ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ବନ୍ଧା ହୋଇଥିବା ବେଳେ କ୍ରିକେଟ୍ ଖେଳୁଥିବା ନଜରକୁ ଆସୁଛି। ହାତୀଟି ବନ୍ଧା ହୋଇଥିବା ବେଳେ ଛିଡା ହୋଇ ଶୁଣ୍ଢରେ ବ୍ୟାଟିଂ କରୁଛି। ଛକା, ଚଉକା ନାଦି ଦେଉଛି। ଏହି ଭିଡିଓକୁ ଗନୁପ୍ରେମ୍ ଟୁଇଟର ହ୍ୟାଣ୍ଡେଲରେ ଶେୟାର ହୋଇଛି। ଏହା ଭାଇରାଲ ହେବାରେ ଲାଗିଛି।
Have you seen an elephant playing cricket? Well he is better than many international players.
pic.twitter.com/WrJhnYTboW— Gannuprem (@Gannuuprem) May 8, 2021