Home Left

୯ ମାସ ପରେ ଖୋଲିଲା ସ୍କୁଲ: ୬୨ ଶିକ୍ଷକ କରୋନା ପଜିଟିଭ୍‌

ମୁମ୍ବାଇ,୫।୧: ମହାରାଷ୍ଟ୍ରରେ ୯ ମାସ ପରେ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ସୋମବାରଠାରୁ ସ୍କୁଲ ଖୋଲିଥିବାବେଳେ ଏବେ ୬୨ ଶିକ୍ଷକଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ରାଜ୍ୟରେ ଆତଙ୍କ ଦେଖାଦେଇଛି। ଅଭିଭାବକମାନଙ୍କ ମଧ୍ୟରେ…

କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୫।୧(ବ୍ୟୁରୋ): କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା । ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି, ଟିକା ଦେବାକୁ ଆମେ ପ୍ରସ୍ତୁତ । ଟିକାକରଣ ପାଇଁ ରାଜ୍ୟରେ ୨୯ ହଜାର କେନ୍ଦ୍ର…

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା ଅଫିସ,୫।୧ : ଶୀତ ଋତୁ ଆସିଲେ ନିଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ। ସମଗ୍ର ଚିଲିକା, ଉପକୂଳବର୍ତ୍ତୀ ଅଞ୍ଚଳ, ପକ୍ଷୀଙ୍କ ଅଭୟାରଣ୍ୟ ନଳବଣରେ ପ୍ରଜାତି ଓ ସଂଖ୍ୟା ନିର୍ଦ୍ଧାରଣ ଲାଗି ମଙ୍ଗଳବାର ସକାଳୁ ଗଣନା ଆରମ୍ଭହୋଇଛି। ଏହା ମଧ୍ୟାହ୍ନ…

ବାଇଡେନ୍‌ ଶପଥ ନେବା ପୂର୍ବରୁ ଦେଶ ଛାଡ଼ିବେ ଟ୍ରମ୍ପ୍‌ !

ଓ୍ବାଶିଂଟନ,୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଦେଶ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ସେ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ…

କରୋନା ଭ୍ୟାକ୍ସିନ ନେବାର ଦୁଇ ଦିନ ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ଲିସବନ୍‌,୫ ।୧: କରୋନା ଭାଇରସକୁ ଦୂରେଇ ଦେବାକୁ ଏବେ ପ୍ରାୟ ସବୁଦେଶର ନଜର ଭ୍ୟାକ୍ସିନ ବା ଟିକା ଉପରେ । କେତେକ ବିକାଶଶୀଳ ଦେଶ କିଛି ଭ୍ୟାକ୍ସିନ ଦେବା ଆରମ୍ଭ କରିଥିବା ବେଳେ ଆଉ କିଛି ଦେଶ ଏବେବି ପରୀକ୍ଷା କରିବାରେ…

ଏହି କାରଣରୁ ଅମିତାଭଙ୍କ ପ୍ରତି ଆକର୍ଷିତ ଥିଲେ ରେଖା

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ। ଏକ ସମୟରେ ଏହି ଯୋଡି ନିଜର ପ୍ରେମ କାହାଣୀ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ। ମାତ୍ର ଏବେ ଅମିତାଭ ବିବାହିତ ଜୀବନରେ ବ୍ୟସ୍ତ ଥିବାବେଳେ…

ମାଟି ଅତଡ଼ା ଖସି ଶ୍ରମିକ ମୃତ: କ୍ଷତିପୂରଣଦାବି କରି ଧାରଣାରେ ବସିଲେ ସ୍ତ୍ରୀ

ମହାକାଳପଡ଼ା,୫।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍‌ ଥାନା ଅଧୀନ ଗଗୁଆ ଗ୍ରାମସ୍ଥିତ ଆଇଓସିଏଲ୍‌ (ଭାରତୀୟ ତୈଳ ନିଗମ) ବିଟ୍‌ ହାଉସ୍‌ ପରିସର ମଧ୍ୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ଏକ ଖାଲ ଖୋଳା ହେଉଥିବା ବେଳେ…

ପାକିସ୍ତାନ ଜେଲରୁ ଫେରିଥିବା ନିଖୋଜ ବିର୍ଜୁ ତାଳଚେରରୁ ଉଦ୍ଧାର

ସୁନ୍ଦରଗଡ଼, ୫।୧(ଡି.ଏନ୍‌.ଏ.): ପାକିସ୍ତାନ ଲାହୋର ଜେଲରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦୀ ଜୀବନ କାଟି ଗାଁକୁ ଫେରିଥିବା ବିର୍ଜୁ କୁଲୁ (୫୫) ଗତ ଶନିବାର ରାତିରୁ ନିଖୋଜ ହୋଇଯାଇଥିଲେ। ଅନୁଗୋଳ ଜିଲା ତାଳଚେର ବଜାରରେ ବୁଲୁଥିବା ବେଳେ ଉଦ୍ଧାର…

ବଳାତ୍କାର, ହତ୍ୟା ଅଭିଯୋଗରେ ନିର୍ଦ୍ଦୋଷରେ ୮ ବର୍ଷ ଜେଲ କାଟିଥିବା ବ୍ୟକ୍ତିଙ୍କୁ ସରକାର ଦେବେ ଚାକିରି

ଇମ୍ଫାଲ,୫ ।୧: ବଳାତ୍କାର ଓ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତି ନିର୍ଦ୍ଦୋଶରେ ୮ ବର୍ଷ ଜେଲ କାଟିଥିବା ବେଳେ ଏବେ ମଣିପୁର ସରକାର ତାଙ୍କୁ ସରକାରୀ ଚାକିରି ଯୋଗାଇ ଦେବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି…

୪ ବର୍ଷରେ ଜିଭା ହେଲେ ବ୍ରାଣ୍ଡ୍‌ ଆମ୍ବାସଡର୍‌: ଏମ୍‌ଏସ୍‌ଙ୍କ ମନରେ ଖୁସି

ନୂଆଦିଲ୍ଲୀ,୫।୧: ମାତ୍ର ୪ ବର୍ଷ ବୟସରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭା ବ୍ରାଣ୍ଡ୍‌ ଆମ୍ବାସଡ଼ର ପାଲଟିଛନ୍ତି। ପାପା ଧୋନିଙ୍କ ସହିତ ଜିଭା କାଡବୁରୀ ଓରିଓ ବିସ୍କୁଟ ବିଜ୍ଞାପନରେ କାମ କରିଛନ୍ତି। ଏନେଇ ପ୍ରଶଂସକଙ୍କ ମଧ୍ୟରେ ବାପ ଝିଅଙ୍କୁ ନେଇ…

ଲଗାତାର ରାଜ୍ୟରେ ୨୦୦ରୁ କମ୍‌ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୨ ମୃତ

ଭୁବନେଶ୍ୱର,୫।୧(ବ୍ୟୁରୋ): ଲଗାତାର ୩ ଦିନହେଲା ରାଜ୍ୟରେ ୨୦୦ରୁ କମ୍‌ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟରେ ମଙ୍ଗଳବାର ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ…

କରୋନାର ନୂଆ ଷ୍ଟ୍ରେନ୍ ବଢାଇଲାଣି ଚିନ୍ତା ଆଉ ୨୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୫ ।୧: ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ସାର୍ସ କୋଭିଡ-୨ ନୂଆ ଷ୍ଟ୍ରେନରେ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ଜଣଙ୍କୁ ଚିହ୍ନଟ କରାଗଲାଣି । ମଙ୍ଗଳବାର ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ନିକଟରେ ନୂଆ ଷ୍ଟ୍ରେନ୍ ମିଳିବା ପରେ ଏବେ ମୋଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri