Home Left

ଭାରତୀୟ ଦଳ ପାଇଁ ଖରାପ ଖବର: ଭାରତ ଫେରିଲେ ଏହି କ୍ରିକେଟର୍‌

ମେଲବୋର୍ନ,୩୧।୧୨:ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳର ବିଜୟ ହାସଲ କରିଛି। ଏହି ସମୟରେ ବର୍ଡର-ଗାଭାସ୍କର ଟ୍ରଫି ୧-୧ରେ ବରାବର ହୋଇଛି। ଜାନୁଆରୀ ୭ରେ ତୃତୀୟ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଦଳର…

ଖାଦ୍ୟ ନାଁରେ ବିଷ ବେପାର

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଖାଦ୍ୟ ନାଁରେ ବିଷ ବେପାର ଚାଲିଛି। ଅଧିକ ମୁନାଫା କମାଇବା ଆଶାରେ ଅସାଧୁ ବ୍ୟବସାୟୀମାନେ ଜନସ୍ବାସ୍ଥ୍ୟ ସହ ଭୟଙ୍କର ଖେଳ ଖେଳୁଛନ୍ତି। ଖାଦ୍ୟସାମଗ୍ରୀ ଅପମିଶ୍ରଣ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ଭାବେ ଦେଖାଦେଇଛି। ତେଲ, ଘିଅ, ସସ୍‌ ଓ ବିଭିନ୍ନ ପ୍ରକାର…

ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ୨୮ ଯାତ୍ରୀ ମୃତ

ଦାମାସକସ୍‌,୩୧।୧୨: ଦକ୍ଷିଣ ସିିରିଆର ଡେର୍‌ ଅଲ୍‌-ଜୌର ପ୍ରଦେଶରେ ଏକ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରଦେଶର କୋବାଜ୍ଜେପ୍‌ ଅଞ୍ଚଳରେ ବସ୍‌ ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସିରିଆରେ…

ନକଲି ପନିର୍‌ ମାମଲା: ବ୍ୟବସାୟୀ ଗିରଫ

କଟକ ଅଫିସ୍‌,୩୧।୧୨: କଟକର ଚାଉଳିଆଗଞ୍ଜ ନକଲି ପନିର୍‌ ମିଳିବା ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ୨୭୨, ୨୭୩, ୪୨୦ ଏବଂ ୩୪ ଆପିସି ଧାରା ଏବଂ ଖାଦ୍ୟ ନିରାପତ୍ତା ଦଫାରେ ତାଙ୍କୁ ଗିରଫ କରାଯାଇଛି। କଟକର ଚାଉଳିଆଗଞ୍ଜ…

ରୋହିତ ଶର୍ମାଙ୍କୁ କୋଳାଗ୍ରତ କରି ସ୍ବାଗତ କଲେ ସାଥୀ ଖେଳାଳି, କିନ୍ତୁ କୋଚ୍‌ ମାରିଲେ ଏମିତି କମେଣ୍ଟ

ସିଡନୀ,୩୧।୧୨: ହିଟ୍‌ମ୍ୟାନ୍‌ ରୋହିତ୍‌ ଶର୍ମା ସୁସ୍ଥ ହୋଇ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ଭାରତୀୟ ଦଳ ସହ ଯୋଗ ଦେଇଛନ୍ତି। ଗୋଟିଏ ପଟେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଖେଳାଳିମାନେ କୋଳାଗ୍ରତ କରି…

ଶୁଟିଂ ସେଟ୍‌ରେ ୩୦ ପଟ ରୁଟି ଖାଉଥିଲେ ସଲମାନ

ମୁମ୍ବାଇ: ସଲମାନ ଖାଁଙ୍କ ସୁପରହିଟ୍ ଫିଲ୍ମ ‘ମେନେ ପ୍ୟାର କିୟା’କୁ ରିଲିଜ୍ ହେବା ୩୧ ବର୍ଷ ପୂରଣ ହୋଇଛି । ସଲମାନ ପ୍ରଥମ କରି ଏହି ଫିଲ୍ମରେ ଲିଡ୍ ରୋଲରେ ଦେଖାଦେଇଥିଲେ । ଆଉ ଏହି ଫିଲ୍ମରୁ ହିଁ ତାଙ୍କର ଏକ…

ଗାୟତ୍ରୀ ପ୍ରଜାପତିଙ୍କ ଘରେ ଚଢ଼ାଉ: ୧୧ ଲକ୍ଷ ଅଚଳ ଟଙ୍କା ସହିତ ୧୦୦ ବେନାମୀ ସମ୍ପତ୍ତି ଜବତ

ଲକ୍ଷ୍ନୌ,୩୧।୧୨: ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଖଣି ଦୁର୍ନୀତିରେ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ପ୍ରବତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆମେଠି ସ୍ଥିତ ବାସଭବନରେ ଚଢ଼ାଉ ସମୟରେ ୧୧ ଲକ୍ଷ ଟଙ୍କାର…

ସାଧାରଣତନ୍ତ୍ର ଦିବସ ପରେଡରେ ୨୫ ହଜାର ଦର୍ଶକଙ୍କୁ ଅନୁମତି!

ନୂଆଦିଲ୍ଲୀ,୩୧ ।୧୨: କରୋନା ମହାମାରୀ କାରଣରୁ ଆସନ୍ତା ମାସରେ ପାଳନ ହେବାକୁ ଯାଉଥିବା ୨୬ ଜାନୁୟାରୀ ବା ସାଧାରଣତନ୍ତ୍ର ଦିବସରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ସବୁବର୍ଷ ଅପେକ୍ଷା ଏଥର ପରେଡରେ ମାର୍ଚିଙ୍ଗ ସ୍କାଡଙ୍କ ସଂଖ୍ୟା କମ୍ ରହିବ ବୋଲି…

୨ ଆଙ୍ଗୁଠି ଭାଙ୍ଗିବା ସତ୍ତ୍ୱେ ୪୯ ଓଭର ବୋଲିଂ କରି ଦଳକୁ ବିଜୟ ଦେଲେ ଏହି ବୋଲର୍‌

ମାଉଣ୍ଟ ମୁଙ୍ଗାନୁଇ,୩୧।୧୨: ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ନିଲ ୱାଗନରଙ୍କ ସାହସକୁ ପ୍ରଶଂସା କରିଛନ୍ତି କିଓ୍ବି ଅଧିନାୟକ କେନ ୱିଲିୟମସନ ଏବଂ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ। ୱାଗନର ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଦୁଇଟି ଆଙ୍ଗୁଠି ଭାଙ୍ଗିବା ସତ୍ତ୍ୱେ ଚମତ୍କାର ବୋଲିଂ…

ସିନୋଫାର୍ମ କରୋନା ଟିକାକୁ ଚାଇନାରେ ମଞ୍ଜୁରୀ

ବେଜିଂ,୩୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକାକୁ ଗୁରୁବାର ମଞ୍ଜୁରୀ ମିଳିଛି। ଏବେ ଏହାକୁ ଜରୁରୀକାଳୀନ ପରିସ୍ଥିିତିରେ ବ୍ୟବହାର କରାଯାଇପାରିବ। ଚାଇନାରେ ୫ଟି କରୋନା ଟିକାର କ୍ଲିନିକାଲ ଟ୍ରାଲଏ୍‌ ବିଭିନ୍ନ ପର୍ଯ୍ୟାୟରେ…

୫ ବର୍ଷ ପୂର୍ବେ ଆଜିର ଦିନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଧୋନୀ

ଭାରତର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୪ରେ ଆଜିର ଦିନରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ୬ ବର୍ଷ ପୂର୍ବେ ମେଲବୋର୍ନରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ପରେ ଧୋନୀ ହଠାତ୍‌ ଅବସର ଘୋଷଣା କରି…

କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ଭାରତରେ

ନୂଆଦିଲ୍ଲୀ,୩୧।୧୨: ଗୋଇନ୍ଦା ବିଭାଗକୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ସୁଖ ବିକରିଓ୍ବାଲଙ୍କୁ ଭାରତକୁ ଅଣାଯାଇପାରିଛି। ଗୁରୁବାର ତାଙ୍କୁ ଦୁବାଇରୁ ଭାରତକୁ ଅଣାଯାଇଛି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ସେ ପଞ୍ଜାବରେ ଟାର୍ଗେଟ କିଲିଂ କରୁଥିବା ଅଭିଯୋଗ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri