Posted inଫୁରସତ

ବିବାହ ଗାଉନ୍‌ ପିନ୍ଧି ଟିକା କେନ୍ଦ୍ରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

କରୋନା ଭାଇରସ ପୁଣି ଥରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କଲାଣି। ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି। ଲୋକଙ୍କୁ ମଧ୍ୟ ଟିକା ନେବାକୁ ଅନୁରୋଧ କରୁଛନ୍ତି। ଏହି ସମୟରେ ଆମେରିକାର ବାଲ୍ଟିମୋରର ସାରା ନାମକ ଜଣେ ମହିଳା ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ଏହି ସପ୍ତାହ ଆରମ୍ଭରେ ତାଙ୍କର ବିବାହ ଗାଉନ୍‌ ପିନ୍ଧି ଟିକା ନେବାକୁ କେନ୍ଦ୍ରରେ ପହଞ୍ଚିଥିଲେ। ସେ ଟିକା ନେବା ପରେ ପୁଣି ଫେରି ଯାଇଥିଲେ ବିବାହ ମଣ୍ଡପକୁ, ଯେଉଁଠି ତାଙ୍କ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିଲେ। ମେରୀଲ୍ୟାଣ୍ଡ ଚିକିତ୍ସା ବିଶ୍ୱବିଦ୍ୟାଳୟର କ୍ଲିନିକ୍‌ର ଟୁଇଟର ପେଜ୍‌ରେ ସାରାଙ୍କ ୪ଟି ଫଟୋ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି ‘ଏଠାକୁ କନ୍ୟା ଆସିଥିଲେ’।

ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍‌ ଭାଇରାଲ ହେଉଛି। ଏହା ଦେଖି ୟୁଜରମାନେ ମହିଳାଙ୍କୁ ପ୍ରଶଂସା କରୁଛନ୍ତି। ଏହି ପୋଷ୍ଟକୁ ୧୦୦୦ରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା ବହୁତ ଭଲ। ଯାହା ଲୋକଙ୍କ ପାଇଁ ପ୍ରେରଣାଦାୟୀ।’


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଙ୍କର ରହିଛି ଅଜବ ଅଭ୍ୟାସ, ଜାଣିଲେ ପାଦତଳୁ ଖସିଯିବ ମାଟି

ଦୁନିଆର ଅନେକ ଲୋକ ସେମାନଙ୍କର ଅଦ୍ଭୁତ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ଉତ୍ତରପ୍ରଦେଶର ବାରାଣସୀରେ ରହୁଥିବା ଜଣେ ବୃଦ୍ଧା ମଧ୍ୟ ତାଙ୍କର ଅଜବ ଅଭ୍ୟାସ...

ଟିସୁ ପେପରରେ ବାହାଘର ପୋଷାକ ତିଆରି କରି ରେକର୍ଡ କଲେ ମହିଳା

କାରି କରଲୋଟୋ ନାମକ ନ୍ୟୁୟର୍କର ଜଣେ ମହିଳା ଟଏଲେଟରେ ବ୍ୟବହାର କରାଯାଉଥିବା ଟିସୁ ପେପର ବ୍ୟବହାର କରି ଏକ ବିବାହ ପୋଷାକ ତିଆରି କରି ଆସିଛନ୍ତି...

ବାପାଙ୍କ ପାର୍ଥିବ ଶରୀର ଆଗରେ ଗ୍ଲାମରସ୍‌ ପୋଜ୍‌ ଦେଲେ ଯୁବତୀ, ଆଉ ତା’ପରେ…

ସୋସିଆଲ ମିଡିଆରେ ଜଣେ ଆମେରିକୀୟ ଯୁବତୀଙ୍କ ଫଟୋ ଭାଇରାଲ ହୋଇଛି। ଫଟୋରେ ଯୁବତୀଙ୍କ ଜଣଙ୍କ ନିଜ ବାପାଙ୍କ ପାର୍ଥିବ ଶରୀର ନିକଟରେ ଗ୍ଲାମରସ୍‌ ଅନ୍ଦାଜରେ ପୋଜ...

ଏହି ୫ ରାଶିର ବ୍ୟକ୍ତିଙ୍କୁ ଉଧାର ଦେଉଥିଲେ ହୁଅନ୍ତୁ ସାବଧାନ

ଆବଶ୍ୟକ ପଡିଲେ କାହାକୁ ଉଧାର ଦେବା ପୁଣ୍ୟର କଥା ବୋଲି ଧରାଯାଏ। ଉଧାର ଦେବା ଏବଂ ନେବା ଲୋକଙ୍କ ଯଦି ବୁଝାମଣା ଠିକ୍‌ ରହେ ତେବେ...

ବୋହୂଙ୍କ ପାଦ ଧୋଇ ପୂଜା କରୁଛନ୍ତି ଶାଶୁ, କାରଣ ଜାଣିଲେ କରିବେ ପ୍ରଶଂସା

ସାଧାରଣତଃ ଶାଶୁ-ବୋହୂ ସମ୍ପର୍କକୁ ନେଇ ବହୁବାର ନକାରାତ୍ମକ କଥା ଶୁଣିବାକୁ ମିଳିଥାଏ। ମାତ୍ର ମହାରାଷ୍ଟ୍ରର ଓ୍ବାଶିମରେ ଏମିତି ଜଣେ ଶାଶୁ ଅଛନ୍ତି, ଯେ କି ନିଜ...

ଯେଉଁଠି ବିବାହରେ କନ୍ୟାବରଙ୍କ ଉପରେ କରାଯାଏ ଟଙ୍କାବର୍ଷା…

ସାମାଜିକ ବ୍ୟବସ୍ଥାରେ ବିବାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ପାଳିତ ହୋଇଥାଏ। ପୋଲାଣ୍ଡରେ ବିବାହ ଉତ୍ସବରେ କନ୍ୟାବରଙ୍କୁ ଟଙ୍କାମାଳ...

ଭୂତ ଭୟରେ ୪୨ ବର୍ଷ ବନ୍ଦଥିଲା ବେଗୁନ୍‌କୋଦର ଷ୍ଟେଶନ

କୋଲକାତା: ଗୋଟିଏ ରେଲ୍‌ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ...

ପିକ୍‌ନିକ୍‌ ସ୍ପଟ୍‌: ତିନି ନଦୀର ସଙ୍ଗମସ୍ଥଳ ମୀନାଝୋଲା

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଉପାନ୍ତ ରାୟଗଡ଼ା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ...

Advertisement
Archives

Model This Week