Home Left

ସନ୍ନି ଦେଓଲଙ୍କୁ ବିବାହ ପରେ ଦୁଃଖରେ ରହୁଥିଲେ ପୂଜା, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ପୁଅ ତଥା ବଲିଉଡ୍‌ ସୁପରଷ୍ଟାର ସନ୍ନି ଦେଓଲଙ୍କୁ ସ୍ତ୍ରୀ ପୂଜାଙ୍କ ସହ ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। କାରଣ ପୂଜା ଲାଇମ୍‌ଲାଇଟ୍‌ରୁ ସବୁବେଳେ ଦୂରରେ ରହିବାକୁ ପସନ୍ଦ କରନ୍ତି। ହେମା ମାଳିନିଙ୍କ ସାବତ ପୁଅ ସନ୍ନି ଲୁଚିଛପି…

ବାହାରୁ ଅତି ସାଧାରଣ ମମତା ବାନାର୍ଜୀଙ୍କ ଟାଇଲ୍‌ ଛପର ଘର: ଅତିଥି ଭାବେ ଶାହାରୁଖଙ୍କଠାରୁ ଆରମ୍ଭ କରି ବାଜପେୟୀ ବିତାଇଛନ୍ତି ସମୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିଠାରୁ ଆରମ୍ଭ କରି ନିଜର ସାଧାରଣ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ୨୦୧୧ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ବି ସେ ଅନେକ ଦିନ ପର୍ଯ୍ୟନ୍ତ ନିଜ…

ବିବାହର କିଛି ସମୟ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସିଲେ ଗୌହର!

ମୁମ୍ବାଇ: ଅଭିନେତ୍ରୀ ଗୌହର ଖାଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଡିସେମ୍ବର ୨୫ରେ ସେ ହାତକୁ ଦି ହାତ ହେବେ । ଏବେଠାରୁ କିନ୍ତୁ ତାଙ୍କ ଘର ସାମ୍ନାରେ ଲାଗିଛି ଭିଡ । ଇତିମଧ୍ୟରେ ଗୌହରଙ୍କୁ ଅପେକ୍ଷା…

ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ ବିବାହରେ ଖାଦ୍ୟ ପରସୁଥିଲେ ବଲିଉଡ୍‌ର ସୁପରଷ୍ଟାର: ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କର ଏକମାତ୍ର କନ୍ୟା ଈଶା ଅମ୍ବାନୀଙ୍କ ବିବାହ ୧୨ ଡିସେମ୍ବର, ୨୦୧୮ରେ ପିରାମଲ ଇଣ୍ଡଷ୍ଟ୍ରିର ମୁଖ୍ୟ ଆନନ୍ଦ ପିରାମଲଙ୍କ ସହ ହୋଇଥିଲା। ଅମ୍ବାନୀ ପରିବାରର ଏହି ବିବାହରେ ଦେଶ, ବିଦେଶରୁ ଅନେକ ବଡ ବଡ଼ ଲୋକ…

ଜାଗା ରେଜିଷ୍ଟ୍ରେଶନ ପାଇଁ ଯାଇଥିଲେ, ୪ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଗଛରେ ଚଢ଼ିଗଲା ମାଙ୍କଡ; ଆଉ ତା’ ପରେ..

ସୀତାପୁର: ଉତ୍ତରପ୍ରଦେଶର ସୀତାପୁର ଜିଲାର ଜଣେ ବୃଦ୍ଧ ଜାଗା ରେଜିଷ୍ଟ୍ରେଶନ କରିବାକୁ ବିକାଶ ଭବନ ରେଜିଷ୍ଟ୍ରି କାର୍ଯ୍ୟାଳୟ ଯାଇଥିଲେ। ପାଖରେ ତାଙ୍କର ୪ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ଟିଏ ଥିଲା। ହେଲେ ଏକ ମାଙ୍କଡ଼ ବୃଦ୍ଧଙ୍କ ନୋଟ ଭର୍ତ୍ତି ବ୍ୟାଗ୍‌କୁ ନେଇ ଗଛ…

ପୁଅ କେବଳ ଫୋନରେ ଭଜନ ଦେଖେ: ସରୋଜଙ୍କ ମା’

ନୟାଗଡ଼ ଅଫିସ,୨୪।୧୨: ମୋ ପୁଅ ନିର୍ଦ୍ଦୋଶ। ତାକୁ ଚାପରେ ପକାଯାଉଛି। ଫୋନ୍‌ରେ ପୁଅ କେବଳ ଭଜନ ଦେଖେ ବୋଲି ଯଦୁପୁରର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ କହିଛନ୍ତି ଅଭିଯୁକ୍ତ ସରୋଜ ସେଠୀଙ୍କ ମା’। ଗୁରୁବାର ପୋଖରୀ କୂଳରେ କ୍ରାଇମ୍‌…

ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କାର୍ଯ୍ୟକ୍ରମକୁ ବିରୋଧ: କୃଷକ ଖୋଳିଦେଲେ ହେଲିପ୍ୟାଡ

ଚଣ୍ଡିଗଡ଼,୨୪ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ହରିୟାଣାରେ ମଧ୍ୟ ସରକାରଙ୍କୁ ବିରୋଧ କରାଯାଉଛି । ଅମ୍ବାଲାରେ ମୁଖ୍ୟମନ୍ତ୍ରୀ ମନୋହରଲାଲଙ୍କୁ ଘେରିବା ପରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧ…

୧୦ ବର୍ଷ ପର୍ଯ୍ୟନ୍ତ ରହିବ କରୋନା ଭୂତାଣୁ: ଫାଇଜର-ବାୟୋଏନ୍‌ଟେକ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଏବେ ଏନେଇ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଯୋଗୁ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ସୃଷ୍ଟି ହୋଇଛି। ବ୍ରିଟେନ୍‌ ଏବଂ ଆମେରିକାରେ ସାର୍ବଜନୀକ ଭାବେ ଫାଇଜର-ବାୟୋଏନ୍‌ଟେକ…

ବ୍ରେନ୍‌ ଖାଉଥିବା ଏମୋଇବା ସଂକ୍ରମଣ: ଆମେରିକାରେ ଆତଙ୍କ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଆମେରିକାରେ ଏକ ନୂଆ ଆତଙ୍କ ଦେଖାଦେଇଛି। ମଣିଷ ବ୍ରେନ୍‌କୁ ଖାଉଥିବା ମାରାତ୍ମକ ଏମୋଇବା ନେଗଲେରିଆ ଫାଓଲେରି ସଂକ୍ରମଣ ଆମେରିକାର ଦକ୍ଷିଣ ଅଞ୍ଚଳରେ ବଢ଼ିବାରେ ଲାଗିଛି। ଧୀରେଧୀରେ ଏହି ସଂକ୍ରମଣ…

ପଞ୍ଜୀକରଣ ଅନୁଯାୟୀ ୫୧ ଲକ୍ଷ ଲୋକଙ୍କୁ ଦିଆଯିବ କରୋନା ଟିକା: କେଜରିୱାଲ

ନୂଆଦିଲ୍ଲୀ,୨୪ ।୧୨: ରାଜଧାନୀ ଦିଲ୍ଲୀରେ କରୋନା ଟିକା କିଭଳି ଦିଆଯିବ ତାହା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେ କହିଛନ୍ତି ପ୍ରଥମେ ୫୧ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯିବ । ଯଦି ଏଥିରେ କେହି ଅସୁସ୍ଥ ହୁଅନ୍ତି…

କରୋନା ଟୀକା ଆସିଲେ ବିବାହ

ବମ୍ବେ: ବଲିଉଡ ଅଭିନେତ୍ରୀ ଋଚା ଚଡ୍ଢାଙ୍କ ସହ ଅଭିନେତା ଅଲି ଫଜଲଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଣା ଅଧିକେ ସମସ୍ତେ ଜାଣନ୍ତି। ଉଭୟ ଏପ୍ରିଲରେ ବିବାହ କରିବେ ବୋଲି ଶୁଣାଯାଉଥିଲା। ହେଲେ ମହାମାରୀ କରୋନା ଯୋଗୁ ବିବାହକୁ ଟାଳି ଦିଆଯାଇଥିଲା। ଏବେ…

ଭାଗବତଙ୍କୁ ବି ଆତଙ୍କବାଦୀ କହିବାକୁ ପଛାଇବେ ନାହିଁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୪ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ କୃଷି ଆଇନକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଗୁରୁବାର ରାହୁଲ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରି କୃଷି ଆଇନ ଉପରେ କଥା ହୋଇଛନ୍ତି । ଏହାପରେ ଗଣମାଧ୍ୟମକୁ ରାହୁଲ କହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri