Home Left

ବୁମ୍‌ରା-ସିରାଜଙ୍କୁ ‘ମାଙ୍କଡ’ କହି ସମ୍ବୋଧନ କଲେ ଅଷ୍ଟ୍ରେଲିୟ ଦର୍ଶକ; ଅଭିଯୋଗ କଲା ବିସିସିଆଇ

ସିଡନୀ,୯।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଶନିବାର ଜଣେ ଦର୍ଶକ ନିଶାରେ ଭାରତୀୟ ଟିମ୍‌ର ଖେଳାଳି ଜସପ୍ରିତ ବୁମ୍‌ରା ଏବଂ ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ବିସିସିଆଇ ପକ୍ଷରୁ…

ଅଧା ରାତିରେ କରନ୍‌ ଜୋହରଙ୍କ ରୁମ୍‌କୁ ଯାଇଥିଲେ ଫରାହ ଖାନ୍‌: ବିବାହ ପାଇଁ କରିଥିଲେ ପ୍ରପୋଜ୍‌

ବମ୍ବେ: ବଲିଉଡ୍‌ର ଖ୍ୟାତନାମା କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍‌ ଅନ୍ୟତମ। ଏବେ ଯାଏ ସେ ଶହେରୁ ଅଧିକ ଗୀତକୁ କୋରିଓଗ୍ରାଫ କରିସାରିଛନ୍ତି। ଏହାଛଡ଼ା ଏକାଧିକ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ସେ। କର୍ମଜୀବନକୁ ଛାଡ଼ିଦେଲେ ବ୍ୟକ୍ତିଗତ ଜୀବନରେ ଫରାହ ଅନେକ ସେଲିବ୍ରିଟିଙ୍କ ଭଲ…

ଇସ୍ତଫା ନ ଦେଲେ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ: ନାନ୍ସି ପିଲୋସି

ଓ୍ବାଶିଂଟନ,୯।୧: ଇସ୍ତଫା ନ ଦେଲେ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ ଅଫ ରିପ୍ରେଜେନ୍ଟେଟିଭ୍ସ’ର ବାଚସ୍ପତି ନାନ୍ସି ପିଲୋସି କହିଛନ୍ତି। ଏକ ବିବୃତିରେ ପିଲୋସି କହିଛନ୍ତି, ରାଷ୍ଟ୍ରପତି ତୁରନ୍ତ ଇସ୍ତଫା ଦେବେ ବୋଲି ସଦସ୍ୟମାନଙ୍କର…

ପ୍ରେମିକାଙ୍କୁ ଅନ୍ୟ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ପ୍ରେମିକ ନେଲେ ଏମିତି ନିଷ୍ପତ୍ତି

ଲକ୍ଷ୍ନୌ,୯।୧: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ଉତ୍ତ୍ୟେକ୍ତ ହୋଇ ଉକ୍ତ ଯୁବକଙ୍କ ଗଳା ଚିପି ହତ୍ୟା କରିଛନ୍ତି।…

ଆଉ ଶ୍ରୀଲଙ୍କା ପାଇଁ ଖେଳିବେ ନାହିଁ ଏହି ୨୯ ବର୍ଷୀୟ କ୍ରିକେଟର: ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୧: କ୍ରିକେଟର ଶେହାନ ଜୟସୂର୍ଯ୍ୟା ଶ୍ରୀଲଙ୍କା କ୍ରିକେଟ ଟିମ୍‌ ପକ୍ଷରୁ ଆଉ କ୍ରିକେଟ ଖେଳିବେ ନାହିଁ। ୨୯ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍‌ ଆମେରିକାରେ ରହିବାର ନିଷ୍ପତ୍ତି ନେଇଛନ୍ତି। ପରିବାର ସହ ସେ ସେଠାରେ ରହିବେ। ଶ୍ରୀଲଙ୍କା ପକ୍ଷରୁ ସେ ୧୨ ଦିନିକିଆ…

ପଡ଼ିଆ ବାହାରେ ନୂଆ ରେକର୍ଡ କଲେ ଧୋନୀ: ଏହି ସଫଳତା ପାଇବାରେ ପାଲଟିଲେ ଦ୍ୱିତୀୟ କ୍ରିକେଟର

ନୂଆଦିଲ୍ଲୀ,୯।୧: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କେବଳ ଆଇପିଏଲ୍‌ରେ ନଜର ଆସିବେ ବୋଲି କହିଛନ୍ତି। ଏବେ ସେ ରାଞ୍ଚିରେ ପରିବାର ସହ ସମୟ ବିତାଉଛନ୍ତି। ପଡ଼ିଆରୁ ଦୂରରେ ଥିଲେ ହେଁ ଏକ…

ଆଜି ରାଜଧାନୀରୁ ୧୨ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୬

ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୧୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ…

ଭାଇରାଲ ହେଉଛି ଅଙ୍କିତାଙ୍କ ରୋମାଣ୍ଟିକ୍ ଫଟୋ

ମୁମ୍ବାଇ: ଅଙ୍କିତା କୋୱର ଓ ମିଲିନ୍ଦ ସୋନମ ଲୋକଙ୍କ ମନପସନ୍ଦ କପୁଲଙ୍କ ମଧ୍ୟରେ ଗୋଟିଏ । ଉଭୟ ନିଜ ଭିତରେ ଥିବା ଭଲପାଇବାକୁ କେବେ କମ୍ ହେବକୁ ଦିଅନ୍ତି ନାହିଁ । ବୟସର ଯଥେଷ୍ଟ ତାରତମ୍ୟ ଥିଲେ ବି ଉଭୟଙ୍କ ପ୍ରେମ…

ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ: ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ମୁମ୍ବାଇ,୯।୧, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଭଣ୍ଡାରା ଜିଲା ଜେନେରାଲ ହସ୍ପିଟାଲରେ ନିଆଁ ଲାଗି ୧୦ ଶିଶୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ମୁଖ୍ୟ ମନ୍ତ୍ରୀ ଠାକରେ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ…

ଶୋଏବ ନୁହନ୍ତି, ଏହି କ୍ରିକେଟର କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲର; ବୋଲିଂ ଯୋଗୁ ଭାଙ୍ଗୁଥିଲା ଆଙ୍ଗୁଠି

ନୂଆଦିଲ୍ଲୀ,୯।୧: ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଶୋଏବ ଅଖତରଙ୍କୁ ବିଶ୍ୱର ସବୁଠାରୁ ଦ୍ରୁତ ବୋଲର ଭାବେ ଗଣାଯାଏ। ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ସେ ୧୬୧.୩ କିମି ବେଗରେ ବଲ୍‌ ଫିଙ୍ଗିଥିଲେ। ଏହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା।…

ବଲିଉଡ୍ ଅନାରକଲି ମଧୁବାଳାଙ୍କ ରୂପେ ନଜର ଆସିବେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଭାବେ ଯଦି କାହାର ରୂପର ପ୍ରଶଂସା କରାଯାଏ ତେବେ ସେ ହେଉଛନ୍ତି ବଲିଉଡ୍ ଅନାରକଲି ବା ବଲିଉଡ୍‌ର ମର୍ଲିନ ମୁନରୋ କୁହାଯାଉଥିବା ମଧୁବାଳା । ଏବେ ଜଣେ ନବାଗତା ନାୟିକା ମଧୁବାଳାଙ୍କ ଅନ୍ଦାଜରେ ସ୍କ୍ରିନରେ ଦେଖାଦେବାଲାଗି ପ୍ରସ୍ତୁତି…

ଏହି ଭାରତୀୟ କ୍ରିକେଟରଙ୍କ ନାମରେ ରହିଛି ଏକ ଲଜ୍ଜାଜନକ ରେକର୍ଡ: ଗୋଟିଏ ଭୁଲ୍‌ ଯୋଗୁ ଐତିହାସିକ ରନ୍‌ କରିଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଟିମ ଏବେ ଉନ୍ନତମାନର ଫିଲ୍ଡିଂ ପାଇଁ ଜଣାଣୁଣା। ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ଦଳ ଭଲ ଫିଲ୍ଡିଂ କରୁ ନ ଥିଲା। ବିଶେଷକରି କିଛି ଖେଳାଳି ନିଜର ଫିଲ୍ଡିଂକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri