ନ୍ୟାୟ ଦାବିରେ ଏସ୍ପିଙ୍କ ଦ୍ୱାରସ୍ଥ ଦମ୍ପତି
ଖୋର୍ଦ୍ଧା ଅଫିସ,୨୯।୧୨: ଖୋର୍ଦ୍ଧା ଜିଲାରେ ସରକାରୀ ଓ ମହାପ୍ରଭୁଙ୍କ ଜମି, କାଜୁ ଜଙ୍ଗଲ ଉପରେ ପଥର ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଏପରିକି ସ୍ଥିତିବାନ ପ୍ଲଟ ମଧ୍ୟ ବାଦ୍ ପଡ଼ିନି। ପ୍ରତିବାଦ କଲେ ମିଳୁଛି ହତ୍ୟା ଧମକ। ଏଥିସହ ପୋଲିସ…
ଏମିତି ଉପହାର ଦେଲେ ରାହାନେ, ଯାହାକୁ ସାରା ଜୀବନ ଭୁଲିପାରିବେନି ସିରାଜ୍
ମେଲବୋର୍ନ,୨୯।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରୁ ସ୍ମରଣୀୟ ଡେବ୍ୟୁ କରିଥିବା ମହମ୍ମଦ ସିରାଜଙ୍କୁ ଚତୁର୍ଥ ଦିନରେ ଅଧିତ୍ନାୟକ ଅଜିଙ୍କେ ରାହାନେ ଉପହାର ଦେଇଥିଲେ, ଯାହାକୁ ସେ ଆଜୀବନ ଭୁଲି ପାରିବେ ନାହିଁ। ସିରାଜ ବକ୍ସିଂ ଡେ ଟେଷ୍ଟରେ ମୋଟ…
ରାମଚଣ୍ଡୀ ପୀଠରେ ବେଆଇନ ପାର୍କିଂ ଫି
କୋଣାର୍କ,୨୯।୧୨(ଡି.ଏନ୍.ଏ.): କୋଣାର୍କସ୍ଥିତ ରାମଚଣ୍ଡୀ ପୀଠକୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ ପର୍ଯ୍ୟଟକଙ୍କୁ ଦର୍ଶନ ଓ ପାର୍କିଂ ନଁାରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ପୀଠ ରାସ୍ତା ଦୁଇପାର୍ଶ୍ୱ, ରାମଚଣ୍ଡୀ ଥାନା ପାର୍ଶ୍ୱ…
କୋଭିଡ୍ ପରିଚାଳନା ଚାଲେଞ୍ଜ ଥିଲା: ଏସ୍ପି
ଖୋର୍ଦ୍ଧା ଅଫିସ,୨୯।୧୨: ଖୋର୍ଦ୍ଧା ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଲକ୍ଡାଉନ, ଶଟ୍ଡାଉନ ସମୟରେ କୋଭିଡ୍ କଟକଣା, ଅପରାଧ, ଦୋକାନ ବଜାର ମଧ୍ୟରେ ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ଏକ ଚାଲେଞ୍ଜ ରହିଥିଲା। କରୋନା ସମୟରେ ହତ୍ୟା, ଲୁଟ୍, ଡକାୟତି ଭଳି…
ସଫଳତାର ରାଜ୍ ଖୋଲିଲେ କୋହଲି, ଜାଣିଲେ କରିିବେ ବାଃ ବାଃ
ମୁମ୍ବାଇ,୨୯।୧୨: କ୍ରିକେଟ ଇତିହାସରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଆଉ ଏକ ସଫଳତା ଯୋଡିଛନ୍ତି। କୋହଲିଙ୍କୁ ଆଇସିସିର ସର୍ବଶ୍ରେଷ୍ଠ କ୍ରିକେଟର୍ ଏବଂ ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ ଖେଳାଳି ଭାବେ ମନୋନୀତ କରାଯାଇଛି। ଆଇସିସି ପୁରସ୍କାର ପାଇବା ପରେ କୋହଲି…
ସର୍ବେଶ୍ୱରଙ୍କୁ ରିମାଣ୍ଡରେ ଆଣିଲା କ୍ରାଇମ୍ବ୍ରାଞ୍ଚ
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ସୋମବାରଠାରୁ ୨ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ପ୍ରଥମେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଜେରା ଆରମ୍ଭ ହୋଇଛି। ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ…
କୋହଲିଙ୍କୁ ଅଭିନବ ଶୈଳୀରେ ଶୁଭେଚ୍ଛା ଜଣାଇଲେ ଓ୍ବାର୍ନର : ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ହେବାର ସୌଭାଗ୍ୟ ପାଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଆଇସିସି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ଦଳ ଘୋଷଣା କରିଥିଲା।…
ଇଞ୍ଜେକ୍ଶନ୍ ନେଇ ରୋଗୀଙ୍କ ମୃତ୍ୟୁ
ପାରାଦୀପ,୨୯।୧୨(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଗଡ଼ ଗ୍ରାମରେ ସୋମବାର ଏକ ଔଷଧ ଦୋକାନରୁ ଇଞ୍ଜେକଶନ୍ ନେବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରବୀନ୍ଦ୍ର ସାହୁ (୪୫)। ଏନେଇ ତାଙ୍କ ସ୍ତ୍ରୀ ମୀନା ଥାନାରେ…
ହ୍ରାସ ପାଉଛି ଚଣ୍ଡିଆ ପାହାଡ଼ ପରିସୀମା
ଚଣ୍ଡିଖୋଲ, ୨୯।୧୨ (ଡି.ଏନ.ଏ.): ଦିନକୁ ଦିନ କମି ଚାଲିଛି ଚଣ୍ଡିଆ ପାହାଡ଼ର ଉଚ୍ଚତା ା ତାର ବ୍ୟାସାର୍ଦ୍ଧ ବି ହ୍ରାସ ପାଇବାରେ ଲାଗିଛି ା ଆଉ କିଛି ଦିନ ଏମିତି ଚାଲିଲେ ସେଠାରେ ଏକ ପାହାଡ଼ ଥିଲା ବୋଲି କେହି ବିଶ୍ୱାସ…
ସାମ୍ବାଦିକଙ୍କ ମାତୃବିୟୋଗ
ଭୁବନେଶ୍ୱର, ୨୯।୧୨ (ବ୍ୟୁରୋ): ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ହାସିମନଗର ନିବାସୀ ବରିଷ୍ଠ ସାମ୍ବାଦିକ ତଥା ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡାଙ୍କ ମା’ ସରସ୍ବତୀ ପଣ୍ଡାଙ୍କ ଗତ ଶନିବାର ସକାଳ ୭ଟାରେ ମସ୍ତିଷ୍କାଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା।…
ବରିଷ୍ଠ ସହସମ୍ପାଦକଙ୍କ ମାତୃ ବିୟୋଗ
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଧରିତ୍ରୀରେ କାର୍ଯ୍ୟରତ ବରିଷ୍ଠ ସହସମ୍ପାଦକ ଦୁର୍ଯ୍ୟୋଧନ ମିଶ୍ରଙ୍କ ମା’ ବିଶାଖା ଦେବୀଙ୍କ ରବିବାର ସନ୍ଧ୍ୟା ସାଢେ ୭ଟାରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କ ଘର ସୁବର୍ଣ୍ଣପୁର ଜିଲା ବିନିକା ନୂଆପଡାରେ। ସେ…
ଇତିହାସ ରଚିଲେ ଏହି କ୍ରିକେଟ୍ର
ମେଲବୋର୍ନ,୨୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ଭାରତର ତାରକା ବୋଲର ଜସପ୍ରୀତ ବୁମ୍ରା ଚମତ୍କାର ବୋଲିଂ କରିଥିଲେ। ସେ ଦ୍ୱିତୀୟ ଇନିଂସରେ ଦୁଇଟି ବଡ଼ ଉଇକେଟ ନେଇଥିଲେ। ଏହାପୂର୍ବରୁ ସେ ପ୍ରଥମ ଇନିଂସରେ ୫୬ ରନ ପାଇଁ ଚାରି ଉଇକେଟ…
Archives


