ଏହି ଅଭିନେତ୍ରୀଙ୍କୁ କିସ୍‌ ସିନ୍‌ କରିବାକୁ କୁହାଯିବାରୁ ଏମିତି ଥିଲା ପିତାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଜନ୍ନତ ଜୁବେର ୨୦୧୦ରେ ଶିଶୁ କଳାକାର ଭାବେ ପାଦ ଥାପିଥିଲେ। ଜନ୍ନତ ଧୀରେ ଧୀରେ ବଢ଼ିବା ସହ ଫିଲ୍ମରେ ଯେମିତି ଏକ ଅଂଶ ପାଲଟିଗଲେ। ଫିଲ୍ମ ବ୍ୟତୀତ ସେ କେତୋଟି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ସୁପରହିଟ୍‌ ହୋଇଥିଲେ। ୨୦୧୮ରେ ଜନ୍ନତଙ୍କ ଶୋ’ ‘ତୁ ଆଶିକୀ’ ହିଟ୍‌ ହୋଇଥିଲା। ଏହା ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଶୋ’ ନିର୍ମାତା ତାଙ୍କୁ ଅନ୍‌ସ୍କ୍ରିନ୍‌ ଷ୍ଟାର୍‌ ଋତ୍ୱିର ଆରୋରାଙ୍କ ସହ କିସ୍‌ ସିନ୍‌ କରିବାକୁ କହିଥିଲେ। ଏନେଇ ଜନ୍ନତଙ୍କ ପିତା ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଏକ ସାକ୍ଷାତକାରରେ ଜନ୍ନତଙ୍କ ପିତା କହିଥିଲେ, ମୋ ଝିଅକୁ ଏମିତି କରିବା ପାଇଁ ମୁଁ କେବେ ଛାଡ଼ିବି ନାହିଁ। ମୋ’ ଝିଅକୁ ବର୍ତ୍ତମାନ ୧୬ ବର୍ଷ। ଆମେ ସମସ୍ତେ ଏହି ଶୋ’ ପରିବାର ସହ ବସି ଦେଖୁଛୁ। ଯଦି ଶୋ’ ନିର୍ମାତା ଆଡଲ୍ଟ ଫିଲ୍ମ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ୧୮ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ସରକାର ବିବାହ ବୟସ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱ କରିଛନ୍ତି। ତେଣୁ ଜନ୍ନତ ଯଦି ଏପରି ସିନ୍‌ କରିବ ତେବେ ସେତେଦିନ ପର୍ଯ୍ୟନ୍ତ ନିର୍ମାତା ଅପେକ୍ଷା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ବିବାହ କରିବେ ‘ଇମଲି’ ଫେମ୍‌ ଶୁମ୍ବୁଲଙ୍କ ବାପା

ମୁମ୍ବାଇ: ‘ଇମଲି’ ଧାରାବାହିକରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶୁମ୍ବୁଲ ତୌକିର ପ୍ରାୟତଃ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ...

ବଲିଉଡ୍‌ ପରେ ଏବେ ଟଲିଉଡ୍‌ ଷ୍ଟାରଙ୍କ ‘ଫେସ୍‌ ଅପ୍‌’ ନିଶା

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ଫେସ୍‌ ଅପ୍‌’ ଚ୍ୟାଲେଞ୍ଜର ନିଶା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବଲିଉଡ୍‌ ସେଲିବ୍ରେଟିଙ୍କ ପରେ ଏବେ ଏହି...

ଜନ୍ମଦିନରେ ନୂତନ ପ୍ରତିଭାଙ୍କୁ ସୁଯୋଗ ଦିଅନ୍ତି ଏହି ପ୍ରସିଦ୍ଧ କଳାକାର

କୈଳାଶ ଖେର ଅନନ୍ୟ ସ୍ବର ପାଇଁ ଜଣାଶୁଣା। ବଲିଉଡ୍‌ର ଏହି ପ୍ରସିଦ୍ଧ ଗାୟକ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। କୈଳାଶଙ୍କ ଅନେକ ଫ୍ୟାନ୍‌ ଅଛନ୍ତି।...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଯୋଡି

ମୁମ୍ବାଇ: ଟେଲି ଧାରାବାହିକ ‘ଗମ୍‌ ହୈ କିସି କେ ପ୍ୟାର୍‌ ମେଁ’ର ଲିଡ୍‌ ଅଭିନେତା ନୀଲ ଭଟ୍ଟ ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା ବିବାହ ବନ୍ଧନରେ...

ଦୀର୍ଘଦିନର ବ୍ୟବଧାନ ପରେ କାମକୁ ଫେରିଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଧନୁଷଙ୍କ ସହ ବିବାହ ବିଚ୍ଛେଦକୁ...

‘ପ୍ରୋଜେକ୍ଟ କେ’ର ନୂଆ ପୋଷ୍ଟର ରିଲିଜ କରି ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଲେ ପ୍ରଭାସ

ବମ୍ବେ: ସିନେପ୍ରେମୀଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମାକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳେ। କିଛିଦିନ ପୂର୍ବେ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ରିଲିଜ ହୋଇଥିଲା।...

ଗୋଟିଏ ଫିଲ୍ମ କରିବାକୁ ଏତିକି କୋଟି ଟଙ୍କା ଦାବି କରନ୍ତି ଜ୍ୟାକ୍‌ଲିନ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଏହି ଶ୍ରୀଲଙ୍କା ସୁନ୍ଦରୀ ଗୋଟିଏ ଫିଲ୍ମ କରିବା ପାଇଁ ୬ କୋଟିରୁ ଅଧିକ...

ସୀମା-ସଚିନଙ୍କୁ ନେଇ ଫିଲ୍ମ ‘କରାଚିରୁ ନଏଡା’

ମୁମ୍ବାଇ: ନିକଟରେ ସାମ୍‌ନାକୁ ଆସିଥିବା ସଚିନ- ସୀମାଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଛି। ଦୁହିଁଙ୍କ ପ୍ରେମ କାହାଣୀ ଏବେ ଘରେ ଘରେ ପରିଚିତ। ପ୍ରେମ...

Advertisement
Archives

Model This Week