ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରି ‘ବିବାହିତ ପ୍ରେମିକ’ଙ୍କୁ କିଣିଲେ ପ୍ରେମିକା, କାରଣ ଜାଣିଲେ..
ଆଗରୁ କୁହାଯାଉଥିଲା ପ୍ରେମକୁ ଟଙ୍କାରେ କିଣି ହେବ ନାହିଁ। ହେଲେ ଆଜିକାଲିର ସମୟରେ କିଛି ବି ସମ୍ଭବ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଜବ ପ୍ରେମକାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ପ୍ରେମକୁ ପାଇବା ପାଇଁ ଦେଢ଼ କୋଟି…
ବିବାହର ତିନି ଘଣ୍ଟା ପରେ ଡ୍ରାମା କୁଇନ୍କୁ ଛାଡ଼ି ପଳାଇଥିଲେ ସ୍ବାମୀ
ବମ୍ବେ: ବିଗ୍ବସ୍ରେ ଭଳିକି ଭଳି ଡ୍ରାମା କରୁଛନ୍ତି ଡ୍ରାମା କୁଇନ୍ ରାକ୍ଷୀ। କିଛିଦିନ ପୂର୍ବେ ନିଜ ବିବାହକୁ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ସେ। ହେଲେ ସ୍ବାମୀଙ୍କ ପରିଚୟ କିମ୍ବା ଫଟୋ ଶେୟାର କରୁ ନ ଥିଲେ। ଏବେ ରାକ୍ଷୀ ସ୍ବାମୀଙ୍କ…
ମିଛ କହିଲେ ଅମିତାଭ ବଚ୍ଚନ!
ବଲିଉଡ୍ ସୁପର୍ଷ୍ଟାର୍ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଜାନୁୟାରୀ ୬ରେ ବିଗ ବି ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ ଅମିତାଭ ମିଛ କହୁଛନ୍ତି ବୋଲି ପ୍ରଶଂସକ କହିଛନ୍ତି। ଅମିତାଭ ସୋସିଆଲ ମିଡିଆରେ ଏକ ଫଟୋ…
ସୀମା ଜବର ଦଖଲ ପାଇଁ ଯାଯାବରଙ୍କ ସହାୟତା ନେଉଛି ଚାଇନା
ବେଜିଂ,୭।୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଥିବା ଏଲ୍ଏସିରେ ଉତ୍ତେଜନା କମିବା ବଦଳରେ ବଢ଼ିଚାଲିଛି। ସୀମା ଜବର ଦଖଲ ପାଇଁ ଚାଇନା ସୈନ୍ୟ ବାହିନୀ ପକ୍ଷରୁ ନୂଆ ଷଡ଼ଯନ୍ତ୍ର ରଚାଯାଇଛି। ଯାଯାବର ସମ୍ପ୍ରଦାୟଙ୍କ ସହାୟତାରେ ଚାଇନା ଭାରତ ସୀମାରେ ଜବର…
ପ୍ରବଳ ରାଗିଗଲେ ଅନୁଷ୍କା ଶର୍ମା
ଆଜିକାଲି ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ଅନୁଷ୍କା ଶର୍ମା ପ୍ରଶଂସକଙ୍କ ସହ ପୋଷ୍ଟ ଶେୟାର କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ନିକଟରେ ଅନୁଷ୍କା ତାଙ୍କ ସୋସିଆଲ…
ଆରମ୍ଭ ହେଲା କୃଷକଙ୍କ ଟ୍ରାକ୍ଟର ରାଲି
ନୂଆଦିଲ୍ଲୀ,୭ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୪୩ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ସରକାରଙ୍କ ସହ କେତେଥର କଥା ହୋଇଥିଲେ ବି ଏହାର କୌଣସି ସମାଧାନ ଏପର୍ଯ୍ୟନ୍ତ ବାହାରି…
ସାର୍କ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ କୁନି ପୁଅ
ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ନିଜ ପୁଅ ସହ ଏକ ଫଟୋ ଶେୟାର କରିଛନ୍ତି। ଯାହା ଭାଇରାଲ ହୋଇଛି। ଫଟୋରେ ତାଙ୍କ ପୁଅ ଏକ ସାର୍କ ଧରିଥିବା ନଜର ଆସୁଛନ୍ତି।…
ଭିଜା ପାଇଁ ୮୧ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କଲେ ଯୁବକ
କାଏରୋ,୭।୧: ଇଜିପ୍ଟରେ ଜଣେ ୩୬ ବର୍ଷ ବୟସ୍କ ଯୁବକ ଭିଜା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ସେ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ମହମ୍ମଦ ଅହମ୍ମଦ ଇବ୍ରାହିମ୍ ନାମକ ଏହି ଯୁବକ ୮୧ ବର୍ଷ…
କରୋନା ସଂକ୍ରମଣ: ଲକ୍ଡାଉନ ମୁହାଁ ବିଶ୍ୱ
ବର୍ଲିନ,୭ ।୧: କରୋନା ଭାଇରସ ସଂକ୍ରମଣ ବିଭିନ୍ନ ଦେଶରେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଭିନ୍ନ ଦେଶରେ ଦେଖାଦେବା ସହ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି…
ବିରୋଧ ନୁହେଁ ବିଦ୍ରୋହ: ବାଇଡେନ୍
ଓ୍ବାଶିଂଟନ,୭।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମର୍ଥକଙ୍କ ପକ୍ଷରୁ ଆମେରିକା ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ଜୋ ବାଇଡେନ୍ ମୁହଁ ଖୋଲିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଗଣତନ୍ତ୍ର ପାଇଁ ଏହା ଉପଯୋଗୀ ନୁହେଁ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରିବା କିଛି…
ଗଣତନ୍ତ୍ରର ହତ୍ୟା: ଶୀଘ୍ର ଟ୍ରମ୍ପ୍ଙ୍କୁ ହଟାଯାଉ
ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମର୍ଥକଙ୍କ ପକ୍ଷରୁ ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଡ଼ା ନିନ୍ଦା କରିଛନ୍ତି। ଶୀଘ୍ର ଟ୍ରମ୍ପ୍ଙ୍କୁ ପଦରୁ ହଟାଯାଉ ବୋଲି ସାଂସଦ ଆର.ଓ. ଖାନ୍ନା କହିଛନ୍ତି। ସଂସଦ ପରିସରରେ ଅସ୍ତ୍ରଶସ୍ତ୍ର…
ମମତାଙ୍କୁ ଭୁଲିଗଲେ ମୋଦି!
ନୂଆଦିଲ୍ଲୀ,୭ ।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଯେମିତି ଭୁଲିି ଯାଇଛନ୍ତି । କିଏ କିଏ କହୁଛନ୍ତି ମୋଦି ମମତାଙ୍କୁ ଆଦୌ ମନେପକାଇବାକୁ ଚାହୁଁ ନାହାନ୍ତି । କଥା ହେଲା ଜାନୁୟାରୀ ୫ରେ…
Archives


