ପିଚ୍ ଖରାପ କରୁଥିବାବେଳେ ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୧୧।୧: ଦୁଇ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ ଟାମ୍ପରିଂ କରି ଧରା ପଡିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ପୁରୁଣା ପ୍ରକୃତି ମନେ ପଡିଯାଇଛି। ଭାରତ ବିପକ୍ଷ ସିଡନୀ ଟେଷ୍ଟ ସମୟରେ ଗୋଡରେ ପିଚ୍ ଖରାପ୍ କରୁଥିବାବେେଳେ ସେ…
ଲୌହ ଗ୍ରହାଣୁ
ଆମ ସୌର ମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି କକ୍ଷ ମଝିରେ ଅନେକଗୁଡ଼ିଏ ଛୋଟଛୋଟ ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ। ଯେଉଁ ଅଞ୍ଚଳରେ ଏଗୁଡ଼ିକ ରହିଛନ୍ତି ତାକୁ ‘ଗ୍ରହାଣୁ ବଳୟ’ କୁହାଯାଏ। ଏଗୁଡ଼ିକର…
ଆଜି ରାଜ୍ୟରୁ ୨୪୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୧।୧(ବ୍ୟୁରୋ): ସୋମବାର ରାଜ୍ୟରେ ୨୪୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୪୨ ଜଣ ଚିହ୍ନଟ…
ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଭିଟାମିନ୍ ‘ଡି’
ଭିଟାମିନ୍ ‘ଡି’ର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହାଦ୍ୱାରା ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆହୁରି ଦୃଢ଼ ହୋଇଥାଏ। ଶରୀରରେ ଏହି ଭିଟାମିନ୍ ପରିମାଣ ସନ୍ତୁଳିତ ରହିଲେ ତାହା ମସ୍ତିଷ୍କକୁ ଆହୁରି ସକ୍ରିୟ କରାଇଥାଏ। କେବଳ ସେତିକି…
ଶୀତଦିନିଆ ପନିପରିବା ଓ ସ୍ବାସ୍ଥ୍ୟ
ଶୀତଦିନଟା ଖାଇବାର ମଜାନେବା ଋତୁ। ବଜାର ସାରା ଆକର୍ଷଣୀୟ ପୁଷ୍ଟିକର, ସୁସ୍ବାଦୁ ତଥା ଶସ୍ତା ଶାଗ ଓ ପନିପରିବା ଏବଂ ଭଳିକି ଭଳି ଫଳ ଯାହାକୁ ଯେତେ। ହେଲେ କେଉଁ ସବୁ ଶାଗ ଓ ପରିବା ପତ୍ର ଅତି ସୁଲଭ ମୂଲ୍ୟରେ…
ଗାଭାସ୍କର-ତେନ୍ଦୁଲକରଙ୍କ କ୍ଲବ୍ରେ ସାମିଲ ହେଲେ ପୂଜାରା
ସିଡନୀ,୧୧।୧: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟର୍ ଚେତେଶ୍ୱର ପୂଜାରା କମାଲ ପ୍ରଦର୍ଶନ କରିଛନ୍ତି। ସେ ଅର୍ଦ୍ଧଶତକ ହାସଲ କରି କେବଳ ଆଲୋଚକଙ୍କ ମୁହଁ ବନ୍ଦ କରିନାହାନ୍ତି ସେ ନିଜକୁ ଏଲିଟି ଗ୍ରୁପ୍ରେ ସାମିଲ କରିଛନ୍ତି। ସିଡନୀ…
ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲଙ୍କୁ ଏନ୍ସିବିର ସମନ
ମୁମ୍ବାଇ,୧୧ ।୧: ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ସମନ ଜାରି କରିଛି । ବଲିଉଡ୍ ଡ୍ରଗ୍ସ ମାମଲାରେ ତାଙ୍କୁ ପଚରା ଉଚରା ପାଇଁ ଏହି ସମନ ଜାରି କରାଯାଇଛି । ଏହା ପୂର୍ବରୁ…
ବାସହରା ଖୋଜୁଛନ୍ତି ରାତ୍ରି ଆଶ୍ରୟସ୍ଥଳ
ଜଗତ୍ସିଂହପୁର ଅଫିସ, ୧୧।୧: ପ୍ରବଳ ଶୀତ ଯୋଗୁ ଗରିବ ବାସହରାଙ୍କ ଚିନ୍ତା ବଢ଼ିଯାଇଛି। ରାତ୍ରିଯାପନ କରିବା ପାଇଁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଯୋଗୁ ବାସହରା ହୋଇ କୌଣସି ବ୍ୟକ୍ତିଙ୍କ ଯେପରି ମୃତ୍ୟୁ ନ ହୁଏ ସେଥିପ୍ରତି ଦାୟିତ୍ୱବାନ ହେବାକୁ…
‘ହତ୍ୟାକାରୀଙ୍କୁ ଖସାଇବାକୁ ଉଦ୍ୟମ ଚାଲିଛି’
ସିଂହପୁର,୧୧।୧(ଡି.ଏନ.ଏ.): ବିଞ୍ଝାରପୁର ଥାନାଞ୍ଚଳର ଜଣେ ଯୁବକ ବିଶ୍ୱଜିତ୍ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ପ୍ରାୟ ୩ ମାସ ବିତିବାକୁ ବସିଲାଣି। ହେଲେ ପୋଲିସ ଘଟଣା ଉପରୁ ପରଦା ଉଠାଇପାରୁନାହିଁ। ଏଭଳିସ୍ଥଳେ ବିଶ୍ୱଜିତ୍ଙ୍କ ମା’ ସାବିତ୍ରୀ ନାୟକ ପୋଲିସ ବିରୋଧରେ ସଙ୍ଗିନ ଅଭିଯୋଗ…
ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ
ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍ ଆମେରିକା ଅନୁଯାୟୀ, ଜାନୁୟାରୀ ୭ରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ସମ୍ପର୍କିତ ସମସ୍ତ…
ଶୁଖିଲା ପଡ଼ିବ ୫ ଶହ ଏକର ଜମି
ପଟ୍ଟାମୁଣ୍ଡାଇ,୧୧।୧(ଡି.ଏନ.ଏ.): ପଟ୍ଟାମୁଣ୍ଡାଇ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ମାଳିବସା ଠାରୁ ମିଜାଉଁଣୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୫ କିମି ରାସ୍ତା ନିର୍ମାଣ ଚାଲିଛି। ଜଳସମ୍ପଦ ବିଭାଗ ୨ନଂ. କେନାଲ ବାମ ପାଶର୍ବ ଦେଇ ଏହି ରାସ୍ତା କାମ ଆରମ୍ଭ…
ଏହି ଲୋକପ୍ରିୟ କ୍ରିକେଟର୍ଙ୍କ ପରଲୋକ
କାଠମାଣ୍ଡୁ,୧୧।୧: ନେପାଳର ଯୁବ କ୍ରିକେଟର୍ କୁନ୍ଦନ ଶାହାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ କୁନ୍ଦନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ୨ଟି କିଡନୀ ଖରାପ ହୋଇଯାଇଥିଲା। ଗତ ଅଗଷ୍ଟରେ…
Archives


