Home Left

ଟ୍ବିଙ୍କଲଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ : ଫିଲ୍ମରେ ଅଭିନୟକୁ ବାଏ ବାଏ କହିଦେବା ପରେ ନିର୍ମାତା ତଥା ଲେଖିକା ଟ୍ବିଙ୍କିଲ ଖାନ୍ନା ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରି ପ୍ରଶଂସକଙ୍କ…

ବିଶ୍ୱର ସବୁଠାରୁ ଧନୀ ହେଲେ ଏହି ବ୍ୟକ୍ତି: ଘଣ୍ଟାକୁ ରୋଜଗାର ୧୨୭ କୋଟି, ପ୍ରତି ସେକେଣ୍ଡକୁ ୭୬ ଲକ୍ଷ

ନୂଆଦିଲ୍ଲୀ,୧୦।୧: ଇଲେକ୍ଟ୍ରିକ୍‌ ଯାନ ନିର୍ମାତା ଟେସଲା ଏବଂ ସ୍ପେସ୍‌ଏକ୍ସର ସିଇଓ ଏଲନ ମସ୍କ ବିଶ୍ୱର ସବୁଠାରୁ ଧନୀବ୍ୟକ୍ତି ପାଲଟିଛନ୍ତି। ଆମାଜନର ଜେଫ୍‌ ବେଜୋସଙ୍କୁ ପଛରେ ପକାଇ ସେ ଏହି ମୁକୁଟ ପିନ୍ଧିଛନ୍ତି। ତେବେ କରୋନାକୁ ନେଇ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ମସ୍କଙ୍କ…

ସକ୍ରିୟ ରାଜନେତା: ଟୁଇଟରରେ ମୋଦିଙ୍କର ସର୍ବାଧିକ ଫଲୋଅର୍ସ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ଉପରେ ପ୍ରତିବନ୍ଧକ ଲାଗିବା ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜାଣତରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏବେ ମୋଦି ଟୁଇଟରରେ ସର୍ବାଧିକ ଫଲୋଅର୍ସ ଥିବା ପୃଥିବୀର ଏକ ନମ୍ବର ସକ୍ରିୟ…

ମଝି ନଈରେ ଡଙ୍ଗାରେ ଓଢ଼ଣୀ ଉଡ଼ାଇ ନାଚୁଥିଲେ ମହିଳା, ଆଉ ତା’ ପରେ…

ଭୋପାଳ,୧୦।୧: ମଧ୍ୟପ୍ରଦେଶର ଖରଗୋନ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ନର୍ମଦା ନଦୀରେ ୧୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଶନିବାର…

ଅନ୍‌ଲାଇନ୍‌ ପାଠପଢ଼ା: ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଡାଟା କାର୍ଡ

ଚେନ୍ନାଇ,୧୦।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କୁ ମାଗଣାରେ ୨ଜିବିର ଇଣ୍ଟରନେଟ୍‌ ଡାଟା କାର୍ଡ ଯୋଗାଇ ଦେବାକୁ ଯୋଜନା…

୨୧୦୦ ପୃଷ୍ଠାର ରାମାୟଣ ଲେଖିଲେ ଏହି କୁନି ଭଉଣୀ ଭାଇ

କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ସେହି ସମୟରେ ସବୁ ଲୋକ ଘରେ ବନ୍ଦୀ ହୋଇ ରହୁଥିଲେ। ଏହି ସମୟରେ ଲୋକଙ୍କ ପାଇଁ ଟିଭିରେ ପୁଣି ରାମାୟଣ ପ୍ରସାରଣ ହୋଇଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଲକଡାଉନ…

ପଞ୍ଜାବ ସହ ଦିଲ୍ଲୀର ବାହାଘର: ନିମନ୍ତ୍ରଣ ପତ୍ର ଭାଇରାଲ

ନୂଆଦିଲ୍ଲୀ,୧୦ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକମାନେ ଦିନକୁ ଦିନ ନୂଆ ନୂଆ ଉପାୟ ଚିନ୍ତା କରି ଭିନ୍ନ ଢଙ୍ଗରେ ପ୍ରତିବାଦ କରୁଥିବା ଦେଖାଯାଇଛି । ଏବେ ଶୁଣିବାକୁ ମିଳିଛି…

ଆଜି ରାଜ୍ୟରୁ ୨୬୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ରବିବାର ରାଜ୍ୟରେ ୨୬୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୮୬୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୫୧ ଜଣ ଚିହ୍ନଟ…

ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା: ମମତା

କୋଲକାତା,୧୦ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଆବଶ୍ୟକ ଥିବା ସମସ୍ତ ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ କରୋନା ଭ୍ୟାକ୍ସିନ ଯୋଗାଇ ଦେବେ । ଏଥିପାଇଁ ସରକାର…

ରାତି ଅଧରେ ଗାଁରେ ପଶିଲେ ହାତୀପଲ: ଘର ଭାଙ୍ଗି କଲେ ଆକ୍ରମଣ

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଳଡ଼ିହା ବନ ବିଭାଗ ଅଧୀନ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗ୍ରାମରେ ଶନିବାର ରାତିରେ ହାତୀପଲ ପଶିଛନ୍ତି। ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଜଣଙ୍କ ଘର ଭାଙ୍ଗି ତାଙ୍କୁ ଆକ୍ରମଣ…

ପାଣି ଛୁଇଁଦେଲେ ପଥର

ଡୋଡୋମା: ପୃଥିବୀର ଆଶ୍ଚର୍ଯ୍ୟଜନକ ହ୍ରଦ ସୂଚୀରେ ସର୍ବାଗ୍ରେ ରହିଛି ତାଞ୍ଜାନିଆର ‘ନାଟ୍ରୋନ୍‌’। ଏହି ଜଳାଶୟର ପାଣିକୁ ଛୁଇଁଲେ ପଥର ହୋଇଯିବ ବୋଲି ବିଶ୍ୱାସ ରହିଛି। ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିଲେ ମଧ୍ୟ ଏହାକୁ ଯେ କେହି ବିଶ୍ୱାସ ନ କରି ରହିପାରିବନି। କାରଣ…

ଡ୍ରମ ଭିତରେ ରଖାଯାଇ ଜଙ୍ଗଲରେ ପୋତାଯାଇଥିଲା ଲ୍ୟାଣ୍ଡମାଇନ୍‌

ଚିତ୍ରକୋଣ୍ଡା:୧୦।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ଶନିବାର ବିଏସ୍‌ଏଫ୍‌ ଯବାନମାନେ ୫ କିଲୋ ଅଫୁଟା ଲ୍ୟାଣ୍ଡମାଇନ ଜବତ କରିଛନ୍ତି। ଏହା ସହ ମାଓବାଦୀମାନେ ବ୍ୟବହାର କରୁଥିବା ପୋଷାକପତ୍ର, ପଲିଥିନ, ମଲ୍ଟିମିଟର୍‌, ମଧ୍ୟ ଯବାନଙ୍କ ହାତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri