୩୩ କୋଟି ଦେବଦେବୀ ତଥାପି ଅକ୍ସିଜେନ ସଙ୍କଟ

ଫ୍ରାନ୍ସର ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ‘ଶାର୍ଲି ହେବ୍‌ଡୋ’ ଭାରତରେ କୋଭିଡ୍‌ ସଙ୍କଟ ବେଳେ ଲାଗିରହିଥିବା ଅମ୍ଳଜାନ ସଙ୍କଟକୁ ନେଇ କଟାକ୍ଷ କରିଛି। ଦେଶରେ ୩୩ କୋଟି ଦେବଦେବୀ ଅଛନ୍ତି। ମାତ୍ର କେହି ଜଣେ ହେଲେ ମେଡିକାଲ ଅକ୍ସିଜେନ ଉତ୍ପାଦନ କରିପାରୁନାହାନ୍ତି। ଅକ୍ସିଜେନ ଅଭାବରୁ ଭାରତୀୟମାନେ ମରୁଥିବା ଦର୍ଶାଯାଇ ଏଥିରେ ତାଚ୍ଛଲ୍ୟ କରାଯାଇଛି। ତେବେ ଏପ୍ରିଲ ୨୮ରେ ପ୍ରକାଶିତ ଏହି କାର୍ଟୁନରେ ୩୩ କୋଟି ପରିବର୍ତ୍ତେ ୩୩ ନିୟୁତ ବା ୩.୩ କୋଟି ଲେଖାଯାଇଛି। ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି। ଟୁଇଟରରେ କେତେଜଣ ୟୁଜର୍ସ ଏହାକୁ ଭାରତୀୟ ଦେବଦେବୀଙ୍କ ଅପମାନ କହି ‘ଶାର୍ଲି ହେବ୍‌ଡୋ’କୁ ବର୍ଜନ ପାଇଁ ଦାବି କରିଥିବାବେଳେ ଆଉ କେତେକେ ଏହାକୁ ଅଭିବ୍ୟକ୍ତି ସ୍ବାଧୀନତା ଦର୍ଶାଇ ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱତାପନ ବୃଦ୍ଧି ୧.୫ ଡିଗ୍ରୀରେ ସୀମିତ ପାଇଁ ସହମତି

ରୋମ୍‌, ୧।୧୧: ବିଶ୍ୱ ତାପନ ପ୍ରାକ୍‌ ଶିଳ୍ପାୟନ ସ୍ତରଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଊର୍ଦ୍ଧ୍ୱରେ ସୀମିତ ରଖିବା ଆବଶ୍ୟକତା ଉପରେ ଜି-୨୦ ସମିଟ୍‌ରେ ୨୦ ସଦସ୍ୟ...

ଗୋଟିଏ ମାସ ମଧ୍ୟରେ ୧୦୮ ଦେଶରେ ପହଞ୍ଚିଲାଣି ଓମିକ୍ରନ୍ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ, ଖ୍ରୀଷ୍ଟମାସ ପୁର୍ବ ସନ୍ଧ୍ୟା ସୁଦ୍ଧା ରଦ୍ଦ ହେଲାଣି ୪ହଜାର ୫୦୦ ବିମାନ

ୱାଶିଂଟନ,୨୫ ।୧୨: ଏକ ପ୍ରକାର ସାରା ବିଶ୍ୱକୁ ବ୍ୟାପି ଗଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ସାଉଥ୍ ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ଭାରିଏଣ୍ଟ...

ୟୁକ୍ରେନ୍‌ ସାଜିଛି ବଳିର ଛେଳି, ବାଇଡେନ୍‌ ପୁଟିନ୍‌ ପୁଣି ମୁହାଁମୁହିଁ…

ଓ୍ବାଶିଂଟନ, ୮।୨ : ୟୁକ୍ରେନ ସଙ୍କଟ ମଧ୍ୟରେ ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି...

ସାରା ଭାରତ ପ୍ରଦୂଷିତ

ଜେନେଭା/ନୂଆଦିଲ୍ଲୀ,୨୪।୯:ଜନସ୍ବାସ୍ଥ୍ୟ ଉପରେ ବାୟୁ ପ୍ରଦୂଷଣର ନକାରାମତ୍କ ପ୍ରଭାବ ନେଇ କିଛି ବର୍ଷ ଧରି ଚାଲିଥିବା ବୈଜ୍ଞାନିକ ଗବେଷଣାରୁ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ପୂର୍ବରୁ ୨୪...

ଉଇଗୁର ମୁସଲମାନ ମହିଳାଙ୍କୁ ସନ୍ତାନ ପ୍ରସବ ନ କରିବାକୁ ବାଧ୍ୟ କରୁଛି ଚାଇନା !

ବେଜିଂ,୨୯।୬: ଚାଇନା ସରକାରଙ୍କ ଆଉ ଏକ ଅମାନବିକତା ଆସିଛି ସାମ୍ନାକୁ। ଏବେ ସେ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ଉପରେ ଅଙ୍କୁଶ ଲଗାଇବାକୁ ଏକ କଠୋର ପଦକ୍ଷେପ...

ଘର ସାମ୍ନାକୁ ଆସିଗଲା ବିମାନ, ଡରରେ ଲୋକଙ୍କ ଅବସ୍ଥା ହେଲା ଖରାପ; ଭିଡିଓ ଦେଖିଲେ…

କାନବେରା,୩୦ା୯: ଅଷ୍ଟ୍ରେଲିଆର ବ୍ରିସବେନର ଏକ ଉଚ୍ଚ କୋଠା ନିକଟରେ ବାୟୁସେନାର ସି-୧୭ କାର୍ଗୋ ବିମାନ ଉଡ଼ାଣ କରିଥିଲା। ଏହାର କକ୍‌ପିଟ୍‌ ଫୁଟେଜ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।...

୨ ଭାରତୀୟ ଯବାନ ନିହତ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ: ଜୟଶଙ୍କର

ନୂଆଦିଲ୍ଲୀ/କିନ୍‌ସାସା,୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି।...

ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ‘ର ତାରିଫ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ତାରିଫ୍‌ କରିଛନ୍ତି। ସେ ଟୁଇଟ୍‌...

Advertisement
Archives

Model This Week