Home Left

ମୃତ୍ୟୁ ପୂର୍ବରୁ ୭୩୬ ଟଙ୍କା ମା’କୁ ଦେଇ ଯାଇଥିଲେ ବାପା: ପୁଅ ବିୟର ସହ ପୂରା କଲା କାହାଣୀ

ସାଧାରଣତଃ କୌଣସି ମାତାପିତା ଚାହାନ୍ତି ନାହିଁ ସେମାନଙ୍କ ପୁଅ ନିଶା ସେବନ କରୁ, ମାତ୍ର ସୋସିଆଲ ମିଡିଆରେ ଏଭଳି ବାପା ପୁଅଙ୍କ କାହାଣୀ ଭାଇରାଲ ହେଉଛି। ଜଣେ ବାପା ତାଙ୍କ ମୃତ୍ୟୁ ପୂର୍ବରୁ ୭୩୬ ଟଙ୍କା ସ୍ତ୍ରୀକୁ ଦେଇଥିଲେ। କାରଣ ସ୍ତ୍ରୀ…

ଗୁଜରାଟରେ ହେବ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା

ନୂଆଦିଲ୍ଲୀ, ୨୧।୧୨: ଭାରତରେ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା ନିର୍ମାଣ ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ (ଆରଆଇଏଲ୍‌) ଗୁଜରାଟର ଜାମନଗରରେ ଏହି ବୃହତ୍‌ ଜୁ’ ନିର୍ମାଣ କରିବ। ଏଥିଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜସଙ୍କେତ…

ନୂଆ ଲୁକରେ ନଜର ଆସିଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ,୨୧।୧୨-ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନୂଆ ଲୁକରେ ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ କାର୍ତ୍ତିକ ଲମ୍ବା କେଶ ସାଙ୍ଗକୁ ଚଷମା ଆଉ ବ୍ଲୁ ଫର୍ମାଲ ସୁଟରେ ଏକ ଭିନ୍ନ ଅନ୍ଦାଜରେ ନଜର…

୯୩ ତମ ଜନ୍ମଦିନ ପାଳିବାର ଗୋଟିଏ ଦିନ ପରେ ମୋତିଲାଲ ଭୋରାଙ୍କ ପରଲୋକ: ଶୋକ ପ୍ରକାଶ କଲେ ରାହୁଲ

ନୂଆଦିଲ୍ଲୀ,୨୧ ।୧୨: କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କର ୯୩ ବର୍ଷ ବୟସରେ ସୋମବାର ପରଲୋକ ହୋଇଛି । ତାଙ୍କ ବିୟୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି…

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା

ନୂଆଦିଲ୍ଲୀ,୨୧।୧୨-ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ରବିବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଏସକର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୋତିଲାଲ ବହୁ…

ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୨୧ ।୧୨: ବ୍ରିଟେନରେ ସାମ୍ନାକୁ ଆସିଥିବା କରୋନା ଭାଇରସର ନୂଆ ରୂପକୁ ଦେଖି ଭାରତ ସରକାର ସତର୍କ ହୋଇଯାଇଛନ୍ତି । ବ୍ରିଟେନରୁ ଭାରତ ଆସିବାକୁ ଥିବା ସମସ୍ତ ବିମାନ ଚଳାଚଳକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏହି…

ଜନ୍ମଦିନର ଦିନକ ପରେ ମିଳିଲା କୋଟିପତି ବାପାଙ୍କ ଅଲିଅଳି କନ୍ୟାର ମୃତଦେହ, ଆଉ ତା ପରେ…

ରୁଷରେ ଜଣେ କୋଟିପତି ବ୍ୟବସାୟୀଙ୍କ ଝିଅ ବହୁତ ଉଚ୍ଚ କୋଠାର ଝରକାରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ୧୯ ବର୍ଷିୟା ଭାଲେରିଆ ଶାପିଲେନକୋ। ତେବେ ଅପରାଧିକ ଷଡଯନ୍ତ୍ର କାରଣରୁ ମୃତ୍ୟୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା…

ସୋନୁ ସୁଦଙ୍କୁ ମିଳିଲା ଭଗବାନଙ୍କ ମାନ୍ୟତା

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିଚାଲିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଗରୀବଙ୍କ ଭଗବାନ ପାଲଟିଯାଇଛନ୍ତି। ଏପରି ଆମେ କହୁନାହିଁ, ବରଂ ଲୋକମାନେ ତାଙ୍କୁ ଭଗବାନଙ୍କ…

ସାଦା ପୋଷାକରେ ଭାରତ ସୀମାରେ ପ୍ରବେଶ କଲେ ଚାଇନା ସେନା!

ଲଦ୍ଦାଖ,୨୧ ।୧୨: ଭାରତ-ଚାଇନା ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଚାଲିଥିଲେ ବି ଚାଇନା ସେନା ସବୁବେଳେ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ଏହି କ୍ରମରେ କେତେଜଣ ଚାଇନା ସେନା ସାଦା ପୋଷାକରେ ଭାରତର ଲଦ୍ଧାଖ…

ଷ୍ଟେଶନରେ ଗର୍ଲଫ୍ରେଣ୍ଡଙ୍କୁ ଏମିତି ପ୍ରେମ ନିବେଦନ କଲେ ଯୁବକ, ଦେଖଣାହାରୀ ଚକିତ

ଗର୍ଲଫ୍ରେଣ୍ଡକୁ ମନାଇବା ପ୍ରତ୍ୟେକ ପ୍ରେମିକ ପାଇଁ ସ୍ବତନ୍ତ୍ର ହୋଇଥାଏ। ଡବଲିନରେ ଜଣେ ଯୁବକ ତାଙ୍କ ପାଇଲଟ (ଟ୍ରେନ୍‌ ଡ୍ରାଇଭର) ତଥା ଗର୍ଲଫ୍ରେଣ୍ଡକୁ ସେହି ଟ୍ରେନ ସମ୍ମୁଖରେ ସର୍ବସାଧାରଣରେ ପ୍ରେମ ନିବେଦନ କରି ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ଏହି ଭିଡିଓ…

ପଶ୍ଚିମବଙ୍ଗରେ ଭାଜପାକୁ ଝଟ୍‌କା

କୋଲକାତା,୨୧ ।୧୨: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । ପ୍ରତିଦିନ ଏଠାରୁ କିଛି ନା କିଛି ନୂଆ ଖବର ଆସୁଛି । ରାଜ୍ୟରେ ଏବେ ଦଳ-ବଦଳକୁ ନେଇ ଚର୍ଚ୍ଚା ଜୋର…

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର: ପ୍ରଥମ ୩ଦିନ ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ ଅଫିସ, ୨୧।୧୨: ଦୀର୍ଘ ମାସ ହେବ ନିଜ ପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ହୋଇ ଚାହିଁ ରହିଥିବା ଭକ୍ତଙ୍କୁ ମିଳିଛି ଆଶ୍ୱସ୍ତି। ଆଉ ମାତ୍ର ଦିନକ ପରେ ଅର୍ଥାତ୍‌ ୨ି ତାରିଖରେ ଖୋଲିବ ଶ୍ରୀମନ୍ଦିର। ଶ୍ରିମନ୍ଦିର ଖୋଲିବା ପ୍ରସ୍ତୁତି ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri