Home Left

ଚିଠିରେ ‘କ୍ରୁନାଲ ମୋତେ ଧମକ ଦେଇଛନ୍ତି’ ଲେଖି ଇଭେଣ୍ଟରୁ ଓହରିଲେ ହୁଡା

ମୁମ୍ବାଇ,୧୦।୧- ଦେଶର ଘରୋଇ କ୍ରିକେଟ ସିଜନ ଆରମ୍ଭ ହେବା ପୂର୍ବରୁ ବିବାଦରେ ଘେରି ହୋଇଯାଇଛି। ଅଲରାଉଣ୍ଡର ଦୀପକ ହୁଡା ରବିବାର ବରୋଦା କ୍ରିକେଟ ଆସୋସିଏଶନକୁ ଅଭିଯୋଗ ଭରା ପତ୍ର ଲେଖି ଆଗାମୀ ସୟଦ ମୁସ୍ତାକ ଅଲି ଟି୨୦ ଇଭେଣ୍ଟରୁ ଓହରି ଯାଇଛନ୍ତି।…

ରାଗିଗଲେ କୋହଲି: କହିଲେ, ସବୁ ସୀମା ଟପିଗଲା

ମୁମ୍ବାଇ,୧୦।୧: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ପଡ଼ିଆରେ ଉପସ୍ଥିତ ଥିବା କିଛି ଦର୍ଶକ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର କରିବା ସହିତ ବିଗ ମଙ୍କି ଏବଂ ବ୍ରାଉନ ଡଗ ବୋଲି କହିଥିଲେ। ଏହାକୁ ନେଇ…

କାନ ଧରି ଭୁଲ ମାଗିଲେ ପୂର୍ବତନ ଭାଜପା ବିଧାୟକ

ବାରାଣସୀ,୧୦।୧: ଉତ୍ତରପ୍ରଦେଶର ବାରାଣସୀରେ ଏକ ଅଭାବନୀୟ ଘଟଣା ଘଟିଛି। ଅଶ୍ଳୀଳ ବ୍ୟବହାର ଅଭିଯୋଗରେ ଜଣେ ପୂର୍ବତନ ଭାଜପା ବିଧାୟକଙ୍କୁ ମାଡ ଦିଆଯିବା ସହ କାନ ଧରି କ୍ଷମା ମଗାଯାଇଥିଲା।ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମାମଲା ବାରାଣସୀର ଚୌବେପୁର ପୋଲିସ…

ଟିକାକରଣ ପରିଚାଳନାରେ ଭାଗ ନେବେ ୨୩ଟି ସରକାରୀ ବିଭାଗ

ନୂଆଦିଲ୍ଲୀ,୧୦।୧: କରୋନା ମହାମାରୀରୁ ରକ୍ଷା ପାଇଁ ଦେଶରେ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟିକାକରଣ ଅଭିଯାନ। ଏହି ଅଭିଯାନରେ ସରକାରଙ୍କ ୨୩ଟି ବିଭାଗ ଅଂଶଗ୍ରହଣ କରିବେ। ଏହା ବିଶ୍ୱର ସବୁଠାରୁ ବଡ ଟିକାରଣ ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଏହି ଲୋକପ୍ରିୟ ଅଭିନେତାଙ୍କୁ ଭ୍ୟାଲେଣ୍ଟାଇନ୍‌ ଡେ’ରେ ୩୦ହଜାରରୁ ଅଧିକ ଯୁବତୀ ଦେଇଥିଲେ ବିବାହ ପ୍ରସ୍ତାବ, ଚକିତ ହୋଇଥିଲେ…

ବମ୍ବେ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋଙ୍କ ମଧ୍ୟରୁ ହ୍ରିତିକ୍‌ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍‌ର ଟମ୍‌ କ୍ରୁଜ୍‌’ ମଧ୍ୟ କୁହାଯାଏ। ଏହି ସୁନ୍ଦର ଚେହେରା ଯୋଗୁ ବଲିଉଡ୍‌ରେ ନିଜର ପ୍ରାରମ୍ଭିକ ଦିନରେ ଯୁବତୀମାନେ ତାଙ୍କର ପ୍ରେମରେ ପଡ଼ିଯାଇଥିଲେ। ୨୦୦୦ରେ ଚଳଚ୍ଚିତ୍ର ‘କହୋ ନା…

ପୁଣି ଥରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆଣିଲେ ସିରାଜ, ଷ୍ଟାଣ୍ଡ୍‌ରୁ ହଟିଲେ ଦର୍ଶକ

ସିଡ୍‌ନୀ,୧୦।୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ସିଡ୍‌ନୀ ଟେଷ୍ଟର ତୃତୀୟ ଦିନ ଭଳି ରବିବାର ମଧ୍ୟ ଫିଲ୍ଡରେ ଘଟିଛି ଅସ୍ବାଭାବିକ ଘଟଣା। ପୁଣି ଥରେ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶୀକାର ହୋଇଛନ୍ତି ଭାରତୀୟ ପେସର ମହମ୍ମଦ ସିରାଜ। ଏ…

ହାଇକୋର୍ଟ ଗଲେ ସୋନୁ ସୁଦ

ମୁମ୍ବାଇ,୧୦।୧: ବଲିଉଡ ଅଭିନେତା ସୋନୁ ସୁଦ ଲୋକଙ୍କ ମଧ୍ୟରେ ଏବେ ହିରୋ ପାଲଟିଛନ୍ତି। ସେପଟେ ବିଏମସି ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଛି। ବିଏମସି କହିଛି ଯେ, ସୋନୁ ୬ ମହଲା ବିଶିଷ୍ଟ ଆବାସିକ କୋଠାକୁ ଏକ ହୋଟେଲରେ ପରିଣତ କରିଛନ୍ତି।…

ଏକଦା ପଙ୍କଚର ମାରିବା ପାଇଁ ସାଙ୍ଗମାନଙ୍କଠାରୁ ଟଙ୍କା ଉଧାର ନେଉଥିଲେ; ଏବେ କୋଟିପତି ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କୁ ଏକାଦଶରେ ସ୍ଥାନ ମିଳିଛି। ଏଯାବତ ସେ ୬ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିସାରିଲେଣି। ଉପରକୁ ସ୍ବାଭାବିକ ଲାଗୁଥିଲେ ହେଁ ଏହି ଷ୍ଟାର ବୋଲରଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା। ଏକ ସମୟରେ ସାମାନ୍ୟ ପଙ୍କଚର…

ସାମ୍ନାକୁ ଆସିଲା ସତ: ଭାରତୀୟ ବୋଲର୍‌ଙ୍କୁ ଏମିତି କହି ଗାଳି ଦେଲେ ଦର୍ଶକ

ସିଡନୀ, ୧୦।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର କିଛି ଦର୍ଶକ ସମସ୍ତ ସୀମା ଅତିକ୍ରମ କରିଥିଲେ। ବିସିସିଆଇ ସୂତ୍ର ଅନୁଯାୟୀ, ପଡ଼ିଆରେ ଉପସ୍ଥିତ ଥିବା କିଛି ଦର୍ଶକ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର…

୧୪ରେ ଇନ୍ଦ୍ରାବତୀ ମେଗାଲିପ୍ଟ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୧୦।୧: କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଚୂଡାନ୍ତ ହୋଇସାରିଛି। ଆସନ୍ତା ୧୪ ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଜିଲାର ଜୟପାଟଣା,…

ମୁମ୍ବାଇରେ କରୋନାର ନୂଆ ଷ୍ଟ୍ରେନ୍‌!

ମୁମ୍ବାଇ,୧୦ ।୧: କରୋନା ଭ୍ୟାକ୍ସିନ ଆସିବା ପରେ ଏବେ ଅଧିକାଂଶ ଦେଶ ଟିକାକରଣ ପାଇଁ ବ୍ୟସ୍ତ ହୋଇ ପଡିଛନ୍ତି । ଏହାପରେ ବି ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଲୋକଙ୍କ ମନରେ ଆଉ ଏକ ଭୟ ସୃଷ୍ଟି କରିଛି ।…

‘ଏଭଳି ପୁଅ ବଞ୍ଚିବା ଅପେକ୍ଷା ମରିଯିବା ଭଲ’: ଜାଣନ୍ତୁ ସନ୍ତାନକୁ ନେଇ ଏଭଳି କାହିଁକି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗକୁ ନେଇ ବର୍ଣ୍ଣନା କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri