ତିବ୍ବତ ନୀତିକୁ ଆମେରିକାର ମଞ୍ଜୁରୀ
ଓ୍ବାଶିଂଟନ୍, ୨୯ା୧୨: ତିବ୍ବତର ପରବର୍ତ୍ତୀ ଦଲାଇଲାମା ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ ନ କରିବାକୁ ଚାଇନାର ବାରମ୍ବାର ଧମକ ସତ୍ତ୍ୱେ ଏହାକୁ ଅଣଦେଖା କରିଛି ଆମେରିକା। ତିବ୍ବତରେ ଧାର୍ମିକ ସ୍ବାଧୀନତାକୁ ସର୍ମଥନ କରି ସମ୍ପୂର୍ଣ୍ଣ ସ୍ବଚ୍ଛ ପ୍ରକିୟାରେ ୧୫ତମ ଦଲାଇଲାମା ଚୟନ ପାଇଁ…
ଲୋରି ଲାଫଲିନ୍ଙ୍କୁ ୨ ମାସ ଜେଲ୍
ଡୁବ୍ଲିନ, ୨୯।୧୨ : କଲେଜରେ ନାମଲେଖା ଦୁର୍ନୀତିରେ ‘ଫୁଲ୍ ହାଉସ୍’ ଅଭିନେତ୍ରୀ ଲୋରି ଲାଫଲିନ୍ ୨ ମାସ ଜେଲ୍ରେ ସଜା କାଟିବା ପରେ ମୁକ୍ତ ହୋଇଛନ୍ତି। ସେ ତାଙ୍କର ଦୁଇଝିଅଙ୍କୁ କଲେଜରେ ନାମ ଲେଖାଇବା ଲାଗି ୫ ନିୟୁତ ଡଲାର ଲାଞ୍ଚ…
ଏହି ସୁପରଷ୍ଟାରଙ୍କ ଜନ୍ମଦିନରେ ଆସୁଥିଲା ଟ୍ରକ ଭର୍ତ୍ତି ଫୁଲ: ଝିଅଙ୍କର ଥିଲା ଏହି ଭୁଲ ଚିନ୍ତାଧାରା
ବଲିଉଡ୍ରେ କାକା ନାମରେ ପ୍ରସିଦ୍ଧ ଭେଟେରାନ ସୁପରଷ୍ଟାର ରାଜେଶ ଖନ୍ନାଙ୍କର ଆଜି ହେଉଛନ୍ତି ୭୮ତମ ଜନ୍ମଦିନ। ୨୯ ଡିସେମ୍ବର, ୧୯୪୨ରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ। ଏହି ସମାନ ଦିନରେ ତାଙ୍କ ଝିଅ ଟ୍ବିଙ୍କଲ ଖନ୍ନା ମଧ୍ୟ ଜନ୍ମଦିନ ପାଳନ…
ପାକିସ୍ତାନରେ ଭୟାବହ ସ୍ଥିତି ଆଶଙ୍କା
ଡାର୍ ମାନ୍ଗି (ପାକିସ୍ତାନ), ୨୯।୧୨: ଆତଙ୍କବାଦୀ ଏବଂ ମୌଳବାଦୀ ସଙ୍ଗଠନ ଲାଗି କରୋନା ଟିକାକରଣ ପ୍ରଭାବିତ ହୋଇପାରେ। ବିଶେଷକରି ମୁସ୍ଲିମ୍ ବହୁଳ ଦେଶର ଏହି ଆଶଙ୍କା ବେଶି। ମାରାତ୍ମକ ପୋଲିଓ ପ୍ରତିଷେଧକ ଦିଆଯିବା ସମୟରେ ପାକିସ୍ତାନରେ ସଂଘଟିତ ବର୍ବରତାକୁ ବିଶ୍ୱ ଦେଖିସାରିଛି।…
୬୨ ବ୍ରିଟେନ୍ ଫେରନ୍ତାଙ୍କ ପତ୍ତା ମିଳୁନି
ଭୁବନେଶ୍ୱର, ୨୯।୧୨(ବ୍ୟୁରୋ) : ବ୍ରିଟେନ୍ରୁ ଓଡ଼ିଶା ଫେରିଥିବା ୬୨ ଜଣଙ୍କ କୌଣସି ପତ୍ତା ମିଳୁନି। ସେମାନେ ଫୋନ୍ ଉଠାଉ ନାହାନ୍ତି କି ନିର୍ଦ୍ଦିଷ୍ଟ ଠିକଣାରେ ମିଳୁନାହାନ୍ତି। ଏନେଇ ସୋମବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ନଭେମ୍ବର…
୧୦ ବର୍ଷ ପରେ ବନ୍ଦ ଘରୁ ଉଦ୍ଧାର
ଅହମଦାବାଦ୍, ୨୯ା୧୨: ଗୁଜରାଟର ରାଜକୋଟରେ ଏକ ଘରେ ୧୦ ବର୍ଷ ଧରି ବନ୍ଦ ରହିଥିବା ୩ ଭଉଣୀଭାଇଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ନାମ ଅମରେଶ(୪୨), ଭବେଶ(୩୯) ଓ ମେଘ୍ନା ବୋଲି ଜଣାପଡିଛି। ଏକ ସ୍ବେଚ୍ଛାସେବୀ ସଙ୍ଗଠନ ସେମାନଙ୍କ ବାପାଙ୍କ ସହାୟତାରେ ଉକ୍ତ…
ୟୁଟ୍ୟୁବ୍ରୁ ୨୧୭ କୋଟି କମାଇଲେ ଛାତ୍ରୀ
ନ୍ୟୁୟର୍କ, ୨୯ା୧୨: ଆମେରିକାର ଜଣେ ୯ ବର୍ଷୀୟା ଛାତ୍ରୀ ରିୟାନ କାଜି ଚଳିତ ବର୍ଷ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରୁ ୨୧୭ କୋଟି ଟଙ୍କା ଆୟ କରିଛନ୍ତି। ‘ରିୟାନ ଓ୍ବାଲର୍ଡ’ ନାମରେ ଏକ ଚ୍ୟାନେଲ ଚଲାଉଥିବା ଏହି ଛାତ୍ରୀ ୟୁଟ୍ୟୁବ୍ରୁ ଏତେ ମାତ୍ରାରେ…
୨୦୨୧ରେ ରିଲିଜ ହେବ ଇଫ୍ରାନ ଖାନଙ୍କ ଅନ୍ତିମ ଫିଲ୍ମ
ନୂଆଦିଲ୍ଲୀ,୨୮ା୧୨- ସ୍ବର୍ଗତ ଅଭିନେତା ଇଫ୍ରାନ ଖାନଙ୍କ ଶେଷ ଫିଲ୍ମ ‘ଦ ସଙ୍ଗ ଅଫ୍ ସ୍କର୍ପିଅନ୍ସ’ ଆଗାମୀ ବର୍ଷ ରିଲିଜ ହେବ। ଏ ନେଇ ବଲିଉଡ୍ର ଜଣାଶୁଣା ସମୀକକ୍ଷ ତରନ ଆଦର୍ଶ ଟୁଇଟର ଯୋଗେ ସୋମବାର ସୂଚନା ଦେଇଛନ୍ତି। ୨୦୨୧ରେ ରିଲିଜ ହେବାକୁ…
ଦ୍ୱିଶତକରୁ ଅଳ୍ପକେ ବଞ୍ଚିତ ହେଲେ ଡୁ’ପ୍ଲେସି
ସେଞ୍ଚୁରିଅନ୍, ୨୮ା୧୨: ଶ୍ରୀଲଙ୍କା ବିପକ୍ଷରେ ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ମାତ୍ର ୧ ରନ୍ରେ ଦ୍ୱିଶତକରୁ ବଞ୍ଚତ୍ତ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ବରିଷ୍ଠ ବ୍ୟାଟ୍ସମ୍ୟାନ ଫାପ ଡୁ’ପ୍ଲେସି। ୧୯୯ ରନ୍ କରି ଖେଳୁଥିବାବେଳେ ଡୁ’ପ୍ଲେସି ଦୁର୍ଭାଗ୍ୟବଶତଃ…
ପ୍ରଥମ ଦେଖାରେ ଟ୍ବିଙ୍କିଲ୍ଙ୍କୁ ପସନ୍ଦ କରିଥିଲେ ଅକ୍ଷୟ
ମୁମ୍ବାଇ,୨୯।୧୨: ବଲିଉଡ୍ ଅଭିନେତ୍ରୀ ଟ୍ବିଙ୍କିଲ୍ ଖାନ୍ନା ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ବରଶାତ୍ରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାପରେ ଜୁଲ୍ମୀ, ବାଦଶାହ, ଇଣ୍ଟରନ୍ୟାସନାଲ୍ ଖିଲାଡ଼ି…
ପଲିଥିନ ତଳେ ବିତୁଛି ଜୀବନ
ବାରିପଦା ଅଫିସ,୨୯ା୧୨- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାରସକଣା ପଞ୍ଚାୟତ ଅଧୀନ ନୂଆଗାଁ ଗ୍ରାମର ବୀଣାପାଣି ଦାସ(୭୮) ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା ଟାଇଲଛପର ଘରେ ପଲିଥିନ ଘୋଡ଼ାଇ…
ଦୁଇଭାଇଙ୍କ କିଚେନ ଗାର୍ଡେନ ଆପଣେଇଛନ୍ତି ଜୈବିକ ପଦ୍ଧତି
ଆନନ୍ଦପୁର, ୨୯।୧୨(ସ୍ବ.ପ୍ର.)-ଘର ଛାତ ଉପରେ ଜୈବିକ ପଦ୍ଧତିରେ ପନିପରିବା ଚାଷ ସାଙ୍ଗକୁ ନାନା ଜାତିର ଫୁଲ, ଫଳ ବଗିଚା ଯେ କେହି ବି ଦେଖିବ ତାର ଆଖି ଖୋସି ହୋଇଯିବ। ଏଭଳି ନିଆରା ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦୁଝର ଜିଲା…
Archives


