Home Left

୭୦ ବର୍ଷ ରେକର୍ଡ ଭାଙ୍ଗିଦେଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ବ୍ରିସବେନ୍‌ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ତୃତୀୟଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ହାତେଇଛି। ଏହି ଐତିହାସିକ ବିଜୟ ପରେ ଦେଶରେ ଉତ୍ସବର ମାହୋଲ ରହିଛି। ଏହି ବିଜୟ ସହିତ ଭାରତ ଗାବାରେ ୭୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଇଛି। ଏହାପୂର୍ବରୁ…

ଭୁବନେଶ୍ୱରରେ ହେବ ଆଉ ଏକ ଫୁଟ୍‌ ଓଭର ବ୍ରିଜ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ ଫୁଟ୍‌ ଓଭର ବ୍ରିଜ। ୧୬ ନମ୍ବର ଜାତୀୟ ରାଜପଥର ସହିଦନଗର-ସତ୍‌ସଙ୍ଗ ବିହାର ମଧ୍ୟରେ ତିଆରି ହେବ ଏହି ଫୁଟ ଓଭର ବ୍ରିଜ। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ…

ମହାକାଶରେ ‘ହମ୍‌’ ଗୁଞ୍ଜନ

ଓ୍ବାଶିଂଟନ,୧୯।୧: ମହାକାଶରେ ବ୍ରହ୍ମାଣ୍ଡରୁ ଶବ୍ଦ ସୃଷ୍ଟି ହେଉଛି। ଏଠାରେ ‘ହମ୍‌’ ଗୁଞ୍ଜନ ସୃଷ୍ଟି ହେଉଥିବା ମହାକାଶ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ମହାକାଶରେ କୌଣସି ମାଧ୍ୟମ ନ ଥିବାରୁ ଏଠାରେ ଶବ୍ଦ ସୃଷ୍ଟି ହେଲେ ମଧ୍ୟ ଏହା ଗତି କରିବା ଅସମ୍ଭବ। ତେବେ…

ମିଳିନି ବୀମା କ୍ଷତିପୂରଣ: ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଲେ ଚାଷୀ

ବରଗଡ଼ ଅଫିସ,୧୯।୧: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ପଞ୍ଚାୟତର ଚାଷୀମାନଙ୍କୁ ଗତ ରବିଋତୁ ଫସଲକ୍ଷତି ବୀମା କ୍ଷତିପୂରଣ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ଏହା ସହିତ ଉକ୍ତ ପଞ୍ଚାୟତର ୪୪ ଜଣ କ୍ଷତିଗ୍ରସ୍ତ ଚାଷୀ ଗତ ୨୦୧୯ ଖରିଫ…

ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ପ୍ରଶଂସକଙ୍କୁ ଜବାବ୍‌ ଦେଇଥିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ, ୧୯।୧: ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସବୁବେଳେ ଶକ୍ତ ପ୍ରତିଯୋଗିତା ହୋଇଥାଏ। ଏହି ମ୍ୟାଚ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। କାରଣ ଭାରତ-ପାକିସ୍ତାନ ମ୍ୟାଚରେ ଉଭୟ ଦେଶର ଖେଳ ପ୍ରେମିମାନେ ଉପସ୍ଥିତ ହୋଇଥାନ୍ତି। ଉଭୟ ଦଳର ଖେଳାଳିଙ୍କ…

ବନ୍ଦ ହେଲା ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’

ନୂଆଦିଲ୍ଲୀ,୧୯।୧: ହାଇକ୍‌ ସୋସିଆଲ୍‌ ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’କୁ ବନ୍ଦ କରିଦିଆଯାଇଛି। ଆପ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ କେଭିନ ଭାରତୀ ମିତ୍ତଲ ଟୁଇଟ୍‌ କରି ଏହା ନିଶ୍ଚିତ କରିଛନ୍ତି। ଏହା ଏକ ଭାରତୀୟ ଆପ୍‌ ଥିଲା। ୨୦୧୨ରେ ହାଇକ ଲଞ୍ଚ କରାଯାଇଥିଲା ପରେ…

ସେଓ ଖିରି

ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାରର ଅଧା କିଲୋଗ୍ରାମ ସେଓ, କ୍ଷୀର ୧ ଲିଟର, ଚିନି ୧୦୦ ଗ୍ରାମ୍‌, ଛୋଟ ଛୋଟ କଟା ହୋଇଥିବା କାଜୁ ୨ ବଡ଼ ଚାମଚ, ୨ ଚାମଚ କିସ୍‌ମିସ୍‌, ପେସ୍ତା ଅଧା ଚାମଚ, ୪ଟି ଗୁଜୁରାତି ଗୁଣ୍ଡ,…

ସ୍କିନ୍‌ ରହିବ ସ୍ପଟ୍‌ଲେସ୍‌

ମୁହଁ ଯେତେ ସୁନ୍ଦର ହୋଇ ଥାଉ ନା କାହିଁକି ସେଥିରେ ଦାଗ ଥିଲେ ତାହାର ଆକର୍ଷଣ କମିଯାଏ। ଆଉ ଏପରି ନ ହେବା ଲାଗି ଅନେକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ହେଲେ କେବେ କେବେ ବିଭିନ୍ନ ପାର୍ଶ୍ୱପ୍ରତିକ୍ରିୟା ଯୋଗୁ କମିବା…

ପଞ୍ଚାୟତ ନିର୍ବାଚନ: ସଂଖ୍ୟା ଗରିଷ୍ଠତା ହାସଲ କଲା ଶିବସେନା

ମୁମ୍ବାଇ,୧୯।୧: ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ ଶାସକ ଶିବସେନା ନିଜର ପରାକ୍ରମ ଦେଖାଇଛି। ରାଜ୍ୟର ୩୪ ଜିଲାର ୧୨,୭୧୧ ଗ୍ରାମ ପଞ୍ଚାୟତରେ ହୋଇଥିବା ନିର୍ବାଚନରେ ଶିବସେନା ୩୧୧୩ ଆସନ ହାତେଇ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ସେହିପରି ଭାଜପା ୨୬୩୨ ଆସନରେ ବିଜୟୀ…

ପିଲାଙ୍କ ରାଗ

ମଣିଷର ମାନସିକ ସ୍ଥିତି ବିଭିନ୍ନ ପରିସ୍ଥିତି ଏବଂ ପରିବେଶକୁ ନେଇ ପରିବର୍ତ୍ତନ ହୋଇଥାଏ। ହେଲେ ସାଧାରଣ କଥାରେ କ୍ରୋଧ ବା ରାଗିବା, ହିଂସା କରିବା, ଅଭିଭାବକଙ୍କ କଥା ନ ମାନିବା, ପ୍ରତିଶୋଧ ପରାୟଣ ହେବା ଅବା ଅନ୍ୟକୁ କ୍ଷତି ପହଞ୍ଚାଇବା କିମ୍ବା…

୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ ଅଫିସ, ୧୯।୧: ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲକ୍ଷ୍ମଣ ମାଙ୍କଡ଼ା ପଥର ଚାଲାଣ ପାଇଁ ଟ୍ରାଞ୍ଜିଟ୍‌ ପାସ୍‌ କରାଇଦେବାକୁ ପଥର ବ୍ୟବସାୟୀ ଦିଲୀପ ସେନାପତିଙ୍କ ଠାରୁ ୩୦…

ଲେହେଙ୍ଗା ଫ୍ୟାଶନ

ବର୍ତ୍ତମାନ ଯେକୌଣସି ପାର୍ଟି, ଫଙ୍କଶନ୍‌ ହେଉ ଅବା ପର୍ବପର୍ବାଣିରେ ଲେହେଙ୍ଗା ପାଲଟିଛି ଲାଟେଷ୍ଟ ଫ୍ୟାଶନ୍‌। ଯଦି ଆପଣ ବି ଏହାକୁ ବ୍ୟବହାର କରିବାକୁ ଚାହାନ୍ତି ତେବେ ନିଜ ବଡି ଶେପ୍‌ ଅନୁଯାୟୀ କେଉଁ ଭଳି ଲେହେଙ୍ଗା ବାଛିିଲେ ଆକର୍ଷଣୀୟ ଲୁକ୍‌ ପାଇପାରିବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri