ମନ୍ଦିରରେ କୁକୁର ଦେଉଛି ଆଶୀର୍ବାଦ
ମୁମ୍ବାଇ,୧୧।୧: ଏବେ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ମହାରାଷ୍ଟ୍ରର ସିଦ୍ଧଟେକ୍ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ପ୍ରସ୍ଥାନ ଦ୍ୱାରରେ ବସିଥିବା କୁକୁର ଶ୍ରଦ୍ଧାଳୁଙ୍କ ସହିତ କରମର୍ଦ୍ଧନ କରିବା ସହିତ ସେମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଉଛି।…
ତୁମକୁ ନ ପାଇଲେ ଗଳା କାଟିଦେବି
କୋଲକାତା,୧୧।୧: ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି ଫେସ୍ବୁକ୍ ପ୍ରେମ। ପ୍ରଥମେ ବନ୍ଧୁତା ପରେ ଯୁବକଙ୍କୁ ବିବାହ କରିଥିଲେ ଯୁବତୀ ଜଣକ। ଏବେ ତାଙ୍କ ସ୍ବାମୀ ପ୍ରେମିକା ତଥା ସ୍ତ୍ରୀଙ୍କୁ ଛାଡ଼ି ତାଙ୍କର ସମସ୍ତ ସୁନା ଅଳଙ୍କାର ନେଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।…
ହନୁମାଙ୍କ ସାହସକୁ ସଲାମ କଲା ଆଇସିସି
ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଛି। ଏହି ମ୍ୟାଚ ଡ୍ର’ରେ ଆର ଅଶ୍ୱିନ ଏବଂ ହନୁମା ବିହାରୀଙ୍କ ବଡ଼ ଅବଦାନ ରହିଛି। ହନୁମା ଏବଂ ଅଶ୍ୱିନ ୨୫୬ ବଲରୁ ୬୨…
୨୮ସପ୍ତାହରେ ଗର୍ଭପାତ କରିବାକୁ ଅନୁମତି ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ,୧୧।୧: ଜଣେ ମହିଳାଙ୍କୁ ୨୮ ସପ୍ତାହରେ ଗର୍ଭପାତ କରିବାକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। ଗର୍ଭରେ ବଢୁଥିବା ଭ୍ରୁଣର ମସ୍ତିଷ୍କ ଉପରେ ଖପୁରୀ ଠିକ୍ ଭାବେ ନିର୍ମିତ ହୋଇ ନ ଥିବାରୁ କୋର୍ଟ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆନେନ୍ସଫାଲେ ସମସ୍ୟା…
ଦେବୀ ସୀତାଙ୍କ ଉପରେ ଅପମାନଜନକ ଟିପ୍ପଣି ଦେଇ ଅଡୁଆରେ ଟିଏମ୍ସି ଏମ୍ପି
କୋଲକାତା,୧୧ ।୧: ପଶ୍ଚିମବଙ୍ଗରେ ଦେବୀ ସୀତାଙ୍କୁ ନେଇ ତ୍ରୁଣମୂଳ କଂଗ୍ରେସର ଏମ୍ପି କଲ୍ୟାଣ ବାନାର୍ଜୀ ଏକ ଅପମାନ ଜନକ ଟିପ୍ପଣି ଦେଇଛନ୍ତି । ଏହାପରେ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) କଲ୍ୟାଣ…
ସରିଲା ପକ୍ଷୀଗଣନା, ଗତବର୍ଷ ତୁଳନାରେ କମିଛନ୍ତି
ଚାନ୍ଦବାଲି,୧୧।୧(ଡି.ଏନ୍.ଏ.) : ଭଦ୍ରକ ଜିଲା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ବିଭିନ୍ନ ଅଞ୍ଚଳରେ ମୋଟ ୧୩,୮,୯୨ଟି ପକ୍ଷୀ ଥିବା ସରକାରୀ ବନ୍ୟ ସଂରକ୍ଷକ ସାଧନା ବେହେରା ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ୧୪୦ ପକ୍ଷୀ କମି ଥିବାର ଜଣାଯାଇଛି।…
ସମର୍ଥକଙ୍କୁ ରଜନୀକାନ୍ତଙ୍କ ଅନୁରୋଧ
ଚେନ୍ନାଇ,୧୧ ।୧: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କିଛିଦିନ ତଳେ ରାଜନୀତିରୁ ଦୂରେଇ ଯିବା କଥା କହିଥିଲେ । ଏହାପରେ କିନ୍ତୁ ତାଙ୍କ ପ୍ରଶଂସକ ତଥା ସମର୍ଥକଙ୍କ ମନ ମାନି ନ ଥିଲା । ଗୋଟିଏ ଦିନ ପୂର୍ବରୁ ତାଙ୍କ ସମର୍ଥକମାନେ ଅନୁରୋଧ…
କରୋନା ଯାଞ୍ଚ ପାଇଁ ଚାଇନା ଯିବ ଡବ୍ଲୁଏଚ୍ଓ
ବେଜିଂ,୧୧ ।୧: କରୋନା ଭାଇରସ କେଉଁଠୁ ଆସିଲା, ଏହାର ଉତ୍ପତି ସ୍ଥଳ କେଉଁଠି ଏହାର ଯାଞ୍ଚ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ)ର ଏକ ବିଶେଷଜ୍ଞ ଦଳ ପୁଣିଥରେ ଚାଇନା ଯିବେ ବୋଲି ଜଣାପଡିଛି । ସୋମବାର ଚାଇନା ପକ୍ଷରୁ ଏହି ସୂଚନା…
ସ୍କୁଲ ହ୍ବାଟ୍ସଆପ୍ ଗ୍ରୁପ୍ରେ ଅଶ୍ଳୀଳ ଭିଡିଓ ପଠାଇଲେ ଅଭିଭାବକ
ଦିଲ୍ଲୀର ଜଣେ ଶିଶୁଙ୍କ ଅନ୍ଲାଇନ୍ କ୍ଲାସର ହ୍ବାଟ୍ସଆପ୍ ଗ୍ରୁପ୍ରେ ଅଶ୍ଳୀଳ ଭିଡିଓ ପଠାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଭିଡିଓ ଶିଶୁଟିର ଅଭିଭାବକ ଭୁଲରେ ପଠାଇ ଦେଇଛନ୍ତି। ପୂର୍ବରୁ କେତେକ ସ୍କୁଲରେ ମଧ୍ୟ ଏପରି ହୋଇଥିଲା। ବର୍ତ୍ତମାନ ଉତ୍ତର ଦିଲ୍ଲୀ…
ଇତିହାସ ରଚିଲେ ୪ ମହିଳା ପାଇଲଟ
ବେଙ୍ଗାଲୁରୁ,୧୧।୧: ଏୟାର ଇଣ୍ଡିଆର ୪ ମହିଳା ପାଇଲଟ ଇତିହାସ ରଚିଛନ୍ତି। ସେମାନେ ସାନ୍ ଫ୍ରାନ୍ସିସ୍ସ୍କୋରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାୟ ୧୬ ହଜାର କିଲୋମିଟର ବିମାନ ଉଡ଼ାଣ କରିଛନ୍ତି। ଉତ୍ତର ମେରୁ ଦେଇ ସେମାନେ ଏହି ଉଡ଼ାଣ କରିଛନ୍ତି। ସୋମବାର ଭୋର୍ ୩ଟା…
ଚାଇନା ସେନାଙ୍କୁ ଫେରାଇ ଦେଲା ଭାରତ
ନୂଆଦିଲ୍ଲୀ,୧୧ ।୧: ଭାରତୀୟ ସେନା ପୂର୍ବ ଲଦ୍ଦାଖରେ ଶୁକ୍ରବାର ଧରାପଡିଥିବା ‘ପିପଲ୍ସ ଲିବରେଶନ ଆର୍ମି’(ପିଏଲ୍ଏ) ସେନାଙ୍କୁ ସୋମବାର ଚାଇନାକୁ ଫେରାଇ ଦେଇଛି । ସେନା ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚାଇନା ସେନା ୮ ଜାନୁୟାରୀରେ ପ୍ରକୃତ ନିୟନ୍ତ୍ରଣ…
ଏହି ପ୍ରସିଦ୍ଧ ଅଭିନେତାଙ୍କୁ ଗାଳି ଦେଲେ ସ୍ତ୍ରୀ
ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତ ବଲିଉଡର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ମଜାଳିଆ ପ୍ରେମ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ। ସର୍ବସାଧାରଣରେ ଦୁହେଁ କେବଳ ପରସ୍ପରର ଗୋଡ ଟାଣି ନ ଥାନ୍ତି ସୋସିଆଲ…
Archives


