ଡବ୍ଲ୍ୟୁଟିସି ଫାଇନାଲ ହେବ ଏହି କ୍ରିକେଟରଙ୍କ ଲାଗି ଅନ୍ତିମ ମ୍ୟାଚ୍
ଅକ୍ଲାଣ୍ଡ,୧୨।୫: ଇଂଲଣ୍ଡର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ଏହା ହୋଇପାରେ ନ୍ୟୁଜିଲାଣ୍ଡର ବରିଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତିମ ମ୍ୟାଚ୍। ଏହି ମ୍ୟାଚ୍ ପରେ କ୍ରିକେଟର…
କାନ୍ଥରେ ନରେନ୍ଦ୍ର ମୋଦିଙ୍କ ଫଟୋକୁ ଘରେ ନାରଙ୍ଗୀ ରଙ୍ଗର ପରଦା: ଭିତରୁ ଏଭଳି ଦିଶେ ଭାଜପା ନେତା ମନୋଜ ତିଓ୍ବାରୀଙ୍କ ଘର
ବମ୍ବେ: ଭୋଜପୁରୀ ମନୋରଞ୍ଜନଜଗତ ସହ ଜଡ଼ିତ ଲୋକପ୍ରିୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ମନୋଜ ତିଓ୍ବାରୀ ଜଣେ। ସେ ବର୍ତ୍ତମାନ ସମୟରେ ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି ମଧ୍ୟ କରିଛନ୍ତି। ଗାୟକରୁ ଅଭିନେତା ଏବଂ ପରେ ରାଜନେତା ପାଲଟିଥିବା ମନୋଜ ଭାଜପା…
ସଚିନଙ୍କୁ ଆଉଟ୍ କରିବା ପରେ ଅଟୋଗ୍ରାଫ୍ ପାଇଁ ଆସିଥିଲେ ବ୍ରାଡ୍ ହଗ୍; ବାର୍ତ୍ତା ଦେଖି ହୋଇଥିଲେ ଚକିତ
ନୂଆଦିଲ୍ଲୀ,୧୨।୫: ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ ଅଟୋଗ୍ରାଫ୍କୁ ଚାହିଁ ବସିଥାନ୍ତି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ସଚିନ୍ ଜଣେ ଖେଳାଳିଙ୍କୁ ନିଜର…
କରୋନା ଦ୍ୱିତୀୟ ଲହରରେ ପ୍ରଭାବିତ ହେଉଛନ୍ତି ଶିଶୁ: ଜାଣନ୍ତୁ କିଭଳି ଥାଏ ଲକ୍ଷଣ; ରହିବେ ସତର୍କ
ନୂଆଦିଲ୍ଲୀ,୧୨।୫: କୋଭିଡ ୧୯ର ଚିକିତ୍ସା କରୁଥିବା ଡାକ୍ତରମାନେ ମହାମାରୀର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏହି ମହାମାରୀ ଏବେ ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦେଖାଯାଉଛି। ବିଶେଷକରି ପିଲାଙ୍କ ଦେହରେ ଦୀର୍ଘଦିନ ଧରି ଜ୍ୱର ଏବଂ ଅନ୍ୟ ଲକ୍ଷଣ…
କରୋନାରୁ ରକ୍ଷା ପାଇବା ପାଇଁ ଗୋବର, ଗୋମୂତ୍ରରେ ସ୍ନାନ କରୁଛନ୍ତି ଭାରତୀୟ; ଡାକ୍ତର କହିଲେ…
ନୂଆଦିଲ୍ଲୀ,୧୨।୫: କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଭାରତରେ ଅଧିକ ମାତ୍ରାରେ ପ୍ରଭାବିତ କରିଛି। ସହରବାସୀଙ୍କ ସହିତ ଗାଁର ଲୋକମାନେ ମଧ୍ୟ ଏହି ସଂକ୍ରମଣରୁ କେମିତି ରକ୍ଷା ପାଇବେ ସେନେଇ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଅନ୍ୟପକ୍ଷରେ ମାସ୍କ ପିନ୍ଧିବା, ସାମାଜିକ…
ଚେନ୍ନାଇରେ ବି ମିଳିଲାନି ସୁଯୋଗ: ମୁଁ କ’ଣ ଏତେ ଖରାପ ବୋଲି ପ୍ରଶ୍ନ କଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୨।୫: ୨୦୧୭ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବାମହାତୀ ସ୍ପିନର କୁଲଦୀପ ଯାଦବ। ଏହାପରେ ସେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଖେଳିସାରିଛନ୍ତି। ହେଲେ ପାଖାପାଖି ଏକ ବର୍ଷ ହେଲାଣି ସେ ଭଲ ସୁଯୋଗ ଅପେକ୍ଷାରେ ଅଛନ୍ତି। ଦୁଇ ବର୍ଷ…
କରୋନାରୁ ଦୂରେଇ ରହିବା ଲାଗି ଲୋକେ ବୋଳି ହେଉଛନ୍ତି ଗୋବର-ଗୋମୂତ୍ର: ବିପଦ ଜନକ କହିଲେ ଡାକ୍ତର…
ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଲୋକ ସଂକ୍ରମରରୁ ଦୂରେଇ ରହିବା ପାଇଁ ଗୋବର-ଗୋମୂତ୍ର ବୋଳି ହେଉଛନ୍ତି। ଏହା ସହିତ ଗୋମୂତ୍ର ପାନ ମଧ୍ୟ କରୁଛନ୍ତି। ଏଭଳି…
ପରିଚୟପତ୍ର ନ ଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ
ଭୁବନେଶ୍ୱର,୧୨।୫(ବ୍ୟୁରୋ): ପରିଚୟ ପତ୍ର ନ ଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ। ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପରିଚୟପତ୍ର ନ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ, ସେଥିଲାଗି ନିର୍ଦ୍ଦେଶ…
ଏକଦା ଭିଡ଼ର ସୁଯୋଗ ନେଇ ବିପାଶାଙ୍କ ସ୍କର୍ଟ ଟାଣିବାକୁ ଚେଷ୍ଟା କରିଥିଲେ ପ୍ରଶଂସକ; ଆଜି ବି…
ବମ୍ବେ: ବଲିଉଡ୍ ଅଭିନେତ୍ରୀଙ୍କ ପ୍ରଶଂସକ ଅଧିକ। ଏଥିଲାଗି ସର୍ବସାଧାରଣସ୍ଥଳକୁ ଗଲେ ଭିଡ଼ ଏଡ଼ାଇବା ଲାଗି ସୁରକ୍ଷା ବ୍ୟବସ୍ଥା ଲୋଡା ପଡ଼ିଥାଏ। ହେଲେ ଅନେକ ସମୟରେ ଭିଡ଼ରେ ଅଭିନେତ୍ରୀଙ୍କ ସହ ଦୁର୍ବବ୍ୟହାର କରିବାକୁ ଚେଷ୍ଟା କରାଯାଇଥାଏ। ସୋନମ କପୁର, କରିନା କପୁରଙ୍କଠାରୁ ଆରମ୍ଭ…
ଟଏଲେଟ୍ ପାଇପ୍ ଯୋଗେ ଆସିପାରେ କରୋନା: ଜାଣନ୍ତୁ କେମିତି
କରୋନାର ଦ୍ୱିତୀୟ ଲହର ଦେଶରେ ଏକପ୍ରକାର ଆତଙ୍କ ସୃଷ୍ଟି କରିଛି। ଲୋକମାନେ ଏହାର ଶିକାର ହୋଇ ଜୀବନ ହାରୁଛନ୍ତି। ଏହାପରେ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଏପରି ପରିସ୍ଥିତିରେ ବୈଜ୍ଞାନିକମାନେ ମଧ୍ୟ ଏହା ବିଷୟରେ ଅନେକ ପ୍ରକାରର ତଥ୍ୟ ସଂଗ୍ରହ…
ଦମ୍ପତିଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା, ଚେନ
ନୟାଗଡ ଅଫିସ,୧୨।୫: ନୟାଗଡ଼ ଜିଲା ରଣପୁର ଥାନା କୋଟଗଡ଼ ଘାଟିରେ ବୁଧବାର ଲୁଟ ହୋଇଛି। ଦମ୍ପତିଙ୍କୁ ମାଡ଼ ମାରି ୯ ହଜାର ଟଙ୍କା ସହିତ ସୁନା ଚେନ ଲୁଟି ନେଇଛନ୍ତି ୩ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ରାଜସୁନାଖେଳା ମେଡିକାଲରେ ଭର୍ତ୍ତି…
କୋଭିଡ୍ ଭୟ : ମୃତଦେହ ପାଖ ମାଡିଲେନି ପରିବାର ଲୋକେ , ଉପଜିଲାପାଳ କଲେ ସତ୍କାର
ଭଞ୍ଜନଗର,୧୨।୫(ଡି.ଏନ୍.ଏ.): ବର୍ତ୍ତମାନ ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି, କୋଭିଡ୍ କିମ୍ବା କୋଭିଡ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ପରିବାର ଲୋକ ମୁହଁ ଫେରାଇ ନେଉଛନ୍ତି। ମଙ୍ଗଳବାର ସେମିତି ଏକ ଘଟଣା ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ବା…

