ଗ୍ୟାସ୍ ଲିକ୍ ହୋଇ ନିଆଁରେ ପୋଡିଗଲେ ଖୁଡି, ଝିଆରୀ
ଲୋଇସିଂହା,୧୧।୧: ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଯିବାରେ ବଲାଙ୍ଗୀର ଜିଲା ଲୋଇସିଂହା ଜଡାମୁଣ୍ଡା ବସ୍ତିର ଜଣେ ମହିଳା ଓ ତାଙ୍କ ଝିଆରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅନସି ସୁନା(୩୯) ଓ ପାୟଲ ସୁନା(୨୧)। ସେମାନଙ୍କୁ…
ଆଜି ଭୁବନେଶ୍ୱରରୁ ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ସମାନ
ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨ ଜଣ ରହିଥିବା ବେଳେ ଲୋକାଲ କେସ୍ ୫ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ରାଖୀ କାହିଁକି ହେଲେ ଭାବପ୍ରବଣ
ବର୍ତ୍ତମାନ ବିଗ୍ବସ୍ ସିଜନ୍ ୧୪ ଚାଲିଥିବା ବେଳେ ଅଭିନେତ୍ରୀ ରାଖୀ ସାୱନ୍ତ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛନ୍ତି। ବିଗତ ଶୋ’ର ନାମ ଥିଲା ପରିବାର ସପ୍ତାହ। ଏହି ସମୟ ମଧ୍ୟରେ ସମସ୍ତ ପ୍ରତିଯୋଗୀଙ୍କ ପରିବାର ସଦସ୍ୟ କିମ୍ବା ଘନିଷ୍ଠ ସମ୍ପର୍କୀୟ ସେମାନଙ୍କୁ…
ଦିଲ୍ଲୀରେ ‘ବାର୍ଡ ଫ୍ଲୁ’: ସଞ୍ଜୟ ହ୍ରଦ ପାର୍କରେ ପକ୍ଷୀ ହତ୍ୟା ଆରମ୍ଭ
ନୂଆଦିଲ୍ଲୀ,୧୧।୧: ମୃତ କାଉ ଓ ବତକଙ୍କ ଠାରୁ ନିଆଯାଇଥିବା ନମୁନା ଭୋପାଳର ଏକ ପରୀକ୍ଷାଗାରରେ ପରୀକ୍ଷା ପରେ ‘ଏଭିଅନ ଫ୍ଲୁ’ ପଜଟିଭ ହୋଇଥିବା ଜଣାପବା ପରେ ଦିଲ୍ଲୀରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ସୁନିଶ୍ଚିତ କରାଯାଇଛି। ତେଣୁ ସତର୍କତାମୂଳକ ସ୍ବରୂପ, ସୋମବାର ସକାଳୁ…
ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକାକରଣ
ଭୁବନେଶ୍ୱର,୧୧।୧(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଆମ୍ଭର ହେବ କରୋନା ଟିକାକରଣ। ଟିକାକରଣର ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବ୍ୟାସ୍ଥ୍ୟ କର୍ମୀଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଏସ୍ସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି। କରୋନା…
ରାତାରାତି ହିରୋ ପାଲଟିଲେ ଇଞ୍ଜିନିୟର ଛାତ୍ର: ବଞ୍ଚିଗଲା ୪ ଜୀବନ
କେରଳର ଜଣେ ୧୯ ବର୍ଷର ଯୁବକ ରାତାରାତି ହିରୋ ପାଲଟିଯାଇଛନ୍ତି। ଏହା ଶୁଣି ମନକୁ ଆସୁଥିବ କି ସେ କେଉଁ ଫିଲ୍ମରେ ଅଭିନୟ କରିବେ। ମାତ୍ର ସେ ଫିଲ୍ମରେ ନୁହେଁ ବାସ୍ତବ ଜୀବନରେ ସାଜିଛନ୍ତି ହିରୋ। କେରଳର ଥ୍ରିସୁରରେ ୧୯ ବର୍ଷର…
ଅକ୍ସଫୋର୍ଡର ପ୍ରତି ଶିଶି କରୋନା ଭ୍ୟାକ୍ସିନର ଦାମ ରହିବ ୨୦୦ ଟଙ୍କା
ନୂଆଦିଲ୍ଲୀ,୧୧ ।୧: କରୋନାଠାରୁ ଦୂରେଇ ରହିବା ପାଇଁ ଦେଶରେ ପ୍ରସ୍ତୁତ ହୋଇଥିବା ଅକ୍ସୋଫୋର୍ଡ ଭ୍ୟାକ୍ସିନର ପ୍ରତି ଶିଶିର ଦାମ ୨୦୦ ଟଙ୍କା ରହିବ ବୋଲି ଜଣାପଡିଛି । ସିରମ ଇନଷ୍ଟିଚ୍ୟୁଟକୁ ଭ୍ୟାକ୍ସିନ କ୍ରୟ କରିବାର ଅର୍ଡର ସୋମବାର ସୁଦ୍ଧା ମିଳିଯିବ ବୋଲି…
ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ଚଳାଇଲେ ସାଇକେଲ
ଦୁର୍ଘଟଣାରେ ହରାଇଥିଲେ ଗୋଡ ହେଲେ ବର୍ତ୍ତମାନ ପାରା ସାଇକ୍ଲିଂରେ ରେକର୍ଡ ସୃଷ୍ଟି କରିଛନ୍ତି ଜଣେ ଯୁବତୀ । ସେ ହେଲେ ମଧ୍ୟପ୍ରଦେଶର ରାଜଗଡ ଜିଲାର ବିୟୋରା ସହରରୁ ଆସିଥିବା ତାନ୍ୟା ଡାଗା। ତାନ୍ୟା ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ସାଇକେଲ ଚଳାଇ…
ପିତା ହେଲେ ବିରାଟ କୋହଲି
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ ଲେଖି ନିଜ ପ୍ରଶଂସକଙ୍କ…
ପଡିଆରେ ସ୍ବାମୀଙ୍କ ସାହସ ଦେଖି ସ୍ତ୍ରୀ କହିଲେ ଗତକାଲି ରାତିରେ…
ସିଡନୀ,୧୧।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସସିଜି)ରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ଡ୍ର’ ଭାବେ ଶେଷ ହୋଇଛି। ଚେତେଶ୍ୱର ପୂଜାରା ଏବଂ ରିଷଭ ପନ୍ତଙ୍କ ଶତକୀୟ ଭାଗିଦାରୀ ପରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଦୃଢ ଇନିଂସ ବଳରେ ଅଷ୍ଟ୍ରେଲିଆ…
କାଗଜ ଦବାଇଲେ ଚାର୍ଜ ହେବ ମୋବାଇଲ
ଆମେରିକୀୟ ବୈଜ୍ଞାନିକମାନେ ଏପରି ଏକ ଉପକରଣ ତିଆରି କରିଛନ୍ତି ଯାହା ସମ୍ପୂର୍ଣ୍ଣ ରୂପେ କାଗଜରେ ତିଆରି ହୋଇଛି। ଏହାକୁ ଦବାଇବା ଦ୍ୱାରା ବିଦ୍ୟୁତ ବାହାରୁଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଯଦି ଭବିଷ୍ୟତରେ ଲୋକେ ଏହିପରି ଉପକରଣଗୁଡ଼ିକୁ ସେମାନଙ୍କ ପାଖରେ ରଖନ୍ତି,…
ଶୁଟିଂ ଆରମ୍ଭ କଲେ ଜାହ୍ନବୀ
ମୁମ୍ବାଇ: ୨୦୧୮ରେ ରିଲିଜ୍ ହୋଇଥିବା ‘ଧଡକ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ବଲିଉଡ୍ର ଜଣେ ପରିଚିତ ଚେହେରା । ଗତବର୍ଷ ନେଟପ୍ଲିକ୍ସରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଗୁଞ୍ଜନ ସାକ୍ସେନା: ଦ କାରଗିଲ ଗର୍ଲ’ ହିଟ୍ ସାବ୍ୟସ୍ତ…
Archives


