Home Left

କ୍ରିକେଟ୍‌ ପରେ ଅଭିନୟରେ ଜଲଓ୍ବା ଦେଖାଇବେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡ ଇର୍‌ଫାନ୍‌ ପଠାନ କ୍ରିକେଟ୍‌ ପରେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ତାମିଲ ଫିଲ୍ମ ‘କୋବ୍‌ରା’ରେ ସେ ନଜର ଆସିବେ। ଏହି ଫିଲ୍ମର ଟିଜର ରିଲିଜ୍‌ ହୋଇସାରିଛି। ଏବେ ଟିଜର୍‌ ଭାଇରାଲ୍‌…

ସାନ ଭାଇଙ୍କୁ ଦେଖାଇ ବଡ଼ଙ୍କ ସହ କଲେ ବାହାଘର, ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଶାଶୁ କରୁଥିଲେ ବାଧ୍ୟ

ଲକ୍ଷ୍ନୌ,୧୦।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଅନନ୍ୟ ବିବାହର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମଧ୍ୟସ୍ଥି ସାନ ଭାଇକୁ ଦେଖାଇ ଜଣେ କନ୍ୟାଙ୍କର ବଡ଼ଙ୍କ ସହ ବିବାହ କରାଇଥିଲେ। ଶାଶୁଘରେ ପହଞ୍ଚିବା ପରେ ଶାଶୁ ତାଙ୍କୁ ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ…

ଭାରତକୁ କ୍ଷମା ମାଗିଲା ଅଷ୍ଟ୍ରେଲିଆ

ସିଡନୀ,୧୦।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲୀୟ ଦର୍ଶକ ପୁଣି ଥରେ ସୀମା ଅତିକ୍ରମ କରିଛନ୍ତି। ଭାରତୀୟ ବୋଲର୍‌ ମହମ୍ମଦ ସିରାଜଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ମ୍ୟାଚର ତୃତୀୟ ଦିନରେ ମଧ୍ୟ…

ଇଞ୍ଜେକସନ୍‌ ନେଇ ବ୍ୟାଟିଂ କରିବେ ଜାଡେଜା!

ସିଡନୀ,୧୦।୧: ଭାରତୀୟ ଦଳ ପାଇଁ ବଡ଼ ଆଶ୍ୱସ୍ତିକର ଖବର ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଚତୁର୍ଥ ଇନିଂସରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟାଟିଂ କରିବେ। ସିଡନୀ ଟେଷ୍ଟରେ ଯଦି ଆବଶ୍ୟକ ହୁଏ, ଜାଡେଜା ଯନ୍ତ୍ରଣାରୁ ମୁକ୍ତି ଇଞ୍ଜେକ୍ସନ ନେଇ ବ୍ୟାଟିଂ…

ଆଜି ବି ଜୀବନ ଉପରେ ପ୍ରଭାବ ପକାଉଛି ମହାଭାରତ ଯୁଗର ଏସବୁ ଅଭିଶାପ: ଯୁଧିଷ୍ଠିରଙ୍କ ଯୋଗୁ..

ମହାଭାରତ ଦୁନିଆର ସବୁଠାରୁ ବଡ଼ କାବ୍ୟ। ଏହି ଯୁଦ୍ଧରେ ଅଭିଶାପର ପ୍ରମୁଖ ଭୂମିକା ରହିଛି। ସେଥିରୁ କିଛି ଆଜି ପର୍ଯ୍ୟନ୍ତ ଚାଲି ଆସୁଥିବା ବିଶ୍ୱାସ ରହିଛି। ଯୁଧିଷ୍ଠିରଙ୍କ ଅଭିଶାପ: କର୍ଣ୍ଣଙ୍କ ବଧ ପରେ କୁନ୍ତି ବଡ଼ପୁଅଙ୍କ ମୃତଦେହ ନିକଟରେ କ୍ରନ୍ଦନ କରୁଥିଲେ।…

ବିରାଟ-ଅନୁଷ୍କାଙ୍କ ହେବ ଝିଅ!

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ଏକ ଖୁସି ନେଇ ଆସିବ। କାରଣ ଖୁବ୍‌ଶୀଘ୍ର ଉଭୟ ପିତାମାତା ହେବାକୁ ଯାଉଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍କା ପ୍ରଥମ ସନ୍ତାନ ଜନ୍ମନେବ।…

ଶୀଘ୍ର କରୋନା ଟିକା ପାଇବାକୁ ଇସ୍ରାଏଲ ଦେଲା ଦୁଇଗୁଣା ଅର୍ଥ

ଲଣ୍ଡନ,୧୦ ।୧: କରୋନା ମହାମାରୀଠାରୁ ରକ୍ଷା ପାଇବାକୁ ଏବେ ସମସ୍ତଙ୍କ ନଜର ଭ୍ୟାକ୍ସିନ ଉପରେ । ଜଣାପଡିଛି କି କରୋନା ଟିକାକରଣ ମାମଲାରେୀ ଏବେ ଇସାଏଲ ସାରା ବିଶ୍ୱରେ ସବୁଠାରୁ ଆଗରେ ରହିଛି । ଇସ୍ରାଏଲ ୨୦ ଦିନରେ ନିଜ ଜନସଂଖ୍ୟାର…

ଏହି ପ୍ରସିଦ୍ଧ ଅଭିନେତାଙ୍କ ଜନ୍ମଦିନରେ ପୂର୍ବତନ ସ୍ତ୍ରୀ ପୋଷ୍ଟ କଲେ ଭିଡିଓ: କହିଲେ ଏମିତି

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ୧୦ ଜାନୁୟାରୀରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ପ୍ରଶଂସକଙ୍କ ଶୁଅ ଛୁଟୁଥିବା ବେଳେ ଅନେକ ବଲିଉଡ ତାରକା ମଧ୍ୟ ହ୍ରିତିକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତେବେ ତାଙ୍କର ପୂର୍ବତନ ପତ୍ନୀ ସଜେନ ଖାନଙ୍କ ଜନ୍ମଦିନ…

ପିକ୍‌ନିକ୍‌ ଯିବା ବାଟରେ ଗଛରେ ପିଟିହେଲା ବୋଲେରୋ: ଚାଳକଙ୍କ ଜୀବନ ଗଲା, ୬ ଗୁରୁତର

ସବଡେଗା,୧୦।୧(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ୨୪ ନଂ. ଜାତୀୟ ରାଜପଥ ସବଡେଗା ଫାୟାର ଷ୍ଟେଶନ ପାଖରେ ରବିବାର ପୂର୍ବାହ୍ନରେ ଏକ ବରଗଛରେ ବୋଲେରୋ ପିଟି ହେବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ…

ଫଡ଼ନଭୀସ୍‌-ରାଜ୍‌ ଠାକ୍‌ରେଙ୍କ ସୁରକ୍ଷା ବ୍ୟବସ୍ଥା କମିଲା

ମୁମ୍ବାଇ,୧୦।୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ରବିବାର ଏକ ବିବାଦୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ କେତେକ ବରିଷ୍ଠ ନେତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କମାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍‌, ଏମ୍‌ଏନ୍‌ଏସ୍‌ ପ୍ରମୁଖ ରାଜ୍‌…

ପିଲାଦିନ ଫଟୋରେ ଏମିତି ଦିଶୁଛନ୍ତି ସଲମାନଙ୍କ ହିରୋଇନ୍‌

ବଲିଉଡର ଅନେକ ଷ୍ଟାର ପ୍ରାୟତଃ ସେମାନଙ୍କର ପିଲାଦିନର ଫଟୋ ଶେୟାର କରନ୍ତି। ସେ ଏହି ଫଟୋଗୁଡ଼ିକରେ ବହୁତ ସୁନ୍ଦର ଦେଖାଯାନ୍ତି। ଏଥିରେ ସେମାନଙ୍କୁ ଚିହ୍ନିବା ସହଜ ହୋଇ ନ ଥାଏ। କାରଣ ଅନେକଙ୍କ ପିଲାଦିନ ଫଟୋରେ ସମ୍ପୂର୍ଣ୍ଣ ଭିନ୍ନ ଚେହେରା ଥାଏ…

ଗୋଟିଏ ଥରରୁ ଅଧିକ ଟଏଲେଟ୍‌ ଗଲେ ଦେବାକୁ ପଡ଼ିବ ଜରିମାନା, ଜାଣନ୍ତୁ କ’ଣ ରହିଛି କାରଣ

ଥରେ ଭାବିଲେ ସବୁ କିଛି ଅଟକାଇ ହେବ ଟଏଲେଟ୍‌ ଯିବା କ’ଣ କେହି କେବେ ଅଟକାଇ ପାରିବ? ଅଫିସରେ କାମ କରୁଛନ୍ତି, ଆପଣଙ୍କୁ ଟଏଲେଟ୍‌ ଯିବାକୁ ତ ପଡ଼ିବ କିନ୍ତୁ ଯଦି କେହି ଯିବା ବନ୍ଦ କରିଦିଏ ତେବେ ଅବସ୍ଥା କ’ଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri