Home Left

କରୋନା ସଂକ୍ରମଣକୁ ଡରି ଦମ୍ପତି ନେଲେ ଏମିତି ପଦକ୍ଷେପ, ସମଗ୍ର ବିଶ୍ୱବାସୀ ହେଲେ ଚକିତ

କରୋନା ଭାଇରସ ସମଗ୍ର ଦୁନିଆକୁ କବଳିତ କରିସାରିଛି। ବର୍ଷେରୁ ଊର୍ଦ୍ଧ୍ୱ ହେବ ଏହି ମହାମାରୀ ଅନେକ ଲୋକଙ୍କ ଜୀବନ ବି ନେଇ ସାରିଲାଣି। ଏହି ରୋଗର ସଫଳ ଟିକାକରଣ ଯେହେତୁ ହୋଇନାହିଁ ତେଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା…

ଶିଶୁପୁତ୍ରକୁ ଯୌନ ନିର୍ଯାତନା, ଉତ୍ତର ପ୍ରଦେଶର ଜଣେ ଗିରଫ

ବଲାଙ୍ଗୀର ଅଫିସ, ୯।୧: ବଲାଙ୍ଗୀର ସହରରେ ଉତ୍ତର ପ୍ରଦେଶର ଜଣେ ଯୁବକ ଭଡ଼ା ରହୁଥିଲେ। ସେ ଭଡାରେ ରହୁଥିବା ମାଲିକଙ୍କ ୩ ବର୍ଷର ଶିଶୁପୁତ୍ରକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ନେଇ ଶୁକ୍ରାବର ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ…

ଏଲ୍‌ଏସିରୁ ଧରାପଡ଼ିଲେ ଚାଇନା ସୈନିକ

ଲେହ,୯।୧: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ଥମିବାର ନା ଧରୁନି। ଏପରିସ୍ଥଳେ ଶନିବାର ପୂର୍ବ ଲଦାଖର ପୈଙ୍ଗାଙ୍ଗ୍‌ ହ୍ରଦର ଦକ୍ଷିଣ ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଜଣେ ଚାଇନା ସୈନ୍ୟଙ୍କୁ ଭାରତୀୟ ଯବାନ ଅଟକ ରଖିଛନ୍ତି। ଚୁସୁଲ ସେକ୍ଟରର…

ଜନ୍ମଦିନରେ ହାଟ୍ରିକ୍‌ ନେଇଥିବା ବିଶ୍ୱର ଏକମାତ୍ର ଖେଳାଳି ହେଉଛନ୍ତି ଏହି କ୍ରିକେଟର, ରେକର୍ଡ ଭାଙ୍ଗିନାହାନ୍ତି କେହି

ନୂଆଦିଲ୍ଲୀ,୯।୧: କ୍ରିକେଟରେ କିଛି ବି ସମ୍ଭବ। ହେଲେ ଦୀର୍ଘଦିନର କ୍ରିକେଟ ଇତିହାସରେ ଏପରି କିଛି ଘଟଣା ଅଛି, ଯାହା ଥରଟିଏ ହୋଇଛି। ଏଭଳି ଜଣେ ଖେଳାଳି ଅଛନ୍ତି ଯିଏ ନିଜର ଜନ୍ମଦିନରେ ହାଟ୍ରିକ୍‌ କରିଥିଲେ। ସେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବ ଦ୍ରୁତ…

କେନ୍ଦ୍ର ସରକାରଙ୍କୁ କେଜରିୱାଲଙ୍କ ଅନୁରୋଧ: ସବୁ ଭାରତୀୟଙ୍କୁ ମିଳୁ ମାଗଣା ଟିକା

ନୂଆଦିଲ୍ଲୀ,୯ ।୧: କରୋନା ଭାଇରସ ଭ୍ୟାକ୍ସିନ ଏବେ ଶେଷ ପର୍ଯ୍ୟାୟରେ । ଭ୍ୟାକ୍ସିନେଶନ ପାଇଁ କେବେବି ତାରିଖ ଘୋଷଣା କରାଯାଇପାରେ । ଅନୁମାନ କରାଯାଉଛି କି ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ଇତିମଧ୍ୟରେ ଦିଲ୍ଲୀ…

ରାଜ୍ୟରେ ନୂଆ ୨୦୬ କରୋନା ପଜିଟିଭ ଚିହ୍ନଟ: ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୯।୧(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୬୦୨ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…

‘ହନିମୁନ୍ ପଲିଟିକ୍ସ’ ବୟାନକୁ ନେଇ କାହିଁକି ରାଗୁଛନ୍ତି ତେଜପ୍ରତାପ

ପାଟନା,୯ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝି ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ଦେଇଥିବା ‘ହନିମୁନ’ ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ତେଜସ୍ୱୀଙ୍କ ବଡ ଭାଇ ତେଜପ୍ରତାପ ଯାଦବ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବୃଦ୍ଧାବସ୍ଥାର ଯତ୍ନ…

ବଣାଇଁ-ଟେନ୍ସା-ବରସୁଁଆ ରାସ୍ତାରେ ହାତୀ: ଶୁଣ୍ଢ ବଢାଇ ମାଗୁଛି ଖାଦ୍ୟ

ବଣାଇଁ, ୯।୧ (ସ୍ବ.ପ୍ର.): ବଣାଇଁ ବନଖଣ୍ଡର ଟେନ୍ସା-ବରସୁଁଆ ରାଜ ରାସ୍ତାରେ ଏକ ହାତୀକୁ ଗତ କିଛିଦିନ ହବ ଦେଖିବାକୁ ମିଳୁଛି। ହାତୀଟି ଗାଡିଗୁଡିକୁ ଅଟକ ରଖି ଖାଦ୍ୟ ଅନ୍ବେଷଣରେ ଚାଳକମାନଙ୍କ ନିକଟକୁ ଯାଇ ଶୁଣ୍ଢ ବଢାଇ ଖାଦ୍ୟ ମାଗୁଥିବା ଦେଖିବାକୁ ମିଳୁଛି।…

୧୦୦ ଦିନ ଗୋଟିଏ ପୋଷାକ ପିନ୍ଧି ରେକର୍ଡ କଲେ ଏହି ଝିଅ: ମିଳିଲା ଏମିତି ପୁରସ୍କାର

ଗୋଟିଏ ପୋଷାକକୁ ଜଣେ ବ୍ୟକ୍ତି ଅତି ବେଶିରେ ୨ରୁ ୩ ଦିନ ପର୍ଯ୍ୟନ୍ତ ପିନ୍ଧିପାରିବ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବୋଷ୍ଟନର ସାରା ରବିନ୍ସ ନାମ୍ନୀ ଝିଅ ୩ ମାସରୁ ଊର୍ଦ୍ଧ୍ୱ ଅର୍ଥାତ୍‌ ୧୦୦ ଦିନ ଗୋଟିଏ ପୋଷାକ…

ଦୁର୍ଗାଦେବୀ ସାହିରୁ ଚୋରି ଉଦ୍ୟମ, ଥାନାରେ ଏତଲା

ଗଞ୍ଜାମ,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ. ୩ ଦୁର୍ଗାଦେୀ ସାହିର ବିଶ୍ୱନାଥ ପାଢ଼ୀଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ପଣ୍ଡ ହୋଇଥିଲା। ଏ ନେଇ ଶନିବାର ବିଶ୍ୱନାଥ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ…

ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଗଞ୍ଜାମ,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି l ଠିକା ନେଇଥିବା ସଂସ୍ଥାର ବେପରୁଆ ନୀତି ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସହର ସାରା କୁଢ଼କୁଢ଼ ଅଳିଆ ଆବର୍ଜନା…

କରୋନା ଟିକା ପାଇଁ ମୋଦିଙ୍କୁ ପତ୍ର ଲେଖିଲେ ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିୟା,୯ ।୧: ଭାରତରେ ପ୍ରସ୍ତୁତ ସ୍ୱଦେଶୀ କରୋନା ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଯିବା ପରେ ଏବେ ଖୁବଶୀଘ୍ର କରୋନା ଟିକାକରଣ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି । ଇତିମଧ୍ୟରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri