ଏବେ ଆସ୍ଥା-ବିଶ୍ୱାସ ଉପରେ ଭରସା: କରୋନାରୁ ମୁକ୍ତିଲାଗି ଝୁଣା ଧୂଆଁ…

ସାହାରାନପୁର,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ବି ସଂକ୍ରମଣରୁ ମୁକ୍ତି ମିଳୁନି। ଫଳରେ ଲୋକେ ଏବେ ଆସ୍ଥା ଏବଂ ବିଶ୍ୱାସ ଉପରେ ଭରସା କରିବା ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ସାହାରାନପୁରରେ ବଜରଙ୍ଗକର୍ମୀମାନେ ହାତରେ ବାଲ୍‌ଟି ଧରି ଝୁଣା ଧୂଆଁ ଦେବା ଆରମ୍ଭ କରିଛନ୍ତି। ଏଥିରେ ବିଭିନ୍ନ ହବନ ସାମଗ୍ରୀ ମଧ୍ୟ ପକାଯାଉଛି। ଏହାଦ୍ୱାରା ବାୟୁମଣ୍ଡଳର ଶୁଦ୍ଧିକରଣ କରାଯାଇ ପାରିବ। ଏପରିହେଲେ କରୋନା ସଂକ୍ରମଣ ଆଉ ବ୍ୟାପିବ ନାହିଁ ବୋଲି କର୍ମୀମାନେ କହିଛନ୍ତି। ରାଜରାସ୍ତାଠାରୁ ଆରମ୍ଭ କରି ଗଳି ପର୍ଯ୍ୟନ୍ତ ସବୁଠି ବୁଲି ବୁଲି ସେମାନେ ଏଭଳି କରୁଛନ୍ତି। ଏହାର ୧ ମିନିଟ୍‌ ୩୭ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଶୀ ଯନ୍ତ୍ରଣାଦାୟକ, ଅନ୍ୟ ସରଳ ଉପାୟରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଉ: ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ…

ନୂଆଦିଲ୍ଲୀ,୨।୫ : ଫାଶୀ ମୃତ୍ୟୁ ଦଣ୍ଡାଦେଶ ଦ୍ୱାରା ଦୁନିଆର ୫୦ ରୁ ଅଧିକ ଦେଶରେ ଅପରାଧୀଙ୍କୁ ହତ୍ୟା କରିବାର ନିୟମ ରହିଛି। ସେମାନଙ୍କର ଅପରାଧ ପାଇଁ...

ଗଡକରିଙ୍କ ବଡ ଘୋଷଣା- ୧୫ ବର୍ଷ ପରେ ସଡ଼କରେ ଦୌଡିବ ନାହିଁ ସରକାରୀ ଯାନ

ନୂଆଦିଲ୍ଲୀ,୨୫ ।୧୧: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରି ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ସଡ଼କରେ ଦୌଡୁଥିବା ୧୫ ବର୍ଷ...

ଦ୍ୱୀପ, ଯେଉଁଠି ମହିଳା ଯିବା ମନା

ଜାପାନର ଏକ ଦ୍ୱୀପ ହେଉଛି ଓକିନୋସିମା। ଏହି ଦ୍ୱୀପ ସହ ଜଡିତ ରହିଛି ଅନେକ ରୋଚକ ନିୟମ। ଯାହା ସମ୍ପର୍କରେ ଜାଣିଲେ ଯେ କେହି ବି...

କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ମିଳିବ ୧୫ ହଜାର ଟଙ୍କା

ଅମରାବତୀ,୧୭।୫: କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ସହାୟତା ରାଶି। ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି...

କୁକୁରର ହେଲା ବାହାଘର: ଭୋଜି ଖାଇ ନାଚିଲେ ଲୋକେ

ଭୋପାଳ,୯।୧: ମଣିଷଙ୍କର ବିବାହ ହୋଇଥାଏ। ତେବେ କେତେକ ଅଞ୍ଚଳରେ ଲୋକେ ବିଭିନ୍ନ ପରମ୍ପରା ଅନ୍ତର୍ଗତ କିଛି ପ୍ରାଣୀଙ୍କ ବିବାହ ମଧ୍ୟ କରାଇଥାନ୍ତି। ମଧ୍ୟପ୍ରଦେଶର ନିଓ୍ବାଡ଼ି ଜିଲାର...

ନୀତୀଶ ସେପ୍ଟେମ୍ବର ୬ରେ ଫୁଙ୍କିବେ ଶଙ୍ଖ

ପାଟନା, ୨୫।୮: କରୋନା ମହାମାରୀରେ ଲୋକେ ଲକ୍‌ଡାଉନ୍‌ ପଡ଼ି ଛଟପଟ ହେଉଥିବାବେଳେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର...

ସିଜେଆଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ: ତଦନ୍ତ ଶେଷ, ସେପ୍ଟେମ୍ବରରେ ରିପୋର୍ଟ

ନୂଆଦିଲ୍ଲୀ,୨୨ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣିକିଆ କମିଟି ଏହାର...

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର...

Advertisement
Archives

Model This Week