ୟେମେନ୍‌ରେ ରକ୍ତାକ୍ତ ସଂଘର୍ଷ: ୪୪ ମୃତ

ସାନା, ୧୦।୫(ଆଇଏଏନ୍‌ଏସ୍‌): ୟେମେନ୍‌ର ତୈଳ ବହୁଳ ମାରିବ୍‌ ପ୍ରଦେଶରେ ସରକାର ସପକ୍ଷବାଦୀ ଗୋଷ୍ଠୀ ଏବଂ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୪୪ ଜଣଙ୍କ ଜୀବନ ଯାଇଛି। ପଶ୍ଚିମ ମାରିବ୍‌ର ସରକାର ସପକ୍ଷବାଦୀ ବାହିନୀ ବିରୋଧରେ ବିଭିନ୍ନ ସ୍ଥାନରେ ହାଉଥି ଯୋଦ୍ଧାମାନେ ଆକ୍ରମଣ କରିଥିଲେ। ସରକାରଙ୍କୁ ସମର୍ଥନ କରୁଥିବା ସ୍ଥାନୀୟ ଆଦିବାସୀମାନେ ଅସ୍ତ୍ରଶସ୍ତ୍ର ସହ ହାଉଥି ଆକ୍ରମଣକାରୀଙ୍କୁ ସାମନା କରିଥିଲେ। ଏଥିରେ ୨୭ ହାଉଥି ଯୋଦ୍ଧା ନିହତ ହେବା ସହ ସରକାର ସପକ୍ଷବାଦୀ ଗୋଷ୍ଠୀର ୧୭ ଜଣ ପ୍ରାଣ ହରାଇଛନ୍ତି। ଏହି ସଂଘର୍ଷରେ ଶତାଧିକ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସାସ ଗୁଳିକାଣ୍ଡ: ବାଇଡେନ କହିଲେ ବହୁତ ହେଲା ଏବେ ଆକ୍ସନର ସମୟ

ୱାଶିଂଟନ,୨୫ ।୫: ଆମେରିକାର ଟେକ୍ସାସରେ ଥିବା ଏକ ପ୍ରାଥମିକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡରେ ୧୮ ନିରିହ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଆମେରିକାକୁ...

ଆମେରିକା ପ୍ରସ୍ତୁତ କରୁଛି ନୂଆ କରୋନା ଭାଇରସ!

ଓ୍ବାଶିଂଟନ, ୧୫।୮: ସମଗ୍ର ବିଶ୍ୱରେ କରୋନା ମହାମାରୀ ସଙ୍କଟ ଥମିବାର ନାଁ ଧରୁନି। ଏଥିରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଟିକା ତିଆରି କରିବାରେ...

ପଛକୁ ହଟିଲେ ରୁଷିଆ ସେନା, ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କି କହିଲେ ଖେରସନ ଏବେ ଆମର

କ୍ୱିଭ,୧୨ ।୧୧: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ସଦ୍ୟ ସୂଚନା ଅନୁଯାୟୀ, ୟୁକ୍ରେନର ଖେରସନରୁ ରୁଷିଆ ସେନା ପଛକୁ ହଟି...

ଚାଇନାରେ ଜନ୍ମ ହାର ୪୩ ବର୍ଷ ମଧ୍ୟରେ ସର୍ବନିମ୍ନ…

ବେଜିଂ,୨୪।୧୧: ଚାଇନାରେ ଗତ ୪୩ ବର୍ଷ ମଧ୍ୟରେ ୧୯୭୮ ପରଠାରୁ ଜନ୍ମ ହାର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଯେତେବେଳେ ଚାଇନା ସରକାର ଜନସଂଖ୍ୟା ସଙ୍କଟ...

ଲିଙ୍ଗଗତ ତାରତମ୍ୟ ତାଲିକା: ୧୧୨ ସ୍ଥାନରେ ଭାରତ; ପ୍ରଥମ ସ୍ଥାନରେ ଆଇସ୍‌ଲାଣ୍ଡ

ଜେନେଭା/ନୂଆଦିଲ୍ଲୀ,୧୭।୧୨: ଲିଙ୍ଗଗତ ତାରତମ୍ୟ ତାଲିକାରେ ଭାରତ ଚଳିତ ବର୍ଷ ୧୧୨ ସ୍ଥାନ ହାସଲ କରିଛି। ଗତ ବର୍ଷ ତୁଳନାରେ ଏହା ୪ ସ୍ଥାନ ତଳକୁ ଖସି...

୨୦୨୩-୨୭ ହେବ ସବୁଠୁ ଉତ୍ତପ୍ତ: ଜାତିସଂଘ

ଜେନେଭା, ୧୮।୫: ଆହୁରି ବଢ଼ିବ ବୈଶ୍ୱିକ ତାପମାତ୍ରା। ସବୁଜ ଗୃହ ଗ୍ୟାସ୍‌, ଏଲ୍‌ ନିନୋ ପ୍ରଭାବରେ ଆସନ୍ତା ୫ ବର୍ଷ ସବୁଠୁ ଉତ୍ତପ୍ତ ଅବଧି ହେବ...

ବର୍ଷାରେ ବେହାଲ ପାକିସ୍ତାନ: ଗଲାଣି ୫୦ ଜୀବନ

ଇସ୍‌ଲାମାବାଦ,୧୦।୮: ଗତ ୩ଦିନ ହେବ ପାକିସ୍ତାନରେ ଲଗାଣ ବର୍ଷା ଲାଗି ରହିଛି। ମୌସୁମୀ ସକ୍ରିୟ ଥିବା ବେଳେ ଲଗାଣ ବର୍ଷାରେ ବେହାଲ ହେଲାଣି ପାକିସ୍ତାନ। ପ୍ରବଳ...

ଆଣ୍ଟାର୍କଟିକାରେ ସର୍ବବୃହତ୍‌ ହିମଶୈଳ

ଲଣ୍ଡନ,୨୧ା୫: ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବରଫ ତରଳିବାରେ ଲାଗିଥିବାବେଳେ ଆଣ୍ଟାର୍କଟିକା ମହାଦେଶ ପୃଥିବୀର ସର୍ବବୃହତ୍‌ ବରଫଖଣ୍ଡକୁ ଜନ୍ମ ଦେଇଛି। ଭୂମଧ୍ୟସାଗରରେ ଥିବା ସ୍ପେନ୍‌ର...

Advertisement
Archives

Model This Week