Home Left

କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ଭାରତରେ

ନୂଆଦିଲ୍ଲୀ,୩୧।୧୨: ଗୋଇନ୍ଦା ବିଭାଗକୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ସୁଖ ବିକରିଓ୍ବାଲଙ୍କୁ ଭାରତକୁ ଅଣାଯାଇପାରିଛି। ଗୁରୁବାର ତାଙ୍କୁ ଦୁବାଇରୁ ଭାରତକୁ ଅଣାଯାଇଛି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ସେ ପଞ୍ଜାବରେ ଟାର୍ଗେଟ କିଲିଂ କରୁଥିବା ଅଭିଯୋଗ ହୋଇଛି।…

ଗର୍ଭଧାରଣ ବିଷୟ ଏମିତି ଲୁଚାଇ ରଖିଥିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଅନୁଷ୍କା ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ବେବି ବମ୍ପ ଶେୟାର କରନ୍ତି। ନିକଟରେ ସେ ଭୋଗ୍ୟୁ ପତ୍ରିକା ପାଇଁ ଫଟୋଶୁଟ୍‌ କରିଥିଲେ। ଏହାର ଫଟୋ…

ରାମମନ୍ଦିର ଚାନ୍ଦା ଆଦାୟରୁ ଉତ୍ତେଜନା

ଭୋପାଳ,୩୧।୧୨ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ମଧ୍ୟପ୍ରଦେଶରେ ଚାନ୍ଦା ଆଦାୟ ବେଳେ ଦୁଇଟି ସ୍ଥାନରେ ଉତ୍ତେଜନା ଦେଖାଦେବା ସହ ସଂଘର୍ଷ ହୋଇଛି। ମଙ୍ଗଳବାର ମଣ୍ଡସୌର ଜିଲାର ଦୋରାନା ଗ୍ରାମରେ ଏକ ମସ୍‌ଜିଦ ଭାଙ୍ଗିବାକୁ ଗୋଟିଏ ଗୋଷ୍ଠୀ ଉଦ୍ୟମ କରିଥିଲେ। ସେମାନଙ୍କ…

ଜାନୁୟାରୀରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଟୁରରେ ଯିବ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ଖୁବ୍‌ଶୀଘ୍ର ଭାରତୀୟ ମହିଳା ହକି ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଜାନୁୟାରୀରେ ମହିଳା ଦଳ ଆର୍ଜେଣ୍ଟିନା ଟୁର କରିବ। ଏଥିସହିତ ଭାରତୀୟ ମହିଳା ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଫେରିବା ନିଶ୍ଚିତ ହୋଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ସାରା…

ମଡର୍ନା ନେଲେ କମଲା ହାରିସ୍‌

ଓ୍ବାଶିଂଟନ୍‌, ୩୧ା୧୨: ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ ବୁଧବାର କୋଭିଡ୍‌ ଟିକା ମଡର୍ନାର ପ୍ରଥମ ଡୋଜ ନେଇଛନ୍ତି। ଟିକାର ବିଶ୍ୱସନୀୟତା ଏବଂ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ କମଲା ଭାକ୍ସିନ ନେବା ଦୃଶ୍ୟର ସିଧାପ୍ରସାରଣ କରାଯାଇଥିଲା। ହାରିସ୍‌ଙ୍କ ସହ…

ଆର୍ଜେଣ୍ଟିନାରେ ଗର୍ଭପାତକୁ ଅନୁମତି

ବୁଏନ୍ସ ଏରିସ୍‌, ୩୧ା୧୨: ପ୍ରସବ ପାଇଁ ଇଚ୍ଛା କରୁ ନ ଥିବା ମହିଳା ଗର୍ଭପାତ କରାଇଲେ ତାହା ଆଇନସମ୍ମତ। ଏ ସଂକ୍ରାନ୍ତ ବିଲ୍‌ ଆର୍ଜେଣ୍ଟିନା ସିନେଟ୍‌ରେ ଅନୁମୋଦିତ ହୋଇଛି। ଦଶନ୍ଧି ଧରି ମହିଳାଙ୍କ ଏହି ଅଧିକାର ପାଇଁ ଦାବି ରଖି ଆସୁଥିବା…

ଡିଜାଇନର ପିୟରେ କାର୍ଡିନ୍‌ଙ୍କ ପରଲୋକ

ପ୍ୟାରିସ୍‌, ୩୧।୧୨: ଫ୍ରାନ୍ସର ଖ୍ୟାତନାମା ଡିଜାଇନର ପିୟରେ କାର୍ଡିନ୍‌ଙ୍କର ୯୮ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ଏହି ଡିଜାଇନରଙ୍କ ନାଁ ବ୍ରାଣ୍ଡରେ ପରିଣତ ହୋଇଥିଲା। ହାତଘଡ଼ିଠାରୁ ଆରମ୍ଭ କରି ବେଡ୍‌ଶିଟ୍‌ ସବୁଥିରେ ତାଙ୍କର ସ୍ବତନ୍ତ୍ର ସ୍ପେସ୍‌ ଏଜ୍‌ ଷ୍ଟାଇଲ୍‌ ୬୦…

ସ୍ବାମୀଙ୍କ ସହ କ୍ଲିନିକ୍‌ ଗଲେ ଅନୁଷ୍କା ଶର୍ମା

ମୁମ୍ବାଇ,୩୧।୧୨: ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ ଫଟୋଶୁଟ୍‌ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏବେ ସ୍ବାମୀ ତଥା ଭାରତୀୟ କ୍ରିକେଟ୍‌…

ଲିଭ୍‌ ଇନ୍‌ରେ ରହିପାରିବେ ପ୍ରେମୀଯୁଗଳ

ଚଣ୍ଡୀଗଡ, ୩୧ା୧୨: ବିବାହ ବୟସ ହୋଇ ନ ଥିଲେ ବି ଯୁବତୀଯୁବକ ଏକାଠି ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିପାରିବେ ବୋଲି କହିଛନ୍ତି ପଞ୍ଜାବ ହରିୟାଣା ହାଇକୋର୍ଟ। ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଜଣେ ବ୍ୟକ୍ତି କିପରି ଜୀବନଶୈଳୀରେ ବଞ୍ଚିବେ…

୧,୨୮,୨୫୦ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ଖୋର୍ଦ୍ଧା ଅଫିସ,୩୧।୧୨:ପୋଲିଓ ପ୍ରତିଷେଧକ ଟିକାକରଣ ଲାଗି ଜିଲା ଟାସ୍କ ର୍ଫୋସ କମିଟି ବୈଠକ ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲାରେ ଜାନୁୟାରୀ ୧୭,୧୮ ଓ ୧୯ରେ…

ଆଉ ୪ ବ୍ରିଟେନ୍‌ ଫେରନ୍ତା ମିଳୁନାହାନ୍ତି

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଭୁବନେଶ୍ୱରକୁ ଗତ ୨୯ ତାରିଖ ସୁଦ୍ଧା ବ୍ରଟେନ୍‌ରୁ ୬୨ଜଣ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ବୁଧବାର ସନ୍ଧ୍ୟା ସୁଦ୍ଧା ୫୮ ଜଣଙ୍କ ସହ ଯୋଗାଯୋଗ ହୋଇପାରିଛି। କିନ୍ତୁ ଏବେବି ଆଉ ୪ଜଣଙ୍କ ଠିକଣା ମିଳୁ ନାହିଁ। କ୍ଷେତ୍ରସ୍ତରୀୟ ଯାଞ୍ଚ କରିବାକୁ ଗଠିତ ହୋଇଥିବା…

ରେଳପଥ ଐତିହ୍ୟକୁ ନେଇ ହେବ ସଂଗ୍ରହାଳୟ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ରେଳ ଐତିହ୍ୟ ସଂଗ୍ରହାଳୟ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଓ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ରେଲ୍‌ଓ୍ବେ ଷ୍ଟାଡିୟମ୍‌ଠାରେ ଏହି ଐତିହ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri