ଟୟଲେଟ ମଗରେ ଚା’ ପିଉଥିଲେ ସଲମାନ୍ ଖାନ୍
ବଲିଉଡ୍ର ଚୁଲବୁଲ ପାଣ୍ଡେ ସଲମାନ୍ ଖାନ୍ଙ୍କ ଜନ୍ମଦିନ ପାଖେଇ ଆସିଲାଣି। ୨୭ ଡିସେମ୍ବରରେ ସେ ୫୫ ବର୍ଷର ହୋଇଯିବେ। କିନ୍ତୁ ଚଳିତ ବର୍ଷ ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ। କାରଣ ସେ ଉକ୍ତ ସମୟରେ ତାଙ୍କର ଏକ ଫିଲ୍ମର…
ଆଲିଆଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ରଣବୀର: କହିଲେ, ମୁଁ ମୋ ଜୀବନର ଏହି ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବାକୁ ଚାହୁଁଛି
ବଲିଉଡ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ରଣବୀର କପୁର-ଆଲିଆ ଭଟ୍ଟ। ଏହି ଯୋଡି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଯୋର୍ ଧରିଛି। ରଣବୀର, ଆଲିଆଙ୍କ ବିବାହକୁ ନେଇ ସେମାନଙ୍କ ପ୍ରଶଂସକ ମଧ୍ୟ…
ସୟଦ ମୁସ୍ତାକ ଅଲି ଟି୨୦: ଓଡ଼ିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ନେତୃତ୍ୱ
ଭୁବନେଶ୍ୱର,୨୪।୧୨(ପି.ଟି.): ଆସନ୍ତା ୧୦ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତାକ ଅଲି ଟି୨୦ ଘରୋଇ ଟୁର୍ନାମେଣ୍ଟ। ଏଥି ଲାଗି ଗୁରୁବାର ଘୋଷିତ ହୋଇଯାଇଛି ଓଡ଼ିଶା ଦଳ। ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରେ ନେତୃତ୍ୱ ଦାୟିତ୍ତ୍ୱ ଦିଆଯାଇଛି। ଓଡ଼ିଶା…
କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଗୁଣପୁର,୨୪।୧୨(ଡି.ଏନ୍.ଏ.)-ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଉଦ୍ଧବ ପାଢୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଗୁରୁବାର ତାଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ ଏବଂ ବ୍ରହ୍ମପୁରସ୍ଥିତ ନିଜ ଘରେ ଭିଲିଲାନ୍ସ ଚଢାଉ…
ବଣକାଟି ଗଁାରେ ଦନ୍ତା: ଲୋକେ ଆତଙ୍କିତ
ଜଳେଶ୍ୱର,୨୪।୧୨(ସ୍ବ.ପ୍ର.)-ସପ୍ତାହେ ନ ପୂରୁଣୁ ପୁଣି ଏକ ଦନ୍ତା ହାତୀ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆସ୍ଥିତ ବଣକାଟି ଗଁାରେ ଆତଙ୍କ ଖେଳାଇଛି। ଶିମିଳିପାଳର ଏକ ଦନ୍ତା ଜଳେଶ୍ୱର ରେଞ୍ଜର ସୁରେଇ ସାହି, ରଙ୍ଗାମାଟିଆ ଜଙ୍ଗଲ ଦେଇ ବଣକାଟି ଗଁାରେ ପଶି…
ଜାତୀୟ ସିନିୟର ଚୟନ କମିଟିରେ ଦେବାଶିଷ ମହାନ୍ତି
ଅହମ୍ମଦାବାଦ, ୨୪ା୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କ୍ରିକେଟ ଉପଦେଷ୍ଟା କମିଟି ଗୁରୁବାର ଭାରତର ପୂର୍ବତନ ପେସ୍ ବୋଲର ଚେତନ ଶର୍ମାଙ୍କୁ ଜାତୀୟ ସିନିୟର ସିଲେକ୍ସନ ପ୍ୟାନେଲର ଚେୟାରମ୍ୟାନ ଭାବେ ନିଯୁକ୍ତ କରିଛି। ତାଙ୍କ ନେତୃତ୍ୱାଧୀନ ୫ ଜଣିଆ ଚୟନ…
ରାଜ୍ୟରେ ସୁସ୍ଥ ହେଲେ ୩୨୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୬୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୩୬, ଖୋର୍ଦ୍ଧାରୁ ୩୦, କଟକରୁ ୨୦, ପୁରୀରୁ ୧୯, ନୂଆପଡାରୁ ୧୭, ବାଲେଶ୍ବରରୁ ୧୭, ସମ୍ବଲପୁରରୁ ୧୪,…
ଟଳିଲେ ୨ ଆତଙ୍କବାଦୀ
ଶ୍ରୀନଗର,୨୪।୧୨-ଜମ୍ମୁ କଶ୍ମୀରର ବାରମୁଲା ଜିଲା ବନିଗାମ ପାଇନ ଅଞ୍ଚଳରେ ଗୁରୁବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ଆତଙ୍କୀଙ୍କ ପରିଚୟ ଖୋଜୁଛି। ଆତଙ୍କବାଦୀ…
ଇସ୍ରୋ ପ୍ରକାଶ କଲା ମିଶନ୍ ଚନ୍ଦ୍ରାୟାନ-୨’ର ପ୍ରାରମ୍ଭିକ ତଥ୍ୟ
ବେଙ୍ଗାଲୁରୁ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ‘ଚନ୍ଦ୍ରାୟାନ-୨’ ମିଶନ୍ର ପ୍ରାରମ୍ଭିକ ତଥ୍ୟ ପ୍ରକାଶ କରିଛି। ଦେଶର ଦ୍ୱିତୀୟ ଚନ୍ଦ୍ର ମିଶନ ଗତବର୍ଷ ଜୁଲାଇ ୨୨ ତାରିଖରେ ଲଞ୍ଚ କରାଯାଇଥିଲା। ଅଗଷ୍ଟ ୨୦ରେ ଚନ୍ଦ୍ରର କକ୍ଷ ପଥରେ ପ୍ରଦେଶ କରିଥିଲା…
ମେଡିକାଲରେ ଭର୍ତ୍ତି ହେଲେ ଜନ ଆବ୍ରାହମ
ବାରଣାସୀ,୨୪।୧୨-ଉତ୍ତରପ୍ରଦେଶ ବାରଣସୀରେ ଶୁଟିଂ ଚାଲିଥିବାବେଳେ ବଲିଉଡ ଅଭିନେତା ଜନ ଆବ୍ରାହମ ଗୁରୁବାର ଆହତ ହୋଇଛନ୍ତି। ଆଗାମୀ ଫିଲ୍ମ ’ସତ୍ୟମେବ ଜୟତେ ୨’ର ଶୁଟିଂରେ ସମୟରେ ଜନଙ୍କ ଡାହାଣ ହାତରେ ଶକ୍ତ ଆଘାତ ଲାଗିଛି। ଏହାପରେ ଜନଙ୍କୁ ଚିତିପୁର ସ୍ଥିତ ଏକ ଘରୋଇ…
ଟାର୍ଗେଟରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ: ବାମ ପନ୍ଥୀ ଦଳର ହାତ ଧରିଲା କଂଗ୍ରେସ
କୋଲକାତା,୨୪।୧୨: ୨୦୨୧ରେ ହେବାକୁ ଥିବା ଓ୍ବେଷ୍ଟ ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି କଂଗ୍ରେସ। ବାମ ପନ୍ଥୀ ଦଳ( ସିପିଏମ୍ )ର ହାତ ଧରିବ କଂଗ୍ରେସ। ଏଥି ନେଇ ଆବଶ୍ୟକ ମଞ୍ଜୁରୀ ଦେଇସାରିଛନ୍ତି କଂଗ୍ରେସ ଦଳର ହାଇ…
ଭୁବନେଶ୍ୱରରୁ ଆଜି ୧୪ ପଜିଟିଭ ଚିହ୍ନଟ: ଲୋକାଲ କେସ୍ ୯
ଭୁବନେଶ୍ୱର,୨୪।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୯ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
Archives


