Posted inଜାତୀୟ

କମିପାରେ କରୋନା ଟିକାର ମୂଲ୍ୟ

ନୂଆଦିଲ୍ଲୀ,୨୬।୪ : କମିପାରେ କରୋନା ଟିକାର ମୂଲ୍ୟ। ଟିକାର ମୂଲ୍ୟ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେବା ପରେ ସୃଷ୍ଟି ହୋଇଛି ଏଭଳି ସମ୍ଭାବନା। ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଓ ଭାରତ ବାୟୋଟେକ୍‌କୁ କେନ୍ଦ୍ର ସରକାର ଟିକାର ମୂଲ୍ୟ ହ୍ରାସ କରିବାକୁ କହିଛନ୍ତି।

କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଟିକାର ମୂଲ୍ୟ ହ୍ରାସ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏବେ ଉଭୟ କମ୍ପାନୀ ପରିବର୍ତ୍ତିତ ମୂଲ୍ୟ ଘୋଷଣା କରିବେ ବୋଲି ଆଶା କରାଯାଉଛି।

ଭାରତ ବାୟୋଟେକ ଏହାର କୋଭିଡ୍‌-୧୯ ଟିକା କୋଭାକ୍ସିନର ପ୍ରତ୍ୟେକ ଡୋଜର ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ୬୦୦ ଟଙ୍କା ଓ ବେସରକାରୀ ମେଡିକାଲ ଲାଗି ୧,୨୦୦ ଟଙ୍କା ଧାର୍ଯ୍ୟ କରିଥିଲା। ସେହିଭଳି କୋଭିଶିଲ୍ଡ ଡୋଜ ପିଛା ରାଜ୍ୟ ସରକାର ଓ ବେସରକାରୀ ମେଡିକାଲ ପାଇଁ ଯଥାକ୍ରମେ ୪୦୦ ଏବଂ ୬୦୦ ଟଙ୍କା ଧାର୍ଯ୍ୟ କରିଥିଲା ବିଶ୍ୱର ସବୁଠୁ ବଡ଼ ଟିକା ପ୍ରସ୍ତୁତିକାରୀ କମ୍ପାନୀ ଏସ୍‌ଆଇଆଇ।


Enter your email to get our daily news in your inbox.

All Right Reserved By Dharitri.Com

‘୩ ମାସରେ କମିବ’

ପୁଣେ,୧୦।୧: ଓମିକ୍ରନ୍‌ ଭାରିଆଣ୍ଟ ଯୋଗୁ ଭାରତରେ ଯେଉଁଭଳି ଦ୍ରୁତବେଗରେ ସଂକ୍ରମଣ ବଢ଼ିଚାଲିଛି, ସେହିପରି ଶୀଘ୍ର ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଗତ ୫...

ଗୁଜରାଟ-ଆସାମରେ ବନ୍ୟା

ନୂଆଦିଲ୍ଲୀ,୪।୭: ମୌସୁମୀ ସକ୍ରିୟ ହେବା ପରେ ଏବେ ପ୍ରାୟ ସାରା ଦେଶରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ମାସରେ କିଛି...

ରାହୁଲ ଗାନ୍ଧୀଙ୍କୁ ମିଳୁନି ସିମ୍‌ କାର୍ଡ ଅବା ବ୍ୟାଙ୍କ ଋଣ: ନାମ ସାଜିଛି ବାଧକ

ଇନ୍ଦୋର,୩୦।୭: ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଜଣେ ଯୁବକଙ୍କ ନାମ ରାହୁଲ ଗାନ୍ଧୀ ଥିବାରୁ କୌଣସି କମ୍ପାନୀର ମୋବାଇଲ୍‌ ସିମ୍‌ କାର୍ଡ ତାଙ୍କୁ ମିଳିପାରୁନି। ସେ...

କର୍ନାଟକ ସରକାର ଟଳମଳ

ନୂଆଦିଲ୍ଲୀ/ବେଙ୍ଗାଲୁରୁ, ୨୯ା୫(ପି.ଟି.): କର୍ନାଟକରେ ଶାସକ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏବଂ କଂଗ୍ରେସ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ...

‘୨୬/୧୧ ପରେ ପାକ୍‌ ଉପରେ ଆକ୍ରମଣ ଯୋଜନା ଥିଲା’

ନୂଆଦିଲ୍ଲୀ,୨୯ା୧୨(ଆଇଏଏନ୍‌ଏସ୍‌): ୨୦୦୮ ନଭେମ୍ବ ୨୬ରେ ପାକ୍‌ ଆତଙ୍କବାଦୀ ମୁମ୍ବାଇ ଉପରେ ଆକ୍ରମଣ କରିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ...

ଯୌନ ସମ୍ପର୍କ ପାଇଁ ଜୀବନସାଥୀ ମନା କରିବା ନିଷ୍ଠୁରତା: ହାଇକୋର୍ଟ

ନୂଆଦିଲ୍ଲୀ,୧୯ା୯: ଜୀବନସାଥୀ ଯଦି ଉଦ୍ଦେଶ୍ୟମୂଳକ ଭାବେ ଯୌନ ସମ୍ପର୍କ ରଖିବାକୁ ମନା କରନ୍ତି, ତେବେ ଏହାକୁ ନିଷ୍ଠୁରତା ବିବେଚନା କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ମାତ୍ର...

ଚଣ୍ଡିଗଡ଼ ପରେ କେରଳ ଛୁଇଁଲା ଓମିକ୍ରନ୍‌, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୮

ନୂଆଦିଲ୍ଲୀ,୧୩ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ଭାଇରସର ନୂଆ ଭାରିଏଣ୍ଟ ଓିମକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଦେଶରେ ୩୮...

ରାହୁଲଙ୍କୁ ଭେଟିଲେ ଗିରଫ ସିଦ୍ଦିକ କାପ୍ପାନଙ୍କ ସ୍ତ୍ରୀ

ଥିରୁଭାନନ୍ତପୁରମ୍‌, ୨୨ା୧୦: ହାଥ୍‌ରସରେ ପୀଡ଼ିତା ପରିବାରକୁ ଭେଟିବା ଲାଗି ଯିବା ବାଟରେ ଉତ୍ତରପ୍ରଦେଶ ପୋଲିସ କେରଳର ଖବରଦାତା ସିଦ୍ଦିକ କାପ୍ପାନଙ୍କ ସହ ଅନ୍ୟ ୩ ଜଣଙ୍କୁ...

Advertisement
Archives

Model This Week