Home Left

କମ୍‌ ବୟସରେ ହେୟାର ଷ୍ଟାଇଲିଷ୍ଟଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍‌: ଏବେ କଲେ ଖୁଲାସା

ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର୍‌ ରାହୁଲ ଚହର ନିଜ ବୋଲିଂକୁ ନେଇ ଚର୍ଚ୍ଚାରେ ଥାନ୍ତି। ଚଳିତ ଆଇପିଏଲ୍‌ରେ ସେ ନିଜ ହେୟାର ଷ୍ଟାଇଲକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ହେୟାର ଷ୍ଟାଇଲ୍‌ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ। ନିଜ ପ୍ରଶଂସକଙ୍କୁ ଆଉ…

ସବୁ ବିଭାଗରେ ମୁମ୍ବାଇକୁ ହରାଇଲା ଦିଲ୍ଲୀ

ଚେନ୍ନାଇ,୨୦।୪ : ପ୍ରଥମେ ବୋଲିଂ ଓ ଫିଲ୍ଡିଂ ତା’ ପରେ ବ୍ୟାଟିଂ ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏଥବ ସହ ଗତବର୍ଷରୁ ମୁମ୍ବାଇ ବିପକ୍ଷରେ ଚାଲିଥିବା ପରାଜୟ ଧାରା ଦିଲ୍ଲୀ ଭଙ୍ଗ କରିଛି। ଗତ ସିଜନରେ ଫାଇନାଲ ସମେତ…

୨୧ ମାସ ପରେ ଡାଇଭ୍‌ ମାରିଲେ ଧୋନୀ

ନୂଆଦିଲ୍ଲୀ,୨୦।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରନ୍‌ଆଉଟ୍‌ରୁ ବର୍ତ୍ତିବା ପାଇଁ ଫୁଲ୍‌ ଡାଇଭ୍‌ ମାରିଥିଲେ। ୩୯ ବର୍ଷ ବୟସରେ ଫିଟ୍‌ ଥିବାରୁ ଧୋନୀଙ୍କୁ ଅନେକ ପ୍ରଶଂସା କରିଛନ୍ତି।…

ଟ୍ରୋଲ ହେଉଛନ୍ତି ଆଲିଆ-ରଣବୀର

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ ଓ ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରାଯାଉଛି। ଏହାର କାରଣ କ’ଣ ଜାଣିଛନ୍ତି। ଏହି ଲବ ବାଡର୍‌ସ ଛୁଟି ବିତାଇବା ପାଇଁ ସୋମବାର ପହଞ୍ଚିଛନ୍ତି ମାଳଦ୍ୱୀପରେ। ଦେଶରେ…

ରିଲିଜ ନ ହୋଇପାରେ ସୁଶାନ୍ତ ସିଂଙ୍କ ଫିଲ୍ମ : ନିର୍ମାତାଙ୍କୁ ହାଇକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୨୦।୪ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରେ ନିର୍ମିତ ଫିଲ୍ମ ଉପରେ ଦେଖାଦେଇଛି ସଙ୍କଟ। ଫିଲ୍ମ ଉପରେ ବ୍ୟାନ ଲଗାଇବା ପାଇଁ ସୁଶାନ୍ତଙ୍କ ବାପା ଦିଲ୍ଲୀ ହାଇ କୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହାର ଶୁଣାଣି କରି ମଙ୍ଗଳବାର…

ରାଜଧାନୀର ପଟିଆ, ଖଣ୍ଡଗିରିରେ କରୋନା ବେଲଗାମ୍‌: ଲଗାତାର ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ…

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ରେକର୍ଡ ସଂଖ୍ୟା ଛୁଉଁଛି। ମଙ୍ଗଳବାର ବିଏମ୍‌ସି ଅଞ୍ଚଳରେ ୫୮୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧୧ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୪୭୦ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ…

କୋହଲିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବାବର ଆଜାମ

ହରାରେ, ୨୦।୪: ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବଠାରେ ବୁଧବାରଠାରୁ ପାକିସ୍ତାନ ଓ ଜିମ୍ବାଓ୍ବେ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ଏହି ସିରିଜ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଭାରତୀୟ ରନ୍‌ମେସିନ ବିରାଟ କୋହଲିଙ୍କ ବିଶ୍ୱ…

ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ, ୨୦।୪: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା କଷ୍ଟକର, ଯାହାକି ପୂର୍ବ କିଛି ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି…

ଏଥିପାଇଁ ଗୋଟିଏ ବି ଫିଲ୍ମରେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି ନୀଳନୟନା; ସ୍ବାମୀ ଅଭିଷେକ…

ବମ୍ବେ: ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ଜଣେ ଆଗଧାଡ଼ିର ଅଭିନେତ୍ରୀ। ପ୍ରତିଟି ଫିଲ୍ମରେ ତାଙ୍କର ଚରିତ୍ର ଚିତ୍ରଣ ମନ ଜିଣେ। ଫିଲ୍ମଗୁଡ଼ିକ ସୁପରହିଟ୍‌ ହୋଇଥିଲେ ହେଁ ଗୋଟିଏରେ ବି ସେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି। କ୍ୟାମେରା ସମ୍ମୁଖରେ ଏଭଳି ଦୃଶ୍ୟ…

ଅଭାବ ବେଳେ ନଷ୍ଟ ହୋଇଛି ୪୪ ଲକ୍ଷ ଟିକା

ନୂଆଦିଲ୍ଲୀ, ୨୦।୪: ବିଭିନ୍ନ ରାଜ୍ୟରେ କରୋନା ଟିକାର ଅଭାବ ଦେଖାଦେଇଥିବାବେଳେ ସାମ୍ନାକୁ ଆସିଛି ଚିନ୍ତିିତ କଲା ଭଳି ତଥ୍ୟ। ଏପ୍ରିଲ ୧୧ ତାରିଖ ସୁଦ୍ଧା ବିଭିନ୍ନ ରାଜ୍ୟକୁ ପଠାଯାଇଛି ୧୦ କୋଟି ଟିକା। ସେଥି ମଧ୍ୟରୁ ୪୪ ଲକ୍ଷ ଟିକା ନଷ୍ଟ…

ମାସ୍କ ପିନ୍ଧିବିନି, ସ୍ବାମୀଙ୍କୁ ରାସ୍ତା ମଝିରେ ଚୁମ୍ବନ ଦେବି ବୋଲି କହିଥିଲେ ମହିଳା; ୨୪ ଘଣ୍ଟାରେ ବଦଳିଗଲା…

ନୂଆଦିଲ୍ଲୀ,୨୦।୪: ମାସ୍କ ନ ପିନ୍ଧିବାକୁ ନେଇ ଦିଲ୍ଲୀ ପୋଲିସ ସହ ଦୁର୍ବବ୍ୟହାର କରିବା ଏକ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ରବିବାର ସନ୍ଧ୍ୟାରେ ଦରିଆଗଞ୍ଜ ଅଞ୍ଚଳରେ ଦମ୍ପତି ପଙ୍କଜ ଦତ୍ତା ଓ ଆଭା କାର ଚଳାଇ ଯାଉଥିଲେ। ତାଙ୍କ ନିକଟରେ କୌଣସି ଜରୁରୀକାଳିନ…

ଅକ୍ଷମତା ପ୍ରକାଶ କଲେ ସୋନୁ ସୁଦ

ନୂଆଦିଲ୍ଲୀ, ୨୦।୪: ଗତ ବର୍ଷ କରୋନା ମହାମାରୀ ସମୟରେ ପ୍ରବାସୀ ଓ ଶ୍ରମିକଙ୍କ ପାଇଁ ହିରୋ ସାଜିଥିଲେ ବଲିଉଡ୍‌ ଆକ୍ଟର ସୋନୁ ସୁଦ। କିନ୍ତୁ କରୋନାର ଦ୍ୱିତୀୟ ଲହର ଆଗରେ ସଂଘର୍ଷ କରୁଛନ୍ତି ସବୁଠୁ ବଡ଼ ହିରୋ। ଦେଶରେ କରୋନା ଆକ୍ରାନ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?