Home Left

ପୁରୁଷ ହକି କ୍ୟାମ୍ପ ଜାନୁୟାରୀ ୫ରୁ

ନୂଆଦିଲ୍ଲୀ, ୩ା୧ (ପି.ଟି.)-ବେଙ୍ଗାଲୁରୁରେ ମଙ୍ଗଳବାରଠାରୁ ଭାରତୀୟ ପୁରୁଷ ହକି ଜାତୀୟ କ୍ୟାମ୍ପ ଆରମ୍ଭ ହେବ। ୩୩ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଏହା ଆୟୋଜନ ହେବ। ସେମାନଙ୍କ ମଧ୍ୟରେ ଅଧିନାୟକ ମନପ୍ରୀତ ସିଂ ଓ ଗୋଲକିପର ପି.ଆର୍‌. ଶ୍ରୀଜେସ ଅଛନ୍ତି। ଓଡ଼ିଶାରୁ ଡିଫେଣ୍ଡର…

ଆଇବିଏର ଉପଦେଷ୍ଟା ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର,୩।୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ସିଜିଏମ୍‌ ତଥା ବରିଷ୍ଠ ଓଡ଼ିଆ ବ୍ୟାଙ୍କ ଅଧିକାରୀ ବିକାଶ ନାରାୟଣ ମିଶ୍ର ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏଶନ (ଆଇବିଏ)ର ବରିଷ୍ଠ ଉପଦେଷ୍ଟା ପଦରେ ଯୋଗଦେଇଛନ୍ତି। ମିଶ୍ର ବୌଦ୍ଧ ଜିଲାର ଡାଙ୍ଗମୁଣ୍ଡା ଗାଁର ବାସିନ୍ଦା ବୋଲି ଜଣାପଡିଛି। ସେ…

ମୁକେଶ ଅମ୍ବାନୀ ଏସିଆର ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ,୩।୧: ଦେଶର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଏଲ୍‌)ର ମାଲିକ ମୁକେଶ ଅମ୍ବାନୀ ଦ୍ୱିତୀୟ ଥର ପାଇଁ ଏସିଆ ମହାଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିର ଗୌରବ ହାସଲ କରିଛନ୍ତି। ଗତ ଦୁଇ ଦିନ ପୂର୍ବରୁ ଚାଇନାର ୱାଟର କିଙ୍ଗ୍‌…

ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: କଂଗ୍ରେସ ପାଳିଲା ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ

ଦେବଗଡ଼,୩।୧(ଡି.ଏନ.ଏ) ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳନ କରାଯାଇଛି। ଏଥି ନିମନ୍ତେ ଏକ ଶୋଭାଯତ୍ରା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ…

ଗୋଟିଏ ସମୟରେ ତିନିଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ଅକ୍ଷୟ କୁମାର, ଗୋଟିଏ ମନ୍ଦିରରେ ଲୁଚିଛପି କରିଥିଲେ ନିର୍ବନ୍ଧ; ରବୀନା ଜାଣିବା ପରେ…

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାର ବାସ୍ତବ ଜୀବନରେ ବଡ ଖେଳାଳି ଥିବା କୁହାଯାଏ। ତାଙ୍କ ଜୀବନରେ ଅନେକ ନାୟିକାଙ୍କ ଏଣ୍ଟ୍ରି ହୋଇଛି। କଥା ବିବାହ ପର୍ଯ୍ୟନ୍ତ ଯାଇଛି। ହେଲେ ଶେଷବେଳକୁ ଏକାଧିକ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ଜାଣିବାକୁ…

ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍‌ଘାଟିତ

ଦେବଗଡ,୩।୧(ଡି.ଏନ.ଏ) ଦେବଗଡ ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଶନିବାର ସ୍ଥାନୀୟ ଶନିମନ୍ଦିର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଜାନୁୟାରୀ ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ଜିଲାପାଳ ସୁଧାଂଶୁ ମୋହନ ସାମଲ ଉଦ୍‌ଘାଟନ କରିଥିଲେ। କୋଭିଡ କଟକଣା ଯୋଗୁ…

ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟ ସେବା

ଯୋଡା, ୩।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ କମାରଯୋଡ଼ାରେ ରହିଛି ସରକାରୀ ଡାକ୍ତରଖାନା। ଏଠାରେ ଡାକ୍ତର, କର୍ମଚାରୀ ଅଭାବ ଯୋଗୁ ସ୍ଥାନୀୟ ଲୋକେ ଉତ୍ତମ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷରେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ(ଡିଏମ୍‌ଏଫ୍‌)ରେ ହଜାର ହଜାର କୋଟି ଟଙ୍କା ଥାଇ…

ଶନି ମହାଗ୍ରହଙ୍କ ଯୋଗୁ ମିଳେ ପ୍ରଶାସନିକ ସେବା…

ସରକାରୀ ନିଯୁକ୍ତି ପାଇଁ ସଭିଙ୍କ ମନରେ ଥାଏ ଆଗ୍ରହ। ତେବେ ଘରୋଇ ହେଉ କିମ୍ବା ସରକାରୀ ନିଯୁକ୍ତି ଉଭୟ କ୍ଷେତ୍ରରେ ଜାତକରେ ଶନି ମହାଗ୍ରହଙ୍କ ସ୍ଥିତି ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶନିଙ୍କ ଯୋଗକାରକ ସ୍ଥିତି ଦ୍ୱାରା ଜାତକରେ ପ୍ରଶାସନିକ…

ଗୁଲ୍‌ ପନାଗ ଗୁପ୍ତ ରଖିଥିଲେ ଏସବୁ କଥା: ୬ ମାସ ପରେ ପଡ଼ିଥିଲା ଧରା…

ମୁମ୍ବାଇ, ୩।୧: ମିସ୍‌ ୟୁନିଭର୍ସରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା  ଗୁଲ୍‌ ପନାଗ‌ ରବିବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଜାନୁୟାରୀ ୩ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ମଡେଲିଂ କରିବା ସହିତ ୧୯୯୯ରେ ସେ ମିସ୍‌ ୟୁନିଭର୍ସ ଟାଇଟଲ୍‌…

ପାହାଡ଼ ଶୀର୍ଷରେ ପ୍ରେମିକାଙ୍କୁ ପ୍ରପୋଜ କଲେ ପ୍ରେମିକ, ଖୁସିରେ ଆତ୍ମହରା ହୋଇ ୬୫୦ ଫୁଟରୁ ଖସିଗଲା ଗୋଡ଼; ଆଉ ତା’ ପରେ…

ପ୍ରେମରେ ପଡ଼ିଥିବା ପ୍ରେମୀଯୁଗଳ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଯେତେବେଳେ ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିଥାନ୍ତି ସେତେବେଳେ ପ୍ରେମିକାଙ୍କ ପାଦ ତଳେ ଲାଗେନି। କିନ୍ତୁ ଅଷ୍ଟ୍ରିଆର ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିବା ଭାରି ପଡ଼ିଛି। ପ୍ରେମିକ…

ଆଇନା ଚିହ୍ନାଇ ଦିଏ ନିଜକୁ …

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର…

ବର୍ଷ ଆରମ୍ଭରୁ ଡବଲ୍‌ ମର୍ଡର: ମାହାଙ୍ଗାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା

ନିଶ୍ଚିନ୍ତକୋଇଲି,୨ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ ନୂର୍ତ୍ତାଙ୍ଗସ୍ଥିତ ଜଅଁକୋଠି ନିକଟରେ ଶନିବାର ରାତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ(୬୨) ଓ ସହଯୋଗୀ ଦିବ୍ୟସିଂହ ବରାଳ(୭୦)ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଛି। ରାତିରେ ଉଭୟେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri