Home Left

ସଡ଼କ ସୁରକ୍ଷା ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ସୋମବାରଠାରୁ ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହା ଜାନୁୟାରୀ ୧୮ରୁ ଫେବୃୟାରୀ ୧୭ ତାରିଖ ଯାଏ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି କହିଛନ୍ତି ଯେ ବେପରୁଆ ଗାଡ଼ିିଚାଳନା ଏବଂ ସଡ଼କକୁ…

ଇତିହାସ ରଚିବ କି ଭାରତ? ୩୭ ଓଭର୍‌ରେ ଆବଶ୍ୟକ ୧୪୫ ରନ୍‌

ବ୍ରିସ୍‌ବେନ୍‌,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ବିଜୟ ପାଇଁ ୩୭ ଓଭରରେ ୧୪୫ ରନ୍‌ ଆବଶ୍ୟକ ଥିବାବେଳେ ହାତରେ ଆଉ ୭ଟି ଉଇକେଟ୍‌ ବାକି ଅଛି। ମ୍ୟାଚର ଚତୁର୍ଥ…

୧୬ ନଂ. ଏନ୍‌ଏଚ୍‌ରେ ଲାଗିବ ଇଣ୍ଟେଲିଜେନ୍ସ କ୍ୟାମେରା

ଭୁବନେଶ୍ୱର,୧୯।୧(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ପୂର୍ବରୁ ସପ୍ତାହେ ବ୍ୟାପୀ ଚାଲୁଥିବା ଏହି କାର୍ଯ୍ୟକ୍ରମ ଏଥର ମାସେ ଯାଏ ଚାଲିବ। ରାଜ୍ୟରେ ଯାନବାହନ ଦୁର୍ଘଟଣାକୁ ହ୍ରାସ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମୋଟରସାଇକେଲ ଚାଳକ ଓ ଆରୋହୀଙ୍କ…

ରାମ ମନ୍ଦିର ନିର୍ମାଣ ପାଇଁ ନିଜ ପକେଟ ମନି ଦାନ କଲେ ୨ ଶିଶୁ

ବରେଲୀ/ପ୍ରୟାଗରାଜ,୧୯।୧: ରାମ ମନ୍ଦିର ନିର୍ମାଣ ପାଇଁ ଉତ୍ତରପ୍ରଦେଶର ୨ ଜଣ ଶିଶୁ ନିଜ ପକେଟ ମନିି ଦାନ କରିଛନ୍ତି। ବରେଲୀର ୬ ବର୍ଷ ବୟସ୍କ ଦିବିତ୍‌ ପାଲ୍‌ ଘଡ଼ାରେ ସଞ୍ଚୟ କରିଥିବା ୩୮୫ ଟଙ୍କା ଦାନ କରିଛନ୍ତି। ନିଜ ପକେଟ ମନିରୁ…

ଚିତ୍ରୋତ୍ପଳା ନଦୀରେ ଭାସିଗଲେ ଯୁବକ

ସାଲେପୁର,୧୯।୧(ଡି.ଏନ୍‌.ଏ.):  ସାଲେପୁର ଥାନା ଅଧୀନ ହରିଚନ୍ଦନପୁର ବଉଳେଇ ଠାକୁରାଣୀ ପୀଠ ନିକଟ ଚିତ୍ରୋପତ୍ଳା ନଦୀରେ ଭାସି ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏହି ଗ୍ରାମର ବୀରକିଶୋର ଦାଶଙ୍କ ପୁଅ ତାରାକାନ୍ତ ଦାଶ (୩୪)। ସେ କେତେଜଣ ସାଙ୍ଗଙ୍କ…

ଚମତ୍କାର ଖେଳିଲେ ଶୁବମନ,ଭାରତର ବିଜୟ ଆଶା ଉଜ୍ଜୀବିତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଶୁବମନ ଗିଲ ୯୧ ରନର ଚମତ୍କାର ଇନିଂସ ଖେଳିଥିଲେ। ୨୧ ବର୍ଷ ବୟସ୍କ ଗିଲଙ୍କ ଶତକର ନିକଟତର ହୋଇଥିଲେ।…

ଲାଞ୍ଚ ନେଇ କଲେଜ ଅଧ୍ୟକ୍ଷା ଗିରଫ

ବଙ୍ଗୋମୁଣ୍ଡା,୧୯।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଯୁକ୍ତ୨ ଜୁନିୟର କଲେଜ ଅଧ୍ୟକ୍ଷା ମିନତୀ ରଥ ଲାଞ୍ଚ ନେଇ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କଲେଜରେ କାର୍ଯ୍ୟରତ ଲାଇବ୍ରେରିଆନ୍‌ ଡୋଳାମଣି ମେହେରଙ୍କଠାରୁ ଲାଞ୍ଚ ବାବଦ ୮୦ ହଜାର ଟଙ୍କା ନେଲା ବେଳେ…

ପୂର୍ବତନ ପ୍ରେମିକାଙ୍କ ରକ୍ତ ପିଇବାକୁ ଚାହୁଁଛନ୍ତି ଏହି ଅଭିନେତା

ଫିଲ୍ମ ‘କଲ୍‌ ମି ୟୋର ନେମ୍‌’ରୁ ଚର୍ଚ୍ଚାକୁ ଆସିଥିବା ହଲିଉଡ୍‌ ଅଭିନେତା ଆର୍ମି ହମର ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଲୁକ୍‌ ଏବଂ ରିଲେସନଶିପ୍‌କୁ ନେଇ ସବୁବେଳେ ଆଲୋଚନାରେ ରହୁଥିବା ଆର୍ମିଙ୍କ ଡାର୍କ ସାଇଡ୍‌ ଏବେ ସାମ୍ନାକୁ ଆସିଛି। ସୋସିଆଲ…

ଦ୍ୱିତୀୟ ଦିନରେ ଟିକା ନେଲେ ୩୦,୧୬୧

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣ ସୁରୁଖୁରୁରେ ଚାଲିଛି। ଇତିମଧ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯାଇଥିବାବେଳେ ସୋମବାର ଦ୍ୱିତୀୟ ଦିନରେ ୩୮୦ ସେସନରେ ପ୍ରାୟ ୩୦,୧୬୧ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି। ମୋଟ ୩୧,୯୦୨ଜଣଙ୍କୁ ଟିକା ପ୍ରଦାନ ଲକ୍ଷ୍ୟ ରଖାଯାଇଥିଲାବେଳେ ୯୫ ପ୍ରତିଶତ…

ଷ୍ଟମ୍ପ ପଛରେ ଏହି ଗୀତ ଗାଉଥିଲେ ପନ୍ତ, ମାଇକ୍‌ରେ କଏଦ

ବ୍ରିସବେନ୍‌,୧୯।୧: ଭାରତୀୟ ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅନେକ ସମୟରେ ଉଇକେଟ ପଛରେ କିଛି କଥା ହେଉଥିବା ଜଣାପଡେ। ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଉଇକେଟ ପଛରୁ ତାଙ୍କର ନିରନ୍ତର ସ୍ବର ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସିଡନୀ କ୍ରିକେଟ…

ରେଳ ପ୍ରକଳ୍ପ: ଓଡ଼ିଶାର ଦାବି ୭,୨୦୦ କୋଟି

ଭୁବନେଶ୍ୱର,୧୯।୧(ବ୍ୟୁରୋ): କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଆସନ୍ତା ବଜେଟରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂତନ ଭାବେ ନିଆଯାଇଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୭,୨୦୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଦାବି…

ଚଣ୍ଡୀପ୍ରସାଦ ହେବେ ଭାରତୀୟ ସେନା ଉପମୁଖ୍ୟ

ଜଗତ୍‌ସିଂହପୁର ଅଫିସ୍‌/ଭୁବନେଶ୍ୱର, ୧୯।୧ (ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଆରବିଆଇ ଗଭର୍ନର ଶଶିକାନ୍ତ ଦାସ, ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଭଳି ଆଉ ଜଣେ ଓଡ଼ିଆ ଜାତୀୟ ସ୍ତରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri