Posted inଖେଳ

କୋହଲିଙ୍କ ଶରୀରରେ ଅଛି ୧୧ ଟାଟୁ: ଜାଣନ୍ତୁ କାହାର ଅର୍ଥ କ’ଣ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ତାଙ୍କ କ୍ୟାରିଅର୍‌ ସମୟରେ ସେ ଏପର୍ଯ୍ୟନ୍ତ ତାଙ୍କ ଶରୀରରେ ୧୧ଟି ଟାଟୁ କରିଛନ୍ତି। ଏହି ସମସ୍ତ ଟାଟୁଗୁଡିକସ୍‌ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟରେ ତିଆରି କରାଯାଇଛି। ଆସନ୍ତୁ ଜାଣିବା ବିରାଟ କୋହଲିଙ୍କ ପ୍ରତ୍ୟେକ ଟାଟୁର ଅର୍ଥ-

Virat Kohli mother name saroj tattoo

ବିରାଟ କୋହଲି ତାଙ୍କର ପ୍ରଥମ ଟାଟୁକୁ ତାଙ୍କ ମାତା ସରୋଜାଙ୍କ ନାମରେ କରିଥିଲେ। ଏହି ଟାଟୁ ତାଙ୍କ ବାମ ହାତରେ ଉପରକୁ ତିଆରି ହୋଇଛି ।

Virat Kohli lord shiva tattoo

ବିରାଟ କୋହଲି ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ। ସେଥିପାଇଁ ତାଙ୍କ ବାମ ହାତରେ ଭଗବାନ ଶିବଙ୍କର ଏକ ଟାଟୁ ମଧ୍ୟ ଅଛି। ଏଥିରେ ଭଗବାନ ଶିବ କୈଳାଶ ପର୍ବତ ଉପରେ ଧ୍ୟାନ କରୁଥିବା ଚିତ୍ରିତ ହୋଇଛି।

Virat Kohli 175 tattoo

୨୦୦୮ରେ କୋହଲି ନିଜର ଏକଦିବସୀୟ ଡେବ୍ୟୁ କରିଥିଲେ। ସେ ନିଜର ଏକଦିବସୀୟ ଡେବୁ୍ୟୁ କରିବାରେ ୧୭୫ ତମ ଖେଳାଳି ହୋଇଥିଲେ। ତେଣୁ, ତାଙ୍କର ଏକଦିବସୀୟ କ୍ୟାପ ସଂଖ୍ୟା ୧୭୫। ଏହାକୁ ନେଇ ସେ ଟାଟୁ କରିଛନ୍ତି।

Virat Kohli 269 tattoo

କୋହଲି ଜୁନ ୨୦୧୧ରେ କିଙ୍ଗଷ୍ଟୋନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟରେ ପ୍ରବେଶ କରି ୨୬୯ ତମ ଖେଳାଳି ହୋଇଥିଲେ। ଯେଉଁଥିପାଇଁ ତାଙ୍କର କ୍ୟାପ ନମ୍ବର ୨୬୯ ଅଟେ।

Virat Kohli Samurai tattoo

ଜାପାନର ସମୁରାଇ ଯୋଦ୍ଧାଙ୍କର ବାମ ହାତରେ ଏକ ଟାଟୁ ଅଛି। ଏହି ଜାପାନୀ ସମୁରାଇ ତାଙ୍କ ହାତରେ ଖଣ୍ଡା ଧରିଛି। ବିରାଟ ଏହି ଟାଟୁକୁ ତାଙ୍କର ‘ଗୁଡଲକ’ ବୋଲି ବିବେଚନା କରନ୍ତି।

Virat Kohli god eye tattoo

ଗୋଲାକାର ସଦୃଶ ଏକ ଟାଟୁ କୋହଲିଙ୍କ ବାମ କାନ୍ଧରେ ଅଛି। ଏହି ବିଷୟରେ କୋହଲି କହନ୍ତି ଯେ ମୁଁ ଏହାକୁ ଭଗବାନଙ୍କ ଆଖି ବୋଲି କହୁଛି। ଏହି ଟାଟୁ ଅର୍ଥ ହେଉଛି ବ୍ରହ୍ମାଣ୍ଡ। ଯାହା ଆଖି ପରି ଦେଖାଯାଏ।

Virat Kohli om tattoo

ବିରାଟଙ୍କର ଓମ୍‌ର ଏକ ଟାଟୁ ମଧ୍ୟ ଅଛି। ସେ ଏହି (ଓମ) ସମନ୍ବିତ ଧ୍ୱନିକୁ ଜୀବନର ମୂଳ ରୂପେ ବିବେଚନା କରନ୍ତି।

Virat Kohli tribal tattoo

ଏହି ଆଦିବାସୀ ଟାଟୁ ବିରାଟ ତାଙ୍କ ଡାହାଣ ହାତରେ କରିଛନ୍ତି। ଯାହା ଜନଜାତି ସମ୍ପଦାୟକୁ ବୁଝାଏ।

Virat Kohli Monastery Tattoo On Shoulder

କୋହଲିଙ୍କ ବାମ ହାତରେ ଭଗବାନ ଶିବଙ୍କ ଟାଟୁ ପାଖରେ ଘର ଘର ସଦୃଶ ଟାଟୁ ତିଆରି ହୋଇଛି। ଏହା ଶକ୍ତିର ପ୍ରତୀକ, ଯାହା ତାଙ୍କୁ କ୍ରିକେଟ ପିଚ୍‌ରେ ଶକ୍ତିରେ ଭରିଦିଏ।

Virat Kohli fater name prem tattoo

ପିତାଙ୍କ ନାମରେ ମଧ୍ୟ ଟାଟୁ କରିଛନ୍ତି କୋହଲି।

Virat Kohli Scorpio tattoo

କୋହଲି ନିଜ ଜନ୍ମ ଏବଂ ରାଶିକୁ ନେଇ ମଧ୍ୟ ଟାଟୁ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?