ପାଣିରେ କୁମ୍ଭୀରକୁ ଦେଖି ଡେଇଁଲା ବାଘ, ଆଉ ତା’ ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ବଲିଉଡରେ ଡେବ୍ୟୁ କରିବେ ସଉଥ୍ ଷ୍ଟାର ରଶ୍ମୀକା ମନ୍ଦନା
ମୁମ୍ବାଇ,୨୮।୧୨-ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଉଥ୍ ଷ୍ଟାର ରଶ୍ମୀକା ମନ୍ଦନା। ଅପକମିଂ ଫିଲ୍ମ ’ମିସନ ମଜନୁ’ରେ ସେ ନଜର ଆସିବେ। ତେବେ ପ୍ରଥମ ବଲିଉଡ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ଏବେ ଦ୍ୱିତୀୟ ଫିଲରେ ସାଇନ କରିଛନ୍ତି। ବିଗ୍ ବି…
ରାଜ୍ୟ ସରକାରଙ୍କ ବିରୋଧରେ ଫେସ୍ବୁକ୍ରେ ଏମିତି ପୋଷ୍ଟ କରିବା ପଡ଼ିଲା ମହଙ୍ଗା: ଚାଲିଗଲା ଚାକିରି
କେରଳର ଜଣେ ବିମାନବନ୍ଦର କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖିବା ମହଙ୍ଗା ପଡ଼ିଛି। ଏ ନେଇ ତାଙ୍କ ଚାକିରି ଚାଲିଯାଇଛି। କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡର ଜଣେ କର୍ମଚାରୀ କେରଳ ସରକାରଙ୍କ ବିରୋଧରେ ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ,…
ଦାବି ପ୍ରତ୍ୟାହାର ପାଇଁ ବେଦୀଙ୍କୁ ଅନୁରୋଧ କରିବ ଡିଡିସିଏ
ନୂଆଦିଲ୍ଲୀ,୨୮ା୧୨- କିମ୍ବଦନ୍ତୀ ଭାରତୀୟ ସ୍ପିନର ବିଶନ ସିଂ ବେଦୀଙ୍କୁ ଦିଲ୍ଲୀ କ୍ରିକେଟର ‘ବିସ୍ମ ପିତାମହ’ ଅଭିହିତ କରିଛନ୍ତି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି ରୋହନ ଜେଟଲି। ଆଉ ଫିରୋଜା ଶାହା କୋଟଲା ଗ୍ରାଉଣ୍ଡର ଏକ ଷ୍ଟାଣ୍ଡରୁ ନାମ ହଟାଇବା…
ଚାଷୀ ଆନ୍ଦୋଳନକୁ ସମର୍ଥନ କରି ୨୨୫ କି.ମି. ସାଇକେଲରେ ଯାତ୍ରା କଲେ ଶିକ୍ଷକ
ନୂଆଦିଲ୍ଲୀ,୨୮।୧୨-କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନ ପକ୍ଷରୁ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରହିଛି। ମାସେରୁ ଅଧିକ ଦିନ ଚାଲିଥିବା ଏହି ଆନ୍ଦୋଳନର ସମାଧନର ବାଟ ବାହାରି ପାରି ନାହିଁ। ଏପରିସ୍ଥିତିରେ ପଞ୍ଜାବର ଏକ…
ଲର୍ଡ୍ସ ଶତକ ମୋ କ୍ୟାରିୟରର ଶ୍ରେଷ୍ଠ ଇନିଂସ : ରାହାନେ
ମେଲବୋର୍ନ,୨୮ା୧୨- ଅଷ୍ଟ୍ରେଲିଆ ବିପକ୍ଷରେ ଏମ୍ସିଜିଠାରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଶତକୀୟ ପାଳିକୁ ବହୁ ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି। ହେଲେ ଏହାକୁ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଶତକ ଭାବେ ବିବେଚନା କରୁ ନହାନ୍ତିଁ ରାହାନେ। ତାଙ୍କ ୧୧୨…
ଡିସେମ୍ବର ୩୦ରେ ହେବ କୃଷକ ନେତା-ସରକାରଙ୍କ ମଧ୍ୟରେ କଥାବାର୍ତ୍ତା!
ନୂଆଦିଲ୍ଲୀ,୨୮ ।୧୨: କେନ୍ଦ୍ର ସରକାଙ୍କର କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ଏହା ୩୩ ଦିନରେ ପହଞ୍ଚିଲାଣି । ହେଲେ ଏହାର କୌଣସି ସମାଧାନ ହୋଇ ପାରୁନାହିଁ । ବହୁବାର କୃଷକ ନେତା ଓ…
ଆସିଲା ସୋନୁଙ୍କ ପୁସ୍ତକ ‘ଆଇ ଆମ ନୋ ମସିହା’ : ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ସମୟରେ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ଆଗରେ ବୋଧହୁଏ ଥିଲା ବଲିଉଡ୍ ସେଲିବ୍ରିଟି ସୋନୁ ସୁଦଙ୍କ ନାଁ । ୨୦୨୦ରେ ସେ ଅନ୍ୟମାନଙ୍କ ପାଇଁ ମସିହା ବା ଦେବଦୂତ…
ଆବାସ ଯୋଜନା କେଳେଙ୍କାରୀ: କେନ୍ଦୁଝର ସଦର ବ୍ଲକ ଘେରାଉ
କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ ପ୍ରତିବାଦରେ ଭାଜପା ପକ୍ଷରୁ ସୋମବାର ସଦର ବ୍ଲକ ଘେରାଉ କରିବା ସହ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝୀଙ୍କ…
ପଞ୍ଜାବରେ ରିଲିଜ ହେବନି କଙ୍ଗନାଙ୍କ ଫିଲ୍ମ!
ମୁମ୍ବାଇ:ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କର ବେଳକୁ ବେଳ ଅଡୁଆ ବଢିବାରେ ଲାଗିଛି । ଅନ୍ୟପଟେ ଦେଶରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମକୁ ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଅନେକେ ଲୋକ କୃଷକଙ୍କୁ ସହଯୋଗ ମଧ୍ୟ କରୁଛନ୍ତି ।…
କଳାହାଣ୍ଡିରେ ପୁଣି ମାତିଲେ ଲାଲବାହିନୀ: ଗଛ କାଟି ରାସ୍ତା ଅବରୋଧ
ଭବାନୀପାଟଣା,୨୮।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆମୂଳ ରାମପୁର ୪୪ ନଂ. ରାଜ୍ୟ ରାଜପଥ ଯାଖମ ନିକଟରେ ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ଏହା ସହ ଓଡ଼ିଶା ରାଜ୍ୟ ସିପିଆଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଏଥିରେ…
ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭାନୀପାଟଣା,୨୮।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆପଦର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏକାକାଳୀନ ତାଙ୍କ ଭବାନୀପାଟଣାସ୍ଥିତ ଗୋଦାମପଡା ବାସଭବନ, ଥୁଆପଦାର…
Archives


