Home Left

ଚାଇନାକୁ ଘେରିଲେ ଆମେରିକା-ବ୍ରିଟେନ୍‌-ଅଷ୍ଟ୍ରେଲିଆ-କାନାଡ଼ା

ଓ୍ବାଶିଂଟନ,୧୦।୧: ହଂକଂରେ ଜାତୀୟ ସୁରକ୍ଷା ଆଇନ ଅନ୍ତର୍ଗତ ୫୫ ଜଣ ନେତା ଏବଂ ସାମାଜିକକର୍ମୀଙ୍କୁ ଚାଇନା ଗିରଫ କରିଛି। ଏହାକୁ ନେଇ ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ ଏବଂ କାନାଡ଼ା ଚାଇନାକୁ ଘେରିବା ଆରମ୍ଭ କରିଛନ୍ତି। ଚାଇନାର ଏଭଳି ପଦକ୍ଷେପକୁ କଡ଼ାସ୍ବରରେ ନିନ୍ଦା…

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଇଣ୍ଡୋନେସିଆରୁ ଉଡ଼ାଣ ହେବାର ମାତ୍ର ୪ ମିନିଟ୍‌ ପରେ ଏକ ଯାତ୍ରୀବାହୀ ବିମାନ ସମୁଦ୍ର ମଧ୍ୟରେ ଖସି ପଡ଼ିଥିଲା। ତେବେ ଏହି ବିମାନର ଭଗ୍ନାବଶେଷ ମିଳିଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ…

ପିଠି ଉପରେ ଛଡାଯାଏ ଅଜଗର ଭଳି ୨୮ ସାପ : ଆଉ ତା’ ପରେ

ମସାଜ ଶରୀରକୁ ଆରାମ ଦେଇଥାଏ, ମାତ୍ର ଆପଣ କେବେ ନିଜ ଶରୀରରେ ସ୍ନେକ ମସାଜ ଅର୍ଥାତ ସାପ ଦ୍ୱାରା ମସାଜ କରିଛନ୍ତି କି? ଆପଣ ଭାବୁଥିବେ ସାପ ସହିତ ମସାଜ, କିଏ ଏତେ ବଡ଼ ସାହସ କରିପାରିବ? ମାତ୍ର ଏହା ସମ୍ପୂର୍ଣ୍ଣ…

ଆର୍ସେନିକ ଯୋଗୁ ଦେଶର ଦୁଇଶହ ସହରରେ ବଢୁଛି କ୍ୟାନସର !

ନୂଆଦିଲ୍ଲୀ,୧୦ ।୧: ଗୋଟିଏ ପଟେ ଦେଶ କରୋନା ମହାମାରୀରୁ ଉଦ୍ଧାର ପାଇ ନ ଥିବା ବେଳେ ଅନ୍ୟପଟେ କାୟା ବିସ୍ତାର କଲାଣି ବାର୍ଡଫ୍ଲୁ । ଆଉ ଏହାରି ଭିତରେ ଆଉଏକ ଚମକାଇବା ଭଳି ଖବର ମିଳିଛି । ଦେଶର ପାଖାପଖି ୨ଶହ…

ବୋଥ୍ରାଙ୍କୁ ଟୁଇଟ୍‌ ପରେ ସ୍କୁଲ୍‌ ଛାତ୍ରଙ୍କ ପାଇଁ ବଦଳିଲା ‘ମୋ ବସ୍‌’ ସମୟ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ଜଣେ ସ୍କୁଲ ଛାତ୍ରଙ୍କ ପାଇଁ ବଦଳିଛି ‘ମୋ ବସ୍‌’ର ସମୟ ସୂଚୀ। ଭୁବନେଶ୍ୱରର ଏମ୍‌ବିଏସ୍‌ ସ୍କୁଲରେ ପଢୁଥିବା ସାଇ ଅନ୍ବେଷ ନାମକ ଜଣେ ଛାତ୍ରଙ୍କ ଅନୁରୋଧକ୍ରମେ ମୋ ବସ୍‌ ପରିଚାଳନା କରୁଥିବା କ୍ୟାପିଟାଲ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ…

ଶୋଇବା ଘରେ ରଖୁଛନ୍ତି କି ଏହି ଜିନିଷ: ବଢ଼ିବ କରଜ

ବାସ୍ତୁଶାସ୍ତ୍ରରେ ଅନେକ କିଛି ବିଷୟରେ ଉଲ୍ଲେଖ ରହିଛି। ଏହାର ପ୍ରତିକାରକୁ ଆପଣାଇ ଜଣେ ନିଜ ଘରେ ଥିବା ବାସ୍ତୁସମସ୍ୟା ଦୂର କରିପାରିବ। ଏହି କ୍ରମରେ ଶୋଇବା ଘର କିଭଳି ଜିନିଷ ରଖିବା ଉଚିତ/ଅନୁଚିତ ସେନେଇ ଜାଣନ୍ତୁ କିଛି ବାସ୍ତୁ ଟିପ୍ସ… ଆପଣଙ୍କ…

ଜାଣନ୍ତୁ କେମିତି ବଦଳିଗଲା ‘ବାବା କା ଢାବା’ ମାଲିକଙ୍କ ଭାଗ୍ୟ

ମୁମ୍ବାଇ,୧୦।୧: ଆମେ ସମସ୍ତେ ଜାଣିଛେ ଢାବା ମାଲିକ ବାବାଙ୍କ ଭାଗ୍ୟ ବଦଳିଗଲାଣି। ଅମିତାଭ ବଚ୍ଚନଙ୍କୁ ଭାଇ ବୋଲି ମାନୁଥିବା ଢାବା ମାଲିକଙ୍କ ଭାଗ୍ୟ ଯେ, ଏତେ ବଦଳି ଯାଇଛି ସେକଥା ବିଗ୍‌ ବିଙ୍କୁ ବି ଜଣା ନ ଥିଲା। ମାତ୍ର ଜାଣିବା…

ନିୟମ ଉଲ୍ଲଂଘନ କରି ପଦୋନ୍ନତି: ୪ ଅଫିସର ହେଲେ ଚୌକିଦାର-ଚପରାସୀ-ଅପରେଟର-ସହାୟକ

ଲକ୍ଷ୍ନୌ,୧୦।୧: ଦୁର୍ନୀତି ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ ପ୍ରଚଳିତ ସରକାରୀ ନିୟମର ଉଲ୍ଲଂଘନ କରାଯାଇ ଅଫିସର ହୋଇଥିବା ୪ ଜଣଙ୍କୁ ମୂଳ ପଦବୀରେ ଅବସ୍ଥାପିତ କରାଯାଇଛି। ରାଜ୍ୟ ସୂଚନା ନିର୍ଦ୍ଦେଶକ…

ଭାଜପା ନେତାଙ୍କ ବିବାଦୀୟ ଟିପ୍ପଣୀ: କୃଷକ ଆନ୍ଦୋଳନ ଯୋଗୁ ବ୍ୟାପୁଛି ବାର୍ଡ ଫ୍ଲୁ

ଜୟପୁର,୧୦ ।୧: କେନ୍ଦ୍ର କୃଷି ଆଇନକୁ ନେଇ ଦୀର୍ଘ ପ୍ରାୟ ଦେଢ ମାସ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ନେଇ ରାଜସ୍ଥାନର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ମଦନ ଦିଲାୱର ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ…

ଜନ ପ୍ରତିନିଧିଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯାଉ କରୋନା ଟିକା

ହାଇଦ୍ରାବାଦ୍‌,୧୦।୧: ଭାରତରେ ସାର୍ବଜନୀକ କରୋନା ଟିକାକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିସ୍ଥଳେ ତେଲଙ୍ଗାନାର ମୁଖ୍ୟ ଶାସନ ସଚିବ ସୋମେଶ କୁମାର ପ୍ରଥମ ପର୍ଯ୍ୟାୟ ଟିକାକରଣରେ ମନ୍ତ୍ରୀ, ଏମ୍‌ପି, ବିଧାୟକ ଏବଂ ଅନ୍ୟ ଜନ ପ୍ରତିନିଧିଙ୍କୁ ସାମିଲ୍‌ କରାଯିବା ଲାଗି ଅନୁରୋଧ…

ସାରା ରାତି ଅନ୍ଧାରରେ ପାକିସ୍ତାନ

ଇସଲାମାବାଦ୍‌,୧୦।୧: ପାକିସ୍ତାନ ଶନିବାର ରାତି ସାରା ଅନ୍ଧାରରେ ରହିଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାଜଧାନୀ ଇସଲାମାବାଦଠାରୁ ଆରମ୍ଭ କରି ଲାହୋର, ପେଶଓ୍ବର, ରାଓ୍ବଲପିଣ୍ଡି ଏବଂ କରାଚି ଆଦି ଦେଶର ସମସ୍ତ ସହର ବାସିନ୍ଦା…

ହାଇକୋର୍ଟ ଗଲେ ଅଯୋଧ୍ୟା ବାସିନ୍ଦା

ବାରାଣସୀ,୧୦।୧: ୧୯୯୨ ବାବ୍ରି ମସ୍‌ଜିଦ୍‌ ଭଙ୍ଗା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ୩୨ଜଣଙ୍କ ବିରୋଧରେ ଆଲ୍ଲାହାବାଦ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଯୋଧ୍ୟାର ୨ବାସିନ୍ଦା। ୨୦୨୦ ସେପ୍ଟେମ୍ବର ୩୦ରେ ସିବିଆଇ କୋର୍ଟ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଷୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri