Home Left

ଆହତ ଜାଡେଜା ଚତୁର୍ଥ ଟେଷ୍ଟରୁ ବାଦ୍:‌ ଇଞ୍ଜୁରି ସତ୍ତ୍ୱେ ପନ୍ତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବେ

ସିଡ୍‌ନୀ, ୧୦।୧(ପି.ଟି.): ଭାରତ ପାଇଁ ଏବେ ଖରାପ ସମୟ ଚାଲିଛି। ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଭାରତର ଦୁଇଜଣ ଖେଳାଳି ରବୀନ୍ଦ୍ର ଜାଡେଜା ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟାଟିଂ କରିବା ଅବସରରେ ଆହତ ହୋଇଛନ୍ତି। ଫଳରେ ଭାରତକୁ ଡବଲ…

କସମେଟିିକ୍ସ୍ ବ୍ୟବହାର ସମୟରେ ରୁହନ୍ତୁ ସତର୍କ…

ସମ୍ପ୍ରତି ବିନା କସମେଟିକ୍ସରେ ବାହାରକୁ ବାହାରିବା ଲାଗି କେହି ପ୍ରାୟ ପସନ୍ଦ କରୁନାହାଁନ୍ତି। କିନ୍ତୁ କସମେଟିକ୍ସ ଯେ ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ ଏକଥା ଅନେକକୁ ଜଣା ନ ଥାଏ। କସମେଟିକ୍ସ ତଥା ଲୋଶନରେ କ୍ଷତିିକାରକ ରାସାୟନିକ ପଦାର୍ଥ ମିଶି…

ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ଚର୍ଚ୍ଚା

ସିଡ୍‌ନୀ,୧୦।୧(ପି.ଟି.): ଭାରତ ପ୍ରଥମ ଇନିଂସରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି। ପୂଜାରା ପ୍ରଥମ ଇନିଂସରେ ୧୭୬ ବଲ ଖେଳି ୫ ଚୌକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ।…

ନିଜେ ବିଛାଇଥିବା ବିଦ୍ୟୁତ୍‌ ତାରରେ ଯୁବକଙ୍କ ଜୀବନ ଗଲା

ରିଆମାଳ୯।୧: ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଶ୍ୟାମପାଲି ଗ୍ରାମର ଏକ ବଗିଚାରେ ବାର୍‌ହା ଶିକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପ୍ରଦୀପ ପ୍ରଧାନ (୩୫)।…

ଆନ୍ଦୋଳନ ସ୍ଥଳରେ କୃଷକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ଉପକଣ୍ଠ ସିଙ୍ଘୁ ସୀମାନ୍ତ ଚାଷୀମାନଙ୍କ ବିକ୍ଷୋଭ ସ୍ଥଳରେ ଶନିବାର ସନ୍ଧ୍ୟାରେ ଜଣେ ଚାଷୀ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପଞ୍ଜାବ ଫତେଗଡ଼ ସାହିରେ ରହୁଥିବା ଅମରିନ୍ଦର ସିଂ(୪୦)। ମିଳିଥିବା ସୂଚନା ମୁତାବକ, ଅମରିନ୍ଦର ସନ୍ଧ୍ୟା ପ୍ରାୟ…

ହୀରାକୁଦରେ ପକ୍ଷୀ ସଂଖ୍ୟା ବଢ଼ିଲା

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ଜିଲାର ହୀରାକୁଦ ଡ୍ୟାମରେ ଚଳିତବର୍ଷ ପକ୍ଷୀସଂଖ୍ୟା ବୃଦ୍ଧି ପାଇଛି। ଶୁକ୍ରବାର ବନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି। ମୋଟ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀ ହୀରାକୁଦ ଡ୍ୟାମକୁ ଆସିଛନ୍ତି।…

୧୫ରେ କୃଷକ ଅଧିକାର ଦିବସ ପାଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୯।୧: କୃଷି ଆଇନକୁ ବିରୋଧ କରିବା ସହ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଜାନୁୟାରୀ ୧୫ରେ କୃଷକ ଅଧିକାର ଦିବସ ପାଳନ କରିବାକୁ କଂଗ୍ରେସ ପକ୍ଷରୁ ଷୋଷଣା କରାଯାଇଛି। ଏହିଦିନ ଦେଶର ସବୁ ରାଜ୍ୟପାଳଙ୍କ ବାସଭବନ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ…

ଆଉ ୩ ଦିନ ଘନ କୁହୁଡି

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡ଼ି ଲାଗି ରହିବ ବୋଲି ଶୁକ୍ରବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରବିବାର ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ…

ପିଲାଖେଳରୁ ଗଣ୍ଡଗୋଳ: ଆକ୍ରମଣରେ ଶିଶୁକନ୍ୟାର ଜୀବନ ଗଲା

ସମ୍ବଲପୁର,୯ା୧: ସମ୍ବଲପୁର ଜିଲା ବୁର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପିଲାଖେଳକୁ ନେଇ ଗଣ୍ଡଗୋଳ ଘଟିବାରୁ ଏଥିରେ ୬ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଏହି ଘଟଣା ଘଟିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।…

ରାଜ୍ୟରେ ସୁସ୍ଥ ହେଲେ ୨୬୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯ା୧(ବ୍ୟୁରୋ): ଶନିବାର ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୨୬୯ କରୋନା ଆକ୍ରାନ୍ତ। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି କଟକରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ…

ଓଡ଼ିଶା ଯୁବକଙ୍କୁ ଉଠାଇ ନେଲା ଗୁଜରାଟ ପୋଲିସ

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜେଇ ଚୋରା ଚାଲାଣ ରାକେଟର ଚେର ଓଡ଼ିଶାରୁ ଗୁଜରାଟକୁ ଲମ୍ବିଛି। ଚୋରା ଚାଲାଣ ରାକେଟର ମୁଖ୍ୟଙ୍କୁ ଗୁଜରାଟ କ୍ରାଇମବ୍ରାଞ୍ଚ ପୋଲିସ ପାଟପୁର ପୋଲିସ ସହାୟତାରେ ଘରୁ ଉଠାଇ ନେଇଛି। ଅଭିଯୁକ୍ତ ଜଣକ ପାଟପୁର ଥାନା ସିଙ୍ଗପୁର ଗ୍ରାମର ସୁରେନ୍ଦ୍ର ପାତ୍ର…

ବଦଳିଗଲା ରବିବାର ନିୟମ: ଆସନ୍ତାକାଲି ବିଦ୍ୟାଳୟରେ ହେବ ପାଠପଢ଼ା

ବାଲିଗୁଡ଼ା,୯।୧(ଡି.ଏନ୍‌.ଏ.): ସାଧାରଣତଃ ରବିବାର ସ୍କୁଲ, କଲେଜ ସମେତ ରାଜ୍ୟ ଓ କେନ୍ଦ୍ର ସରକାର ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବା ବେଳେ କେତେକ ସ୍ଥାନରେ ବେସରକାରୀ ଅନୁଷ୍ଠାନ ଖୋଲା ରହିଥାଏ। ମାତ୍ର ଚଳିତବର୍ଷ  ରବିବାରରେ ପାଠପଢ଼ା ହେବ। ଆସନ୍ତାକାଲି ଶିକ୍ଷାବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri