Home Left

ବିରାଟ କୋହଲିଙ୍କୁ ଶକ୍ତ ଚାପୁଡା ମାରିଥିଲେ ଏହି ବ୍ୟକ୍ତି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ କ୍ରିକେଟରେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରେ, କିଛି ନା କିଛି ରେକର୍ଡ ନିଜ ନାମରେ କରିଥାନ୍ତି। କିନ୍ତୁ ଜାଣିଛନ୍ତି କି, କ୍ରିକେଟରେ ଉଚ୍ଚ…

ଜନପ୍ରତିନିଧି, ସରକାରୀ କର୍ମଚାରୀ ଦେବେ ସମ୍ପତ୍ତି ତାଲିକା

ଭୁବନେଶ୍ୱର,୨୮।୧୨(ବୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସର୍ବଦା ସ୍ବଚ୍ଛତାକୁ ଗୁରତ୍ୱ ଦେଇ ଆସିଛନ୍ତି। ଦୁର୍ନୀତି ବିରୋଧୀ ସ୍ବରକୁ ଆହୁରି ଶାଣିତ କରିବାକୁ ସମସ୍ତ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ…

କୋଭିଡ୍‌ ଭ୍ୟାକ୍‌ସିନକୁ ଦେଶରେ ଖୁବ ଶୀଘ୍ର ମିଳିବ ମଞ୍ଜୁରୀ, ୫୦ ନିୟୁତ ଡୋଜ ପ୍ରସ୍ତୁତ: ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୨୮ା୧୨: ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ୫୦ ନିୟୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ୍‌-୧୯ ଭାକ୍‌ସିନ ପ୍ରସ୍ତୁତ କରିସାରିଛି। ଏ ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଆଦର ପୁନାଓ୍ବାଲା ସୋମବାର ସ୍ପଷ୍ଟ କରିଛନ୍ତି। ଭାକ୍‌ସିନର ଜରୁରୀକାଳିନ ବ୍ୟବହାରକୁ ଖୁବ୍‌ ଶୀଘ୍ର ଭାରତୀୟ ରେଗୁଲେଟର ମିଳିପାରେ…

ରାଜ୍ୟରେ ଥମୁନି କରୋନା, ଫିଲ୍ମ ରିଲିଜ୍‌ କରିବାକୁ ଅଡ଼ି ବସିଛନ୍ତି ସାଉଥ୍‌ ଷ୍ଟାର ବିଜୟ

ଚେନ୍ନାଇ,୨୮ା୧୨- ତାମିଲନାଡୁରେ ଏବେ ଦିନକୁ ହଜାରେରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ରାଜ୍ୟରେ ଏପର୍ଯ୍ୟନ୍ତ ୧୨,୦୬୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହାକି ପୂରା ଦେଶରେ ଦ୍ୱିତୀୟ ସର୍ବାଧିକ। ହେଲେ କଲିଉଡ୍‌ ଆକ୍ଟର ବିଜୟ ସିନେମା ହଲରେ…

ସୁସ୍ଥ ହେଲେ ୩୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୩୧, ବାଲେଶ୍ୱରରୁ ୨୬, ସମ୍ବଲପୁରରୁ ୨୫, ମୟୂରଭଞ୍ଜରୁ ୨୨, ପୁରୀରୁ ୨୨, ଅନୁଗୋଳରୁ ୨୦, ବରଗଡରୁ ୧୭, କଟକରୁ…

ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ

ଚୌଦ୍ୱାର, ୨୮ା୧୨(ଡି.ଏନ.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ରବିବାର ରାତିରେ ପୁଣିଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଶନିବାର ରାତିରେ ଏହି ବ୍ଲକ ଅଧୀନ ଦେବୀନଗର ଗ୍ରାମରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବାବେଳେ ରବିବାର ରାତିରେ ଶାଳଗଁା ପଞ୍ଚାୟତର ଦାମୋଦରପୁର ଗ୍ରାମରେ…

ପାଣ୍ଡେମିକ୍‌ରେ ସବୁଠୁ ବଡ଼ ଓପନିଂ ପାଇଥିବା ଫିଲ୍ମ ‘ଓ୍ବାଣ୍ଡର ଓମେନ ୧୯୮୪’

ବିଭିନ୍ନ ଷ୍ଟ୍ରିମିଂ ସାଇଟ୍‌ରେ ଉପଲବ୍ଧ ହେବା ସତ୍ତ୍ୱେ ‘ଓ୍ବାଣ୍ଡର ଓମେନ ୧୯୮୪’ କରୋନା ଭାଇରସର ଭୟ ସତ୍ତ୍ୱେ କେବଳ ଖ୍ରୀଷ୍ଟମସ ସପ୍ତାହରେ ୧୬.୭ ନିୟୁତ ଆମେରିକୀୟ ଡଲାର (୧୨୨ କୋଟି ଟଙ୍କା) ଆୟ କରିଛି। ଛୁଟିଦିନରେ ସାଧାରଣ ସିନେମା ହଲ ହାଉସ୍‌ଫୁଲ…

ମୁମ୍ବାଇ ଫେରିଲେ କଙ୍ଗନା

ମୁମ୍ବାଇ,୨୮।୧୨-ଦୀର୍ଘ ଦିନ ଧରି ନିଜର ହୋମ୍‌ଟାଉନ ମନାଲିରେ ରହିବା ପରେ ପୁଣିଥରେ ମୁମ୍ବାଇ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌। ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଭଉଣୀ ରଙ୍ଗୋଲି ଓ ପୁତୁରା ପ୍ରୀତିରାଜଙ୍କ ସହ ଦେଖିବାକୁ ମିଳିଛି। ଏୟାରପୋର୍ଟରେ କୁଲ ଲୁକରେ ତାଙ୍କୁ…

ଏହି ଦେଶରେ ଶିଶୁ ଜନ୍ମ ହେବା ପରେ ପରିବାରଠାରୁ ଅଲଗା ରହେ ମା’

ଶିଶୁ ଜନ୍ମ ହେବା ପରିବାରରେ ଅତ୍ୟନ୍ତ ଖୁସିର ବିଷୟ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ ସମ୍ପ୍ରଦାୟରେ, ଶିଶୁ ଜନ୍ମ ହେବା ସମୟରେ ବିଭିନ୍ନ ପ୍ରକାର ରୀତିନୀତି କରାଯାଏ। ଆପଣ ଜାଣି…

ଫରହା ଖାନଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ,୨୮।୧୨-ବଲିଉଡ କୋରିଓଗ୍ରାଫର୍‌ ଫରହା ଖାନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ଏ ନେଇ ସେ ସୋମବାର ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି। ସାରା ଲେଖିଛନ୍ତି, ଏହା ସତ୍ୟ ଯେ ମୋ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ପୂର୍ବରୁ ମୋ ଇନଷ୍ଟାଗ୍ରାମ ଆକାଉଣ୍ଟ…

ଶିଶୁଙ୍କ ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରି ୪୧ ଅଟକ

କୋଚୀ,୨୮ା୧୨- ଶିଶୁଙ୍କ ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରୁଥିବା ଏକ ର଼୍ୟାକେଟ ଧରାପଡ଼ିଛି। କେରଳ ପୋଲିସର ସାଇବର ଓ୍ବିଙ୍ଗ୍‌ ସୋମବାର ଆଇଟି ଫ୍ରୋଫେଶନାଲଙ୍କ ସମେତ ୪୧ ଜଣଙ୍କୁ ଅଟକ ରଖି ଓ ମୋଟ ୩୩୯ଟି ମାମଲା ରୁଜ୍ଜୁ କରାଯାଇଥିବା ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ମନୋଜ…

ଭୁବନେଶ୍ୱରରୁ ଆଜି ପୁଣି ୨୨ ପଜିିଟିଭ୍‌ ଚିହ୍ନଟ: ୩୩ ସୁସ୍ଥ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୧୩ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri