ କେବଳ ରାଜ୍ୟର ରାଜନୀତିରେ ନୁହେଁ ବରଂ ସୁଜାତାଙ୍କ ପାରିବାରିକ ସମ୍ପର୍କରେ ଉପରେ ମଧ୍ୟ ପଡ଼ିଛି। ସୁଜାତାଙ୍କ ନିଷ୍ପତ୍ତିରେ…
ଆଫଗାନିସ୍ତାନକୁ ଷ୍ଟାଡିୟମ ପାଇଁ ମିଳିଲା ଜମି
କାବୁଲ,୨୧।୧୨: ନିକଟ ଭବିଷ୍ୟତରେ ଆଫଗାନିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଆୟୋଜନ କରିବାକୁ ଆଶା ପ୍ରକଟ କରିଛନ୍ତି ଦେଶର କ୍ରିକେଟ ବୋର୍ଡ ମୁଖ୍ୟ ଫର୍ହାନ ୟୁସେଫଜାଇ। ମୁଖ୍ୟତଃ ଭାରତରେ ଘରୋଇ ମ୍ୟାଚ୍ ଖେଳୁଥିବା ଆଫଗାନିସ୍ତାନକୁ ଦେଶରେ ଷ୍ଟାଡିୟମ ନିର୍ମାଣ ପାଇଁ ଯାଗା ମିଳିଛି।…
ଭୁବନେଶ୍ୱରରୁ ଆଜି ପୁଣି ୪୪ ପଜିିଟିଭ୍ ଚିହ୍ନଟ: ୩୬ ସୁସ୍ଥ
ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍ ୩୨ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ଏଟିଏମ୍ରୁ ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ: ୪ ଗିରଫ
ଢେଙ୍କାନାଳ ଅଫିସ, ୨୧।୧୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନଂ. ଜାତୀୟ ରାଜପଥରୁ ପାର୍ଶ୍ୱ ନିମବାହାଲି ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମ୍ରୁ ଗତ ୧୪ ତାରିଖରେ ଚୋରି ହୋଇଥିଲା। ଦୁର୍ବୃତ୍ତ ଗ୍ୟାସ କଟର ସାହାଯ୍ୟରେ…
ତାଜମହଲ ସମ୍ମୁଖରେ ଡ୍ୟାନ୍ସ କଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା : ଭାଇରାଲ ହେଲା ଭିଡିଓ
ଆଗ୍ରା,୨୧।୧୨-ମହାମାରୀ ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ଲକଡାଉନ ପରେ ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇ ଫିଲ୍ମ ଶୁଟିଂ। ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜର ଅପକମିଂ ଫିଲ୍ମ ’ଅତରଙ୍ଗିରେ’ ନଜର ଆସିବେ। ଏହି ଫିଲ୍ମର ଶୁଟିଂ…
Archives


