Home Left

ବିଶାଳ ସମୁଦ୍ରଜୀବ ପିଠିରେ ଲେଖାଯାଇଛି ଟ୍ରମ୍ପଙ୍କ ନାମ: ଭିଡିଓ ଭାଇରାଲ ପରେ…

ଫ୍ଲୋରିଡା,୧୨।୧: ଆମେରିକାର ଫ୍ଲୋରିଡା ସହରରେ ଏକ ବିଶାଳ ସମୁଦ୍ର ଜୀବ ପିଠିରେ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖାଯାଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କିତ କିଛି ଭିଡିଓ ସାମ୍ନାକୁ ଆସିବା ପରେ ଦେଶର ଫିସ୍‌ ଆଣ୍ଡ ଓ୍ବାଇଲ୍ଡଲାଇଫ୍‌ ସର୍ଭିସ ମାମଲାର…

୧୦ ହଜାର ଲାଞ୍ଚ ନେଇ ଆଇସିଡିଏସ୍‌ ସୁପରଭାଇଜର ଗିରଫ

ଭବାନୀପାଟଣା,୧୨।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କୁଟୁରୁଖମାର ସେକ୍ଟର ଆଇସିଡିଏସ୍‌ ସୁପରଭାଇଜର ରାଧାରାଣୀ ଦେଈ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭବାନୀପାଟଣା ବ୍ଲକ କୁରୁମାଚୁଆଁର ଅଙ୍ଗନୱାଡି କର୍ମୀ ସୀମନ୍ତିନୀ ନାଏକଙ୍କଠାରୁ ଅକ୍ଟୋବର, ନଭେମ୍ବର…

ଅଭିନେତ୍ରୀ ମୌନି ରୟଙ୍କ ବୋଲ୍ଡ ଫଟୋ ଶେୟାର କଲା ଏନ୍‌ଏସ୍‌ଇ: ବ୍ୟବହାରକାରୀ କହିଲେ…

ନୂଆଦିଲ୍ଲୀ,୧୨।୧: ଅଭିନେତ୍ରୀ ମୌନି ରୟ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟରୁ ଜଣେ। ସେ ନିଜର ବୋଲ୍ଡ ତଥା ହଟ୍‌ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ହେଲେ ମୌନିଙ୍କ କିଛି ଫଟୋ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଶେୟାର କରିବା ଏବେ…

କୋଭିଡ୍‌ ପରୀକ୍ଷଣ ପରେ ନାକରୁ ବୋହିଲା ରକ୍ତ, ରାଗିଗଲେ ଏହି ବ୍ୟାଡ୍‌ମିଣ୍ଟନ ତାରକା

ବ୍ୟାଙ୍କକ୍‌,୧୨।୧: କୋଭିଡ-୧୯ ପରୀକ୍ଷଣ ପରେ ନାକରୁ ରକ୍ତ ବାହାରିବାର ଅଭିଯୋଗ କରିଛନ୍ତି ବ୍ୟାଡମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ। ମ୍ୟାଚ୍‌ ପାଇଁ ନିଜର ଧ୍ୟାନ ରଖୁଛୁ। ହେଲେ ଏଥିପାଇଁ ରକ୍ତ ବୁହାଇବା ପାଇଁ ଆସିନାହୁଁ ବୋଲି ସେ କହିବା ସହ ଥାଇଲାଣ୍ଡ ଓପନ୍‌ର…

କୋଭିଡ୍‌-୧୯ ଭ୍ୟାକ୍‌ସିନ : ୧୨ ତାରିଖ ମଧ୍ୟାହ୍ନ ସୁଦ୍ଧା ପହଞ୍ଚିଛି ୫୪.୨୭ ଲକ୍ଷ ଡୋଜ

ନୂଆଦଲ୍ଲୀ,୧୨।୧: କୋଭିଡ୍‌-୧୯ ଭ୍ୟାକ୍‌ସିନ ମଙ୍ଗଳବାର ତଥା ୧୨ ତାରିଖ ମଧ୍ୟାହ୍ନ ସୁଦ୍ଧା ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ଷ୍ଟୋରରେ ପହଞ୍ଚିଛି ୫୪.୨୭ ଲକ୍ଷ ଡୋଜ। ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟ୍‌…

ଦିନ ଦ୍ୱିପ୍ରହରେ ବ୍ୟବସୀୟୀଙ୍କ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବରଗଡ଼ ଅଫିସ୍‌,୧୨।୧: ବରଗଡ଼ ସହରରେ ସପ୍ତାହେ ହେଲା ଲୁଟ୍‌ପାଟ୍‌ ବଢ଼ି ଚାଲିଛି। ଏହା ବରଗଡ଼ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ମଙ୍ଗଳବାର ପୂର୍ବାହ୍ନରେ ୩ଜଣ ଦୁର୍ବୃତ୍ତ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ.୫ ସହରାପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରେ…

ବ୍ରିସ୍‌ବେନ ହୋଟେଲରେ କୌଣସି ବ୍ୟବସ୍ଥା ନ ଥିବା ଟିମ୍‌ ଇଣ୍ଡିଆର ଅଭିଯୋଗ ପରେ ହସ୍ତକ୍ଷେପ କଲା ବିସିସିଆଇ

ନୂଆଦିଲ୍ଲୀ,୧୨।୧: ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ମଙ୍ଗଳବାର ବ୍ରିସବେନରେ ପହଞ୍ଚିଛି। ରହଣୀ ବ୍ୟବସ୍ଥା ହୋଇଥିବା ହୋଟେଲରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ସୂଚନା ଦିଆଯାଇଥିଲା ଯେ, ସେମାନଙ୍କୁ କୌଣସି ରୁମ୍‌ ସର୍ଭିସ ଓ ହାଉସ୍‌କିପିଂ…

ପରିଦର୍ଶନ ସମୟରେ ମନ୍ତ୍ରୀ ମାସ୍କ ନ ପିନ୍ଧିବାକୁ ନେଇ ଚର୍ଚ୍ଚା

ଦେଓଗାଁ,୧୨ା୧: ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ଗସ୍ତବେଳେ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ସମୟରେ ମାସ୍କ ପରିଧାନ କରି ନ ଥିଲେ। ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ମନ୍ତ୍ରୀଙ୍କ ସହ ଆସିଥିବା ଅଧିକାରୀମାନେ ମାସ୍କ…

ଷ୍ଟିଭ ସ୍ମିଥଙ୍କୁ ଛାଡ଼ିପାରେ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ,୧୨ା୧- ଆଇପିଏଲ ଦଳ ରାଜସ୍ଥାନ ରୟାଲ୍ସ ତା’ର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଛାଡ଼ିବାକୁ ଚିନ୍ତା କରୁଛି। ଏ ନେଇ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳିଙ୍କ ତାଲିକା ପ୍ରକାଶ ପୂର୍ବରୁ ଏହା ସ୍ପଷ୍ଟ ହେବ।…

ଓ୍ବାର୍ଲଡ଼ ରେକର୍ଡ କଲେ ବଲାଙ୍ଗୀରର ୨୩ମାସର ଶିଶୁ

ବଲାଙ୍ଗୀର ଅଫିସ,୧୨ା୧: ଭାରତର ପ୍ରାଦେଶିକ ରାଜଧାନୀମାନଙ୍କ ନାମ ଆବୃତ୍ତି କରି ବଲାଙ୍ଗୀର ସହରର ଜଣେ ୧ବର୍ଷ ୧୧ ମାସ ୬ ଦିନର ଶିଶୁପୁତ୍ର ବିଶ୍ୱରେ କର୍ଡ କରଛନ୍ତି। ଶିଶୁପୁତ୍ର ହେଉଛନ୍ତି ବଲାଙ୍ଗୀର ରାଜୀବନଗର ନିବାସୀ ଶିକ୍ଷକ ତଥା ବାଲୁକାଶିଳ୍ପୀ ଓମ୍‌ପ୍ରକାଶ ସାହୁଙ୍କ…

ଜଲିକଟ୍ଟୁ ଦେଖି କୃଷକଙ୍କୁ ସମର୍ଥନ କରିବେ ରାହୁଲ

ନୂଆଦିଲ୍ଲୀ୧୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ତାମିଲନାଡୁ ଗସ୍ତ କରିବେ। ଗସ୍ତ ବେଳେ ପୋଙ୍ଗଲ ପର୍ବ ପାଳନ ଅବସରରେ ମଦୁରାଇରେ ଆୟୋଜିତ ହେଉଥିବା ‘ଜଲିକଟ୍ଟୁ’(ଷଣ୍ଢ ଲଢେଇ) କାର୍ଯ୍ୟକ୍ରମରେ ଯୋଗଦେଇ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବେ ବୋଲି ଦଳର ତାମିଲନାଡୁ ମୁଖ୍ୟ…

ଦିଲ୍ଲୀରୁ ଚୋରି କରି ବିହାରରେ ବାଣ୍ଟୁଥିଲେ ଟଙ୍କା, ସୁନାଗହଣା: ଧରାପଡ଼ିବା ପରେ..

ନୂଆଦିଲ୍ଲୀ: ହରିଶ୍ଚନ୍ଦ୍ରଙ୍କୁ ଦାନବୀର ବୋଲି କୁହାଯାଏ। ହେଲେ ଦିଲ୍ଲୀରେ ଏଭଳି ଜଣେ ଚୋର ଧରାପଡ଼ିଛନ୍ତି, ଯାହାଙ୍କୁ ଦାନବୀରଙ୍କଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି। କଥାଟି ସିନେମା କାହାଣୀ ପରି ଲାଗିଲେ ହେଁ ସତ। ତେବେ ଫରକ ଏତିକି ଲୁଟେରାଜଣଙ୍କ ନିଜସ୍ବ ସ୍ବାର୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri