ମଣ୍ଠିରୁ ଉଠୁନି ଧାନ: ସାଲେଭଟା-ଆଗଲପୁର ରାସ୍ତା ଅବରୋଧ କଲେ ଚାଷୀ
ଲୋଇସିଂହା,୭।୧: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଡୁଡୁକା ପ୍ୟାକ୍ସରେ ଧାନକିଣାରେ ମନ୍ଥରତା ଦେଖାଦେଇଛି।ମିଲର୍ସମାନେ ନ ଆସିବାରୁ ଧାନ ଉଠି ପାରୁନାହିଁ। ଏବେ ପ୍ୟାକ୍ସରେ ୨୩ଶହ ପ୍ୟାକେଟ ଧାନ ପଡି ରହିଛି। ଏହାର ପ୍ରତିବାଦ କରି ଗୁରୁବାର ପ୍ୟାକ୍ସ ଅଧୀନ ଚାଷୀମାନେ ଡୁଡୁକାଠାରେ…
ଆଜି ରାଜଧାନୀରୁ ୧୦ ନୂଆ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୧୧
ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜଧାନୀରୁ ଗୁରୁବାର ୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।…
ମନେ ପଡ଼ିଲେ ବାପା
ସିଡନୀ,୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଚର୍ଚ୍ଚାରେ। ମ୍ୟାଚ୍ ଆରମ୍ଭରୁ ଜାତୀୟ ସଂଗୀତ ପରିବେଷଣ କରାଯାଉଥିବା ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ସେ। କେହି କେହି ଏହାକୁ ତାଙ୍କ…
ମଣିଷଙ୍କ ପୂର୍ବରୁ ପ୍ରଥମେ ଏହି ଜୀବକୁ ଦିଆଯାଇଥିଲା କରୋନା ଟିକା
ଓ୍ବାଶିଂଟନ,୭।୧: କରୋନା ଟିକା ପାଇଁ ସମଗ୍ର ବିଶ୍ୱବାସୀ ଚାତକ ପରି ଚାହିଁ ରହିଛନ୍ତି। କିଛି ସ୍ଥାନରେ ଲୋକେ ଏହି ଟିକା ନେଲେଣି ମଧ୍ୟ। ମାତ୍ର ଜାଣନ୍ତି କି ମଣିଷକୁ କରୋନା ଟିକା ଦିଆଯିବା ପୂର୍ବରୁ ଏକ ଜୀବ ଦେହରେ ଦିଆଯାଇଥିଲା। ଏହି…
ଏହି ରୋଗରେ ଆକ୍ରାନ୍ତ ଅନୁଷ୍କା ଶର୍ମା
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ସେ ବାରମ୍ବାର କ୍ଲିନିକ୍ ଯାଉଥିବା ମଧ୍ୟ ନଜର ଆସିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଗର୍ଭାବସ୍ଥାକୁ ନେଇ କୌଣସି ଅସୁବିଧା ହୋଇନାହିଁ। ଆତ୍ର ଅନେକ ବର୍ଷ ହେବ…
ସୌଦି ଆରବରୁ ଆସିଲା ବର୍ଷର ପ୍ରଥମ ଦୁଃଖଦ ଖବର: କୋମାକୁ ଚାଲିଗଲେ ଜଣାଶୁଣା ଭାରତୀୟ ବାଇକ୍ ରାଇଡର
ନୂଆଦିଲ୍ଲୀ,୭।୧- ଜଣାଶୁଣା ଭାରତୀୟ ମୋଟରସାଇକେଲ ରେସର ସି. ଏସ୍. ସନ୍ତୋଷ ସୌଦି ଆରବରେ ଚାଲିଥିବା ଡାକରା ରାଲିରେ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏୟାରଲିଫ୍ଟ ଯୋଗେ ରିୟାଦସ୍ଥିତ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। କିନ୍ତୁ ସେ କୋମାକୁ ଚାଲିଯାଇଥିବା ଡାକ୍ତର କହିଛନ୍ତି।…
ସିରାଜଙ୍କ ଦେଶଭକ୍ତିକୁ ସଲାମ କଲେ କୈଫ, ଜାଫର କହିଲେ ‘କ୍ରିକେଟର ଦର୍ଶକଙ୍କ ପାଇଁ ନୁହେଁ ଦେଶ ପାଇଁ ଖେଳେ’
ନୂଆଦିଲ୍ଲୀ,୭।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍ ଆରମ୍ଭ ପୂର୍ବରୁ ଜାତୀୟସଂଗୀତ ଗାନ ସମୟରେ ମହମ୍ମଦ ସିରାଜ ଭାବବିହ୍ବଳ ହୋଇଯାଇଥିଲେ। ଏହି ସମୟର ଅନେକ…
‘କୌନ ବନେଗା କରୋଡ଼ପତି’ ଶୋ ଜିତି ମଧ୍ୟ କେବଳ ମୋବାଇଲ କିଣିବାକୁ ଚାହିଁଲେ ବବିତା, କାରଣ ଜାଣି ଅମିତାଭ ହେଲେ ଆଶ୍ଚର୍ଯ୍ୟ
ମୁମ୍ବାଇ: ଟେଲି ଦୁନିଆର ଲୋକପ୍ରିୟ କୁଇଜ୍ ଶୋ’ ‘କୌନ ବନେଗା କରୋଡ଼ପତି’ରେ ଦ୍ୱିତୀୟ କୋଟିପତି ହୋଇଛନ୍ତି ବବିତା ତଡେ। ଏହା ପୂର୍ବରୁ ବିହାରର ସନୋଜ ରାଜ ୧ କୋଟି ଟଙ୍କା ଜିତିଥିଲେ। ବବିତା ଏହି ଶୋ’ରେ କୋଟିପତି ହୋଇ ମଧ୍ୟ କେବଳ…
୬ ବଲ୍ରେ ୭୭ ରନ୍: ଗୋଟିଏ ଓଭରରେ ସର୍ବାଧିକ ରନ୍ କରି ହାସଲ କରିଥିଲେ ବିରଳ ରେକର୍ଡ
ନୂଆଦିଲ୍ଲୀ,୭।୧: ଗୋଟିଏ ଓଭରର ୬ ବଲ୍ରେ ୬ ଛକା ମାରିବାର ମୂହୁର୍ତ୍ତ ବହୁତ କମ୍ ଦେଖିବାକୁ ମିଳେ। ଏହାକୁ କ୍ରିକେଟ ପ୍ରଶଂସକ ସହଜରେ ଭୁଲି ନ ଥାନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ହର୍ଶଲ ଗିବ୍ସ ବିଶ୍ୱକପ୍ରେ ଏହି କମାଲ କରିଦେଖାଇଥିବା…
ଏହି କ୍ରିକେଟରଙ୍କ ବଡି ଦେଖି ପାଗଳ ହୋଇଯାଆନ୍ତି ସବୁଝିଅ: କୋହଲି ବି ପଡିଯିବେ ପଛରେ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତୀୟ ଦଳର ଜଣେ ଯୁବ ଖେଳାଳି ନବଦୀପ ସାଇନି ଡେବ୍ୟୁ କରିଛନ୍ତି। ୨୮ ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ଉମେଶ ଯାଦବଙ୍କ ସ୍ଥାନରେ ନବଦୀପ ଦଳରେ ସ୍ଥାନ ପାଇଛନ୍ତି। ୨୦୧୯ରେ ନବଦୀପ…
ଅଷ୍ଟ୍ରିଜ୍ ସହ ରେସ୍ରେ ଦୌଡିଲେ ଦୁବଇ କ୍ରାଉନ୍ ପ୍ରିନ୍ସ
ଆଜିକାଲି ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋକେ ହସି ହସି ବେଦମ୍ ହେଉଛନ୍ତି । ଏବେ ସେମିତି ଏକ ଭିଡିଓ ଆସିଛି ଦୁବଇରୁ । ଉକ୍ତ ଭିଡିଓରେ ଦୁବଇର କ୍ରାଉନ୍ ପ୍ରିନ୍ସ ଶେଖ ହମଦାନ ବିନ…
ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍ପୋର୍ଟ, ୧୯୧ ଦେଶକୁ କରିପାରିବେ ଯାତ୍ରା
୨୦୨୧ ମସିହାରେ ପ୍ରକାଶିତ ସର୍ବଭାରତୀୟ ମାନ୍ୟତା ଅନୁଯାୟୀ ଜାପାନର ପାସ୍ପୋର୍ଟକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବରେ ବିବେଚନା କରାଯାଏ। ଜାପାନରେ ରହୁଥିବା ଲୋକମାନେ ଏହି ପାସପୋର୍ଟ ସହିତ ୧୯୧ ଦେଶ ଭିଜା ମୁକ୍ତ ଯାତ୍ରା କରିପାରନ୍ତି। ଗତ ଚାରି ବର୍ଷ…
Archives


