Posted inଜାତୀୟ

ପ୍ରଥମ ଥର ପାଇଁ ମୋଦି ସରକାରକୁ ସମାଲୋଚନା କଲେ ଅନୁପମ

ନୂଆଦିଲ୍ଲୀ, ୧୨ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ସମର୍ଥକ ଭେଟେରାନ ଆକ୍ଟର ଅନୁପମ ଖେର ପ୍ରଥମ ଥର ପାଇଁ ଭାଜପା ସରକାରକୁ ସମାଲୋଚନା କରିଛନ୍ତି। ତାଙ୍କ ମତରେ କୋଭିଡ୍‌-୧୯ ମହାମାରୀ ସ୍ଥିତିରେ ସରକାର ଠିକ୍‌ ଭାବେ ଦାୟିତ୍ୱ ନିର୍ବାହ କରୁ ନାହାନ୍ତି।

କୋଭିଡ୍‌ ପ୍ରଭାବିତ ପରିବାର ହସ୍ପିଟାଲ ବେଡ୍‌ ପାଇଁ ଭିକ ମାଗୁଛନ୍ତି। ମୃତଦେହ ନଦୀରେ ଭାସୁଛି। ରୋଗୀମାନେ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାବମୂର୍ତ୍ତୀ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସରକାର। ବୁଝିବାକୁ ପଡ଼ିବ ଭାବମୂର୍ତ୍ତୀ ଠାରୁ ଜୀବନର ମୂଲ୍ୟ ଢେର ଅଧିକ। ବିଭିନ୍ନ କ୍ଷେତ୍ରରେ ହୋଇଥିବା ତ୍ରୁଟି ପାଇଁ ସମାଲୋଚନା କରାଯିବା ଯର୍ଥାତ। ଦେଶବାସୀ କ’ଣ ପାଇଁ ବାଛିଛନ୍ତି, ତାହା ଦେଖାଇବାର ସମୟ ଆସିଯାଇଛି। ନଦୀରେ ମୃତଦେହ ଭାସୁଛି। ମୋ ମତରେ ଏହା ମଣିଷଙ୍କ ହୃଦୟ ଥରାଇ ଦେବା ପାଇଁ ଯଥେଷ୍ଟ। କିନ୍ତୁ ଅନ୍ୟ ରାଜନୈତିକ ଦଳ ଏହାକୁ ସୁଯୋଗ ଭାବିବା ଉଚିତ ନୁହେଁ ବୋଲି ଅନୁପମ ଏକ ସାକ୍ଷାତ୍‌କାରରେ କହିଛନ୍ତି।

ଭାଜପା ଏମ୍‌ପି ତଥା ବଲିଉଡ୍‌ ଅଭିନେତ୍ରୀ କିରନ ଖେରଙ୍କ ସ୍ବାମୀ ଗତ ସପ୍ତାହରେ ‘ଆୟେଗା ତୋ ମୋଦି ହି’ (ମୋଦି ହିଁ ଫେରିବେ) ଟୁଇଟ୍‌ କରି ଟ୍ରୋଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିର ୫୫, ଗୋଆର ୪୦ ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ, ଉତ୍ତରାଖଣ୍ଡରେ ସକାଳ ୮ଟାରେ ହେବ ମତଦାନ

ନୂଆଦିଲ୍ଲୀ,୧୪ ।୨: ଉତ୍ତର ପ୍ରଦେଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଶାହଜହାଂପୁରରେ ରାଜ୍ୟର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ମନ୍ଦିରରେ ଦର୍ଶନ କରି...

ଓଡ଼ିଆ ବାୟୁସେନା ଅଧିକାରୀ ଇଷ୍ଟର୍ନ ଏୟାର କମାଣ୍ଡ ମୁଖ୍ୟ

ନୂଆଦିଲ୍ଲୀ, ୩।୧୦: ବାୟୁସେନାର ଓଡ଼ିଆ ଅଫିସର ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକ ଇଷ୍ଟର୍ନ ଏୟାର କମାଣ୍ଡ୍‌ର ଏୟାର ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ନିଯୁକ୍ତ...

ବିଜୟ ସିଂଘଲ ଗିରଫ: କେଜରିୱାଲ କହିଲେ ମାନ୍‌ଙ୍କ ଉପରେ ଆମେ ଗର୍ବ କରୁ

ନୂଆଦିଲ୍ଲୀ,୨୪ ।୫: ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରି ବିଜୟ ସିଂଘଲଙ୍କୁ ଦୁର୍ନୀତି ମାମଲାରେ ପଦରୁ ବରଖାସ୍ତ କରାଯିବା ପରେ ଗିରଫ କରାଯାଇଛି । ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ...

ଭାଜପା ପ୍ରାର୍ଥୀଙ୍କ ଗାଡ଼ି ଉପରେ ଆକ୍ରମଣ

କୋଲକାତା, ୪ା୪: ଅଭିନେତ୍ରୀ ତଥା ପଶ୍ଚିମବଙ୍ଗର ବେହଲା ଆସନ ଭାଜପା ପ୍ରାର୍ଥୀ ପାୟଲ ସରକାରଙ୍କ ଗାଡ଼ି ଉପରେ ରବିବାର ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସମର୍ଥକମାନେ ଆକ୍ରମଣ କରିଥିବା...

ଲଦାଖ ହେଲା କେନ୍ଦ୍ରଶାସିତ ଅଞ୍ଚଳ: ରାଧାକୃଷ୍ଣ ମାଥୁର ପ୍ରଥମ ଉପରାଜ୍ୟପାଳ

ଶ୍ରୀନଗର,୩୧।୧୦: ଲଦାଖ ଗୁରୁବାରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ ଆରମ୍ଭ କରିଛି। ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ରାଧାକୃଷ୍ଣ ମାଥୁର ଶପଥ...

ଶୌଚାଳୟଠାରୁ ଛୋଟ ଅଫିସରେ ୧୭୬୪ କୋଟି କାରବାର

ମୁମ୍ବାଇ, ୨୪।୪: ଅଫିସ୍‌ର ଆକାର ଘର ଶୌଚାଳୟଠାରୁ ବି ଛୋଟ କିନ୍ତୁ କାରବାର ୧,୭୬୪ କୋଟିର। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମହାରାଷ୍ଟ୍ରରେ ଏଭଳି ଏକ...

ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ମିଳିଲା ପରିଚୟ

ନାଗପୁର,୧୫।୧: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ପରଚୟ ମିଳିଛି। କର୍ନାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ...

ବହୁମତରେ ବିଜୟୀ ହେବୁ: ୟେଦୁରପ୍ପା

ବେଙ୍ଗାଲୁରୁ,୨୮।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସୋମବାର ଅର୍ଥାତ୍‌ ୨୯ ତାରିଖରେ ସେ ସଂଖ୍ୟା...

Advertisement
Archives

Model This Week