ମୋଦି ପ୍ରଥମେ ନିଅନ୍ତୁ କରୋନା ଭ୍ୟାକ୍ସିନ ତା’ପରେ ଆମେ ନେବୁ: ତେଜପ୍ରତାପ
ପାଟନା,୮ ।୧: କରୋନା ଭାଇରସ ସଂକ୍ରମଣ ଲୋକଙ୍କ ମନରେ ଯେତିକି ଭୟ ସୃଷ୍ଟି କରିଥିଲା ଏହାର ଭ୍ୟାକ୍ସିନ ବା ଟିକା ଆସିବା ପରେ ଲୋକଙ୍କ ମନରେ ସେତିକି ଉତ୍ସାହ ପରିଲକ୍ଷିତ ହୋଇଛି । ହେଲେ ଏବେ ଏହି କରୋନା ଭ୍ୟାକ୍ସିନକୁ ନେଇ…
ଆଜି ରାଜ୍ୟରୁ ୨୪୫ ପଜିଟିଭ୍ ଚିହ୍ନଟ, ଆଉ ୨ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୮।୧(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ୨୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୪୧ ଜଣ…
ପରିବାର ଲୋକେ ନୃତ୍ୟ ଶିଖିବାକୁ ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ୧୦ମ ଣ୍ରେଣୀ ଛାତ୍ରୀ
ଜୟପୁର, ୮।୧: ରାଜସ୍ଥାନର ଧୋଲପୁର ଜିଲାର ଏକ ସରକାରୀ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରେ ନୃତ୍ୟ ଅଭ୍ୟାସ କରୁଥିଲେ। ଏ ନେଇ ମା’ବାପା ତାଙ୍କୁ ଗାଳିଗୁଲଜ କରୁଥିଲେ। ଏହି କାରଣରୁ ନାବାଳିକା ଝିଅ ଘର ଛାଡି ଚାଲିଯାଇଛନ୍ତି। ମା’ବାପା…
ବିଷାକ୍ତ ମଦ ନେଲା ୪ ଜୀବନ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ବୁଲନ୍ଦସହର,୮।୧: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା ଦୀକ୍ଷିତ କୁମାର ତ୍ୟାଗି, ଲାଇଟ ଇନଚାର୍ଜ ଏବଂ ଆଉଟପୋଷ୍ଟ ଇନ-ଚାର୍ଜ ଅନୋଖେ ପୁରୀଙ୍କୁ ନିଲମ୍ବିତ…
କରୋନା ଭୟରେ ପୁଣି ଚାଇନାରେ ଲକ୍ଡାଉନ
ବେଜିଂ,୮ ।୧: କରୋନା ମହାମାରୀ ଏବେବି ବିଶ୍ୱବାସୀଙ୍କୁ ତା’ କବଳରେ ରଖିଛି । କରୋନାର ଉତ୍ପତି ସ୍ଥଳ ଚାଇନା ବି ଏଥିରୁ ବାଦ୍ ପଡିନାହିଁ । ଏବେ ସମସ୍ତଙ୍କ ଚିନ୍ତା ବଢାଇଛି କରୋନାର ନୂଆ ଷ୍ଟ୍ରେନ୍ । ଗତ ୫ ମାସ…
ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟା ନ ଗଲେ ଆସିବ ମହାଭିଯୋଗ
ଓ୍ବାଶିଂଟନ୍,୮।୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ କନ୍ଦଳ ଦେଖାଯାଇଛି। ଆମେରିକାର କ୍ୟାପିଟାଲ ହିଲ ବିଲଡିଂ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହିଂସା ସୃଷ୍ଟି କରିଛନ୍ତି। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର କ୍ୟାପିଟାଲ ବିଲଡିଂ (ଆମେରିକୀୟ…
ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ସାନି ରିପୋର୍ଟ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ ଅଫିସ, ୮।୧: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଏହି ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରାଯାଇଥିଲା। ତେବେ ଏହି ରିପୋର୍ଟକୁ ନେଇ ଆବେଦନକାରୀଙ୍କ ଓକିଲ କେତେକ ପ୍ରଶ୍ନ ଉଠାଇଥିଲେ।…
ଡ୍ରେନ୍ ନିର୍ମାଣ ବଦଳରେ ସୌନ୍ଦର୍ଯ୍ୟକରଣ
ଯାଜପୁର ରୋଡ,୮।୧(ଡି.ଏନ୍.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରାଞ୍ଚଳବାସୀ ଏବେ ନାନା ସମସ୍ୟା ମଧ୍ୟରେ ଦିନ କାଟୁଛନ୍ତି। ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ପୌର ନିର୍ବାଚନ ହେଉ ନ ଥିବାରୁ ପ୍ରଶାସକଙ୍କ ହାତରେ ସହରର…
ତମାଣ୍ଡୋ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ
ଭୁବନେଶ୍ୱର,୮।୧(ବ୍ୟୁରୋ): ତମାଣ୍ଡୋ ଗୁଳିକାଣ୍ଡ ଘଟଣାରେ କମିଶନରେଟ୍ ପୋଲିସ ଅଭିଯୁକ୍ତ ଆକାଶ ଷଡ଼ଙ୍ଗୀ, ବଳିଆ ଓରଫ ବଳରାମ ରାଉତରାୟ ଓ ମୃତ୍ୟୁଞ୍ଜୟ ସେଠୀଙ୍କୁ ଗୁରୁବାର ୪ ଦିନିଆ ରିମାଣ୍ଡରେ ଆଣିଛି। ଏମାନଙ୍କୁ ତଡିପାର କରାଯାଇଥିଲେ ମଧ୍ୟ ସେମାନେ ରାଜଧାନୀରେ ରହି ଦୁଇଟି ଗୁଳିକାଣ୍ଡ…
ବାର୍ଡ ଫ୍ଲୁ: ଖୋଲିଲା ନିୟନ୍ତ୍ରଣ କକ୍ଷ
ଭୁବନେଶ୍ୱର,୮।୧(ବ୍ୟୁରୋ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ୧୨୦ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। କୁକୁଡ଼ାଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ ରାଜ୍ୟରେ ବାର୍ଡ ଫ୍ଲୁ ଆଶଙ୍କା ଦେଖାଦେଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ…
ଆଜି ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍
ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ଶୁକ୍ରବାର ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସବୁ ଜିଲା ଓ ମ୍ୟୁନିସିପାଲିଟି ଅଞ୍ଚଳରେ କରାଯିବ। ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲାର ବଡ ଘରୋଇ ମେଡିକାଲ ଓ ମେଡିକାଲ…
ରାଜସ୍ଥାନ ରାଜନୀତି ହଲ୍ଚଲ୍: ବସୁନ୍ଧରା ରାଜେଙ୍କୁ ଛାଡି ଅନ୍ୟ ନେତାଙ୍କୁ ଦିଲ୍ଲୀ ଡାକିଲେ ନଡ୍ଡା
ନୂଆଦିଲ୍ଲୀ,୮।୧: ଭାରତୀୟ ଜନତା ପାର୍ଟି ଜାତୀୟ ସଭାପତି ଜେପି ନଡ୍ଡା ଆଜି ରାଜସ୍ଥାନ ରାଜ୍ୟ ନେତାମାନଙ୍କୁ ଦିଲୀ ଡକାଇଛନ୍ତି। ରାଜସ୍ଥାନରେ ରାଜନୈତିକ ଆଲୋଚନା ତୀବ୍ର ହୋଇଛି। ଜେପି ନଡାଙ୍କୁ ଭେଟିବା ପାଇଁ ରାଜ୍ୟ ସଭାପତି ସତୀଶ ପୁନିଆ, ବିରୋଧୀ ଦଳର ନେତା…
Archives


